Browsing Category

ରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଅଶୋକଙ୍କ ସମେତ ବହୁ କର୍ମକର୍ତ୍ତା

ଭୁବନେଶ୍ୱର: ଗତକାଲି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଦଳର ୭ଜଣ ନେତାଙ୍କୁ ବିଭିନ୍ନ ସାଂଗଠନିକ ଦାୟିତ୍ୱ ଦେଇଥିଲେ । ସେଥିମଧ୍ୟରୁ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ଭୁବନେଶ୍ୱର…

ଜିଲା ମହିଳା ବିଜୁ ଜନତା ଦଳର ଜିଲା କମିଟି ଗଠିତ

ବଲାଙ୍ଗିର,: ଜିଲାରେ ବିଜୁ ଜନତାଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବଲାଙ୍ଗିର ଜିଲା ମହିଳା ବିଜୁ ଜନତା ଦଳର ଜିଲା କମିଟି ଗଠିତ ହୋଇଯାଇଛି । ରାଜ୍ୟ ସଭାପତିଙ୍କ ଅନୁମୋଦନକ୍ରମ ଜିଲା ସଭାନେତ୍ରୀ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଏହାର ଘୋଷଣା କରିଛନ୍ତି । ଜିଲା ଉପସଭାନେତ୍ରୀ ଭାବରେ…

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ  ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ଢେଙ୍କାନାଳ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ମୋତେ ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ…

ମୟୂରଭଞ୍ଜ ବନ୍ଦ  ସଫଳ : ଗମନାଗମନ ଠପ୍, ଜନଜୀବନ ପ୍ରଭାବିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ହାଇ କୋର୍ଟସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଆର୍ବାନ ବ୍ୟାଙ୍କରେ ଜମାକାରୀମାନଙ୍କୁ ସେମାନଙ୍କର ଜମା ଟଙ୍କା ଫେରସ୍ତ ଓ ମୟୂରଭଞ୍ଜ ଜିଲ୍ଲାରେ ରେଳବାଇର ବିକାଶ ଆଦି ତିନି ଦଫା ଦାବି ପୂରଣ ନିମନ୍ତେ ଝାଡ଼ଖଣ୍ଡ ମୁକ୍ତି…

  ସାତ ବରିଷ୍ଠ ନେତାଙ୍କୁ ସାଙ୍ଗଠନିକ ଦାୟିତ୍ୱ 

ଭୁବନେଶ୍ୱର :  ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ବରିଷ୍ଠ  ପର୍ଯ୍ୟବେକ୍ଷକ ଭାବେ ସାଂସଦ  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନିଯୁକ୍ତ କରିଥିବା ବେଳେ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ  ପ୍ରତାପ ଜେନାଙ୍କୁ ଅତିରିକ୍ତ ଭାବେ…

କେତେ ବାଟ ନେବ ଦାମଙ୍କ ନବୀନ ବିରୋଧୀ ଲଢେଇ

ବଡ ଯାଇଛନ୍ତି  ଫସର ଫାଟି....ଇଏ କାଳେ ଦେବେ ବେସର ବାଟି !!!!  ଭୁବନେଶ୍ୱର : ବିଜେଡି ରାଜନୀତିରେ ବିଦା ହେଵା ପର୍ବ ଆରମ୍ଭ ହୋଇଥିଲା ଓଡିଶା ରାଜନୀତିର ପ୍ରଭାବଶାଳୀ ନେତା ବିଜୟ ମହାପାତ୍ରଙ୍କ ଠାରୁ | ବିଜେଡିର ପ୍ରଥମ କାଜୁଆଲଟି ହୋଇ  ବିଜୟ ମହାପାତ୍ର ଗଲେ | ଓଡିଶା ରାଜନୀତିର ୪ଜଣଙ୍କ…

 ଦାମୋଦର ରାଉତ ନିଜର କର୍ମଫଳ ଭୋଗୁଛନ୍ତି: ବିଜୟ

“କର୍ମୁ ଅଧିକ ଯେ ଲୋଡ଼ଇ, ଚୋର ସମାନ ଦଣ୍ଡ ପାଇ”  ଭୁବନେଶ୍ୱର/ ବିଜେଡିରୁ ବହିଷ୍କୃତ ଡା. ଦାମୋଦର ରାଉତ ନିଜର କର୍ମଫଳ ଭୋଗୁଛନ୍ତି । ତାଙ୍କର ବର୍ତ୍ତମାନର ଦୟନୀୟ ଅବସ୍ଥା ପାଇଁ ସେ ନିଜେ ହିଁ କେବଳ ଦାୟୀ । କଥାରେ ଅଛି, “ଆପଣା ହସ୍ତେ ଜିହ୍ୱା ଛେଦି, କେ ଅବା ତା’ର ପ୍ରତିବାଦୀ ।”…

ଦାମ ନରମକୁ ନବୀନ ଗରମ

ଦିଲ୍ଲୀରୁ ଆସିଲା ମୁଖିଆଙ୍କ ପ୍ରେମ ସନ୍ଦେଶ, ବିଜୟଙ୍କ ପ୍ରେସ ରିଳିଜରେ ହୋଇଗଲା ଦାମଙ୍କ ବିଜେଡି ଖେଳ  ଶେଷ ଭୁବନେଶ୍ୱର: ଗୋଟେ ପଟେ ଲଗାତାର ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଆସିଥବା ବରିଷ୍ଠ ବିଜେଡି ନେତା ଡ଼ ଦାମୋଦର ରାଉତ ତାଙ୍କ ବୟାନ ବଦଳାଇ ନରମ ପଡିଥିବା ବେଳେ ବିଜେଡି…

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରା ଶାନ୍ତିପୁର୍ଣ୍ଣ   

ଟିଟିଲାଗଡ଼/Sunil Behera  : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ଆହୁତ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାର ପ୍ରଭାବ ଆଜି ଟିଟିଲାଗଡ଼ରେ ଦେଖିବାକୁ ମିଲିଛି । ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଏହି ୧୨ ଘଣ୍ଟିଆ ବନ୍ଦ…

ଶାନ୍ତି ଶୃଙ୍ଖଳାର ସହ ବାଲେଶ୍ୱରରେ ବନ୍ଦ ପାଳନ : ଜନଜୀବନ ବେଶ ପ୍ରଭାବିତ

.କଂଗ୍ରେସ-ବାମପନ୍ଥୀ କର୍ମୀଙ୍କ ପିକେଟିଂରେ ଅଚଳ ସରକାରୀ ଦପ୍ତର .ତୈଳଦର ବୃଦ୍ଧି ବିରୋଧୀ ହରତାଳ ଯୋଗୁଁ ପ୍ରଭାବିତ ଜନଜୀବନ  ବାଲେଶ୍ୱର : କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ସମେତ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଆଜି ପାଳିତ ୯ ଘଣ୍ଟିଆ ଭାରତ ବନ୍ଦ ଯୋଗୁଁ…