Browsing Category

ରାଜନୀତି

ଧର୍ମଶାଳାର ବିଧାୟକଙ୍କ ଛାତ୍ର ସଭା ନେଇ ବଢୁଛି ପ୍ରତିକ୍ରିୟା

ଯାଜପୁରରୋଡ୍ (ବ୍ୟୁରୋ  ଚିଫ୍, ଜୟଶଙ୍କର ଦାଶ):   ଅନ୍ୟାୟ ବିରୋଧରେ ଛାତ୍ର ସମାଜ ସର୍ବଦା ନିଜର ,ନିଷ୍ଠା  ଓ ଅଙ୍ଗୀକାରବଦ୍ଧତାକୁ ପ୍ରଦର୍ଶନ କରିଛି ।  ନିର୍ଭିକତା, ନିସ୍ୱାର୍ଥପରତା ଆଚରଣ ହିଁ ଛାତ୍ର ସମାଜକୁ ଆନ୍ଦୋଳନର ନିଆଁକୁ ଡେଇଁବାର ପ୍ରେରଣା ଦେଇ ଆସିଛି । ସମାଜରେ ଯେତେ ସବୁ…

ମୋଦିଙ୍କୁ ପାଲଟା ଜବାବ ଦେଲେ ନବୀନ 

"ସ୍କିଲ୍‍ ଇଣ୍ଡିଆ ଓ ଉଜ୍ଜ୍ୱଳା ସ୍କାମ୍‍ କଥା ପ୍ରଧାନମନ୍ତ୍ରୀ  ଭୁଲିଗଲେଣି କି ?" ପ୍ରଥମେ ପ୍ରଧାନମନ୍ତ୍ରୀ ତେଲ ଦରବୃଦ୍ଧି ରୋକନ୍ତୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆୟୁଷ୍ମାନ ଯୋଜନା ଠାରୁ ଢେର ଭଲ ମୋଦିଙ୍କ ବକ୍ତବ୍ୟ କେବଳ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଧିଷ୍ଟ…

ମୁଁ ଖାଣ୍ଟି ବିଜେପି : ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଜେପି ପାଇଁ କାର୍ଯ୍ୟ କରୁଥିବି – ରାଜକିଶୋର ଦାସ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଁ ଖାଣ୍ଟି ବିଜେପି । ମୟୂରଭଞ୍ଜ ଜିଲ୍ଲାରେ ବିଜେପିକୁ ନିଜ ହାତରେ ଗଢ଼ିବା  ସହିତ କିଛି ନେତା ମଧ୍ୟ ତିଆରି କରିଛି । ମୋର ଶରୀର ଓ ଆତ୍ମା ବିଜେପିରେ ରହିଛି ଓ ଆଗକୁ ମଧ୍ୟ ରହିଥିବ । କେନ୍ଦ୍ର ଓ ରାଜ୍ୟ ନେତାମାନେ ମୟୂରଭଞ୍ଜ ଜିଲ୍ଲାରେ ମୋର ନେତୃତ୍ୱ ପ୍ରତି…

ବୈଜୟନ୍ତଙ୍କ ଚରିତ୍ର ଯାହା, ସେଭଳି ଚରିତ୍ର ତାଙ୍କ ବନ୍ଧୁଙ୍କ ହେବା  ସ୍ୱାଭାବିକ 

ଜରୁରୀ କାଳୀନ ପରିସ୍ଥିତି ଦେଶରେ କିଏ ସୃଷ୍ଟି କରୁଛି, ତାହା ଦେଶବାସୀ ଦେଖୁଛନ୍ତି  ଯଦି ପଣ୍ଡାଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ଏତେ ଦରଦ ତେବେ ତାଙ୍କୁ ବିଜେପି ନେଇଯାଆନ୍ତୁ : ପ୍ରତାପ   ଭୁବନେଶ୍ୱର,: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଗଣମାଧ୍ୟମରେ ଯେଉଁ ଆଲୋଚନା ଚାଲିଛି ଏବଂ…

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଧାୟିକା ପ୍ରମିଳା ମଲିକଙ୍କୁ ସମ୍ବର୍ଦ୍ଧନା

 ଭୁବନେଶ୍ୱର:  ୨୦୧୪ର ଶ୍ରେଷ୍ଠ  ବିଧାୟିକା ଭାବେ ଶ୍ରୀମତୀ ପ୍ରମିଳା ମଲିକଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ପୁରସ୍କାର ପାଇଥିବା ବିଜେଡି ମହିଳା ମୋର୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି |   ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ମହିଳା ଜନତା ଦଳ ତରଫରୁ ଶ୍ରୀମତୀ ମଲିକଙ୍କୁ ଉଚ୍ଛସିତ…

ବିଜେପିକୁ ଛାଡି ବିଜେଡିରେ ଯୋଗଦେଲେ ସମ୍ବଲପୁର ସଂଖ୍ୟାଲଘୁ ସେଲ୍‍ର ସାଧାରଣ ସଂପାଦକଙ୍କ ସହ ବହୁ କର୍ମୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ସମ୍ବଲପୁର ଜିଲ୍ଲା ବିଜେପି ସଂଖ୍ୟାଲଘୁ ସେଲ୍‍ର ଉପ-ସଭାପତି ବିକାଶ କୁମାର ପଶି, ଗୁରୁପ୍ରୀତ୍‍ ସିଂହ ରାଇନା, ସଂପାଦକ ନମନ ଦୀପ୍‍ ସିଂହ ତ୍ରେହାନ୍‍, ସାଧାରଣ ସଂପାଦକ…

 ରାଫେଲ ଯୁଦ୍ଧ ବିମାନ କ୍ରୟରେ ମହାଦୁର୍ନୀତି-ଏନଡ଼ିଏକୁ ଟାର୍ଗେଟ କଲା କଂଗ୍ରେସ :  ମୟୂରଭଞ୍ଜ କଂଗ୍ରେସ ପକ୍ଷରୁ…

ବାରିପଦା(ଦିଲ୍ଲୀପ ମହାନ୍ତି )- ବହୁ ଚର୍ଚ୍ଚିତ ତଥା ବିବାଦୀୟ ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରକୁ ସବୁ ଦିଗରୁ ସଣ୍ଡୁଆସୀ ଆକ୍ରମଣ ଆରମ୍ଭ କରି ଦେଇଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ…

ଓଡ଼ିଆ ଜାତିକୁ ଅପମାନିତ କରିଛନ୍ତି ବୈଜୟନ୍ତ 

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ପର୍କରେ ଅରୁଚିକର ଅଶାଳିନ ମନ୍ତବ୍ୟ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସହଯୋଗୀଙ୍କୁ ଗିରଫ ଏବଂ ପରିବେଶ ନିୟମ ଉଲ୍ଲଘଂନକାରୀ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ଆଇନଗତ କାର୍ଯାନୁଷ୍ଠାନ  ଦାବିରେ ରାସ୍ତାକୁ ଓଲ୍ଲାଇଲା ଯୁବଛାତ୍ର ବିଜେଡି ।…

ପ୍ରତି ନିର୍ବାଚନ ମଣ୍ଡଳୀରେ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ମହିଳା ବିଜେଡି ପକ୍ଷରୁ ସମାବେଶ

"କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ଲୋକଙ୍କ ପାଖରେ ପହଁଚାଇବ ବିଜେଡି "  ଭୁବନେଶ୍ୱର : : କେନ୍ଦ୍ରରେ ବିଜେପି ଶାସିତ ସରକାର ଆମ ରାଜ୍ୟ ତଥା ଦେଶର ଯୁବକ-ଯୁବତୀ ଓ ନାଗରିକମାନଙ୍କ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ବିକାଶ ଘଟାଇବା ପରିବର୍ତ୍ତେ ଯେପରି ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟ…

ଏ ରାଜନୀତି ବଡ଼ ବିଚିତ୍ର :  କି ନସୁଣିଲା କର୍ଣ୍ଣ, କି ନଦେଖିଲା ନେତ୍ର

ଦାମଙ୍କୁ  ବହିଷ୍କାର କରିଥିବା ଯୋଗୁ ନବୀନଙ୍କୁ ଅଭିନନ୍ଦନ ଜଣାଇଲେ ରାଜଶ୍ରୀ  ଭୁବନେଶ୍ୱର: ସତରେ ଏ ରାଜନୀତି କେତେ ବିଚିତ୍ର | କାଲି ଯେଉଁ ରାଜଶ୍ରୀ ଦାମଙ୍କ ପାଇଁ ଦାନ୍ତ ଲଗେଇ କଳି  କରୁଥିଲେ ବିଷ୍ଣୁଙ୍କ ସହିତ, ଆଜି ସେ ଦାମଙ୍କୁ ବହିଷ୍କାର କରିବାର ଦିନ କେଇଟା ଯାଇନି...ସିଧା ଆସି ଦଳର…