ଅହଲ୍ୟା ଜେନା ଘୁମୁସୁର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ On Jul 24, 2018 8 Share ଭୁବନେଶ୍ୱର,: ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ଘୁମୁସୁର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଅହଲ୍ୟା ଜେନାଙ୍କୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ନିଯୁକ୍ତି ଦେଇଛନ୍ତିି । 8 Share FacebookTwitterGoogle+ReddItWhatsAppPinterestEmail