Browsing Category

ରାଜନୀତି

ନୂଆ ଓଡିଶା ନିର୍ମାଣ ସହ ଓଡିଶାକୁ ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ନାବାର୍ଡ ନେତୃତ୍ୱ…

ନାବାର୍ଡର ୩୭ ତମ ପ୍ରତିଷ୍ଠା   ଉତ୍ସବ ଭୁବନେଶ୍ୱର - ଓଡିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟରେ ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ । ଓଡିଶାର ଜିଡିପିର ସିଂହଭାଗ ଚାଷରୁ ଆସୁଛି । ଓଡିଶାର ଦୁଇ ତୃତୀୟାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ନୂଆ…

ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟି ସଂପ୍ରସାରିତ

ଭୁବନେଶ୍ୱର,: ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଉଦେ୍ଧଶ୍ୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିକୁ ସଂପ୍ରସାରିତ କରାଯାଇଛି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର…

ବିଜୁ ଜନତା ଦଳ ମାଲକାନଗିରି ଜିଲ୍ଲା କମିଟି ପୁନର୍ଗଠିତ : ମାନସ ମାଡ଼କାମୀ ସଭାପତି, ଗଣେଶ ମଣ୍ଡଳ କାର୍ଯ୍ୟକାରୀ…

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ବିଜେଡି କମିଟିକୁ ପୁନର୍ଗଠନ କରି ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି ।ଜିଲ୍ଲା ବିଜୁ ଜନତା ଦଳ ସଭାପତି ଭାବେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଜିଲ୍ଲା…

ନିଷ୍ଠାପର ସମାଜ ସେବାରେ ଜନତାଙ୍କ ଆଶୀର୍ବାଦ ମିଳି ଥାଏ -ଡ଼. ଅରୁଣ 

ବାରିପଦା(ଦିଲ୍ଲୀପ ମହାନ୍ତି)-  ରାଜନୀତି ସମାଜସେବାର ସର୍ବୋଚ୍ଚ କ୍ଷେତ୍ର ।  ରାଜନୀତିରେ ପାଦ ଥାପିଥିବା ବ୍ୟକ୍ତିମାନେ ସମାଜସେବା କରିବା ନିମନ୍ତେ ମନସ୍ଥକରି ଆଗେଇ ଆଗେଇ ଆସିଥାନ୍ତି । ଜନତା ଆମକୁ ସୁଯୋଗ ଦେଇଛନ୍ତି । ନିଷ୍ଠାପର ଜନସେବା ନେତାଙ୍କୁ ଜନତାଙ୍କ ଆସ୍ଥାଭାଜନ କରାଇ ଥାଏ । ଉକ୍ତ…

୧୪ତମ ସ୍ଥାନରେ ଓଡିଶା ରହିବା ନୈରାଶ୍ୟଜନକ : “ବୁଡିଗଲା ଗୋଡ ତଳକୁ ତଳକୁ” : ବିଜେପି

ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ‘ଇଜ ଅଫ ଡୁଇଙ୍ଗ ବିଜିନେସ' ତାଲିକା ଭୂବନେଶ୍ୱର, ତା.୧୧/୦୭: ପ୍ରତିକୂଳ ବ୍ୟବସ୍ଥା କାରଣରୁ ଆଜି ବହୁ ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରାଜ୍ୟରେ ପୁଂଜି ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଦୂରଦୃଷ୍ଟି…

ଲୋକାୟୁକ୍ତକୁ ନେଇ ରାଜ୍ୟ ସରକାରଙ୍କର ଏତେ ଡର କାହିଁକି : ବିଜେପି

 ୪ ବର୍ଷରୁ ଉର୍ଧ୍ଵ  ବିତିଗଲା ପରେ ବି ରାଜ୍ୟସରକାର କୌଣସି ବିଜ୍ଞପ୍ତି ପ୍ରକାଶ ନକରି ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  କେବେ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରିବେ ଏହାର ଉତ୍ତର  ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ରାଜ୍ୟବାସୀଙ୍କୁ ଦିଅନ୍ତୁ ଭୁୁବନେଶ୍ୱର: ଶାସକ ବିଜେଡି କେବଳ ପ୍ରଚାର…

ବିଜେଡିରେ ମିଶିଲେ ଝରିଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର(ଚକ୍ରଧର ମାଝି):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପି କର୍ମୀ ମନ୍ତ୍ରୀ  ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ନବୀନ ନିବାସରେ…

ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ହ୍ବାଟସଆପ କର୍ମଶାଳା

 ପଦ୍ମପୁର/NIla Deep - ପଦ୍ମପୁର ବିଜୁ ଜନତା ଦଳ  କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ବିଜେଡ଼ି ସଭାପତି ବିଜୟରଞ୍ଜନ ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଏକ ହ୍ବାଟସଆପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ବିଜେଡ଼ି ଦଳର ସୋସିଆଳ ମିଡିଆ ସଂଯୋଜକ ଶ୍ରୀଯୁକ୍ତ…

କରକେଇ ପୀଠରେ ଜିଲ୍ଲାପରିଷଦ ଜୋନ ନଂ-୩ ର କଂଗ୍ରେସ କର୍ମୀ ସମାବେଶ

ବାଲିକୁଦାରୁ ସୁଶାନ୍ତ ମହାନ୍ତି :  ବାଲିକୁଦା ବ୍ଳକ ଅନ୍ତର୍ଗତ ବଡଗାଁ ଗ୍ରାମ ପଂଚାୟତର କରକରେଇ ପୀଠରେ ବ୍ଳକ କଂଗ୍ରେସ ସଭାପତି  ବିକ୍ରମ ପରିଡାଙ୍କ ଆହ୍ୱାନ କ୍ରମେ ଜୋନ ନଂ-୩ର କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର  ବାରିକ ,…

ମିଶ୍ର-ସିଂଦେଓ ପରିବାର ପତିଆରା ଲଢେଇ ରୋଚକ ସ୍ଥିତିରେ : ଆଦର୍ଶ ସ୍କୁଲ ଉଦ୍ଘାଟନରେ ସୃଷ୍ଟି ହେବ ଅନାଦର୍ଶ ପରମ୍ପରା 

ବଲାଙ୍ଗୀରରୁ ନିରୋଜ ମିଶ୍ର : କଣ ଚାଲିଛି ବଲାଙ୍ଗୀର ରାଜନୀତିରେ | ହୀନମନ୍ୟତା ଆଉ ମିଛ ପତିଆରା ଦେଖାଇ ବଲାଙ୍ଗୀର ବାସୀଙ୍କୁ ଭକୁଆ ବନାଇବାର ବିଧିବଦ୍ଧ ପ୍ରୟାସ ଚାଲିଛି | ଆଉ ଭୋଟ ସମୟ ପାଖେଇ ଆସିଥିବା ବେଳେ ଛକାପଂଜା ଜୋର ଧରିଛି ! କିଛି ଦିନ ତଳେ ସେତୁକୁ ନେଇ ଛକ ପଂଜା ସଂସଦ କଳିକେଶ ଆଉ…