Browsing Category

ରାଜନୀତି

ଲୋକାୟୁକ୍ତକୁ ନେଇ ରାଜ୍ୟ ସରକାରଙ୍କର ଏତେ ଡର କାହିଁକି : ବିଜେପି

 ୪ ବର୍ଷରୁ ଉର୍ଧ୍ଵ  ବିତିଗଲା ପରେ ବି ରାଜ୍ୟସରକାର କୌଣସି ବିଜ୍ଞପ୍ତି ପ୍ରକାଶ ନକରି ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  କେବେ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରିବେ ଏହାର ଉତ୍ତର  ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ରାଜ୍ୟବାସୀଙ୍କୁ ଦିଅନ୍ତୁ ଭୁୁବନେଶ୍ୱର: ଶାସକ ବିଜେଡି କେବଳ ପ୍ରଚାର…

ବିଜେଡିରେ ମିଶିଲେ ଝରିଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର(ଚକ୍ରଧର ମାଝି):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପି କର୍ମୀ ମନ୍ତ୍ରୀ  ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ନବୀନ ନିବାସରେ…

ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ହ୍ବାଟସଆପ କର୍ମଶାଳା

 ପଦ୍ମପୁର/NIla Deep - ପଦ୍ମପୁର ବିଜୁ ଜନତା ଦଳ  କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ବିଜେଡ଼ି ସଭାପତି ବିଜୟରଞ୍ଜନ ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଏକ ହ୍ବାଟସଆପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ବିଜେଡ଼ି ଦଳର ସୋସିଆଳ ମିଡିଆ ସଂଯୋଜକ ଶ୍ରୀଯୁକ୍ତ…

କରକେଇ ପୀଠରେ ଜିଲ୍ଲାପରିଷଦ ଜୋନ ନଂ-୩ ର କଂଗ୍ରେସ କର୍ମୀ ସମାବେଶ

ବାଲିକୁଦାରୁ ସୁଶାନ୍ତ ମହାନ୍ତି :  ବାଲିକୁଦା ବ୍ଳକ ଅନ୍ତର୍ଗତ ବଡଗାଁ ଗ୍ରାମ ପଂଚାୟତର କରକରେଇ ପୀଠରେ ବ୍ଳକ କଂଗ୍ରେସ ସଭାପତି  ବିକ୍ରମ ପରିଡାଙ୍କ ଆହ୍ୱାନ କ୍ରମେ ଜୋନ ନଂ-୩ର କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର  ବାରିକ ,…

ମିଶ୍ର-ସିଂଦେଓ ପରିବାର ପତିଆରା ଲଢେଇ ରୋଚକ ସ୍ଥିତିରେ : ଆଦର୍ଶ ସ୍କୁଲ ଉଦ୍ଘାଟନରେ ସୃଷ୍ଟି ହେବ ଅନାଦର୍ଶ ପରମ୍ପରା 

ବଲାଙ୍ଗୀରରୁ ନିରୋଜ ମିଶ୍ର : କଣ ଚାଲିଛି ବଲାଙ୍ଗୀର ରାଜନୀତିରେ | ହୀନମନ୍ୟତା ଆଉ ମିଛ ପତିଆରା ଦେଖାଇ ବଲାଙ୍ଗୀର ବାସୀଙ୍କୁ ଭକୁଆ ବନାଇବାର ବିଧିବଦ୍ଧ ପ୍ରୟାସ ଚାଲିଛି | ଆଉ ଭୋଟ ସମୟ ପାଖେଇ ଆସିଥିବା ବେଳେ ଛକାପଂଜା ଜୋର ଧରିଛି ! କିଛି ଦିନ ତଳେ ସେତୁକୁ ନେଇ ଛକ ପଂଜା ସଂସଦ କଳିକେଶ ଆଉ…

ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ୧୧ରେ, ଯୋଗ ଦେବେ ଅରୁଣ-ଅଚ୍ୟୁତ 

ବାରିପଦାରୁ  ଦିଲ୍ଲୀପ  ମହାନ୍ତି  ମୟୂରଭଞ୍ଜ ଜିଲ୍ଲାରେ ୨୦୧୭ରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜଦ ବିପକ୍ଷରେ ଯାଇଥିଲା । ଏହାକୁ ନେଇ ବିଜଦ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ଚିନ୍ତିତ ହୋଇପଡ଼ିଥିଲେ । ଜିଲ୍ଲାରେ ବିଜେଡି ଦୁର୍ଗ ରକ୍ଷା କରିବା ନିମନ୍ତେ…

 ରାଧାମୋହନଙ୍କୁ ଧର୍ମେନ୍ଦ୍ରଙ୍କ  ପତ୍ର : ରାଜ୍ୟର ସବୁ  ନିୟନ୍ତ୍ରିତ ବଜାର କମିଟୀକୁ ଇ-ନାମ ପ୍ଲାଟଫର୍ମ ସହ ଯୋଡାଯାଉ 

ନୂଆଦିଲ୍ଲୀ/ଭୁବନେଶ୍ୱର:(ଚକ୍ରଧର ମାଝି):  ରାଜ୍ୟରେ ଦଶଟି ମଣ୍ଡି ଇ-ନାମ ପ୍ଲାଟଫର୍ମ ସହ ଯୋଡି ହୋଇଥିବା ବେଳେ ଓଡିଶା ଷ୍ଟେଟ ଏଗ୍ରିକଲଚରାଲ  ମାର୍କେଟିଂ ବୋର୍ଡ (ଓଏସଏଏମବି)ର ନିୟନ୍ତ୍ରଣ ଓ ତତ୍ୱାବଧାନରେ କାମ କରୁଥିବା ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ ମାର୍କେଟ କଂପ୍ଲେକ୍ସକୁ ଯୋଡିବାକୁ…

ସ୍ୱାମୀନାଥନ କମିଟି ରିପୋର୍ଟ  ଲାଗୁ କରିବା ନେଇ ଦେଇଥିବା ପ୍ରତିଶ୍ରୁତି କୁ ପ୍ରତାରଣା କରିଛନ୍ତି କେନ୍ଦ୍ର ସରକାର : …

  ଭୁବନେଶ୍ୱର: ଓଡ଼ିଶାର ଧାନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରିଆସୁଛନ୍ତି । ଆମ ବ୍ୟବସ୍ଥାରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରନ୍ତି କେନ୍ଦ୍ର ସରକାର । ରାଜ୍ୟର ଚାଷୀମାନଙ୍କ ଦାବିକୁ କ୍ରମାଗତ…

ଧାନ ଓ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ : ବିଜେପି

ଭୁବନେଶ୍ୱର, ତା.୦୪/୦୭: କେନ୍ଦ୍ର କ୍ୟାବିନେଟ୍ରେ ଧାନ ସମେତ ଆଉ ୧୪ଟି ଖାଦ୍ୟ ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିଷ୍ପତି ଐତିହାସିକ ଅଟେ । ସହାୟକ ମୂଲ୍ୟକୁ ଉପôାଦନ ମୂଲ୍ୟର ଦେଢ ଗୁଣ କରିବାର ପ୍ରତିଶ୍ରୁତି ପାଳନ କରିଥିବାରୁ ରାଜ୍ୟ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ…

ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗ : ବିଜେପି- ବିଜେଡି ମୁହାଁମୁହିଁ 

        କେନ୍ଦ୍ରକୁ କୃଷି ମନ୍ତ୍ରୀଙ୍କ ଟାର୍ଗେଟ୍ କଲେ ମହାରଥୀ  ‘ମିଛୁଆଙ୍କୁ କୈାଣସି ଉତର ନାହିଁ’ : ବିଜେପି  ଭୁବବେଶ୍ୱର/ ଚକ୍ରଧର ମାଝି : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ କୃଷି ଓ କୃଷକ…