Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେପି ପକ୍ଷରୁ ରେଢ଼ାଖୋଲ ବ୍ଲକ ଅଫିସ ଘେରାଉ ଆନ୍ଦୋଳନ
ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ବ୍ଲକରେ ଆଜି ବିଜେପି ତରଫରୁ ବ୍ଲକ ଅଫିସ ଘେରାଉ କରାଯାଇଛି l ଚିଟଫଣ୍ଡ ମହାଦୁର୍ନୀତି ,ଖଣି ଦୁର୍ନୀତି, ଜଙ୍ଗଲ,ଡ଼ାଲି,ଚାରା ,ବିହନ,ସାର,ବାଲିଘାଟ,ପିସି,ଲାଞ୍ଚ,ଦୁର୍ନୀତି,ଭ୍ରଷ୍ଟଚାର,ଆଦି ଦୁର୍ନୀତି ରେ ଓଡ଼ିଆ ଲୋକ ନିଷ୍ପେସିତ,ସେହିପରି କୃଷି ରୁଣ…
ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ବ୍ଲକ ଘେରାଓ : ରାଜ୍ୟପାଳଙ୍କୁ ୧୬ ଦଫା ଦାବୀ ପତ୍ର ପ୍ରଦାନ
ସୁବର୍ଣ୍ଣପୁର/PRAKASH HATI : ଡୁଙ୍ଗୁରିପାଲି ବିଜେପି ତରଫରୁ ନବୀନ ସରକାରର ବିରୁଦ୍ଧରେ ଆଜି ବ୍ଲକ ଘେରାଉ କରି ମହାମହିମ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ସ୍ଥାନୀୟ ବିଡିଓଙ୍କୁ ୧୬ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି ।ଡୁଙ୍ଗୁରିପାଲି ମଣ୍ଡଳ ସଭାପତି ହେମନ୍ତ ବିଶ୍ୱାଲଙ୍କ ନେତୃତ୍ୱରେ ଆଜି…
“କେନ୍ଦ୍ର ସରକାର କରିଛନ୍ତି ଓଡ଼ିଶା ଯୁବ ଶକ୍ତି ପ୍ରତି ପ୍ରତାରଣା ଓ ବିଶ୍ୱାସଘାତ”
ରାଜ୍ୟର ସମସ୍ତ କେନ୍ଦ୍ରୀୟ ପିଏସ୍ୟୁ ସମ୍ମୁଖରେ ୫, ୬ ଏବଂ ୮ ତାରିଖରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜୁ ଯୁବ-ଛାତ୍ର ଜନତା ଦଳ
ଭୁବନେଶ୍ୱର : ଓଡ଼ିଶା ଏକ ସମ୍ଭାବନାର ରାଜ୍ୟ ଏବଂ ବିଗତ ୧୮ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ଓ ପ୍ରଗତି କ୍ଷେତ୍ରରେ ଅନେକ ଉନ୍ନୟନମୂଳକ…
ବିଜେଡିରେ ଯୋଗଦେଲେ ବିଜେପି ଓ କଂଗ୍ରେସ ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ସଭାପତି ଓ କର୍ମୀ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଅନିସୁର ରହେମାନ୍, ଗଞ୍ଜାମ ଜିଲ୍ଲା ସଭାପତି ବାବୁ ଖାଁ, ଝାରସୁଗୁଡ଼ା ଜିଲ୍ଲା ସଭାପତି ଏସ୍କେ. ତୁଫାନ୍, ନବରଙ୍ଗପୁର ଜିଲ୍ଲା ସଭାପତି ଅନୱର ଖାଁ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ମହମ୍ମଦ ମୋଇନ୍, ବରିଷ୍ଠ କଂଗ୍ରେସ…
ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଆମର ହକ୍, ଏଥିପାଇଁ ଆମର ଲଢେ଼ଇ ଜାରି ରହିବ: ନବୀନ ପଟ୍ଟନାୟକ
କ୍ଷମତାରେ ଅନ୍ଧ ବିଜେପି ୧୫ବର୍ଷ ସଂଘର୍ଷକୁ ଭୁଲି ଯାଇଛି
ଚୌକି ପାଇଁ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରଥମ ପ୍ରତିଶ୍ରୁତିକୁ ଭୁଲିଗଲା ବିଜେପି
୨୦୧୪ର ପ୍ରତିଶ୍ରୁତି ଲୋକମାନେ ବିଜେପିକୁ ୨୦୧୯ ନିର୍ବାଚନରେ ମନେ ପକାଇଦେବେ
ଭୁବନେଶ୍ୱର,(ଶାସକ ପ୍ରଶାସକ) ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ…
ସରକାରୀ ଯୋଜନା ମାଧ୍ୟମରେ ଚାଲିଛି ଦଳୀୟ ପ୍ରଚାର
ବିଜେପି ଦଳର ଓଡ଼ଗାଁ ବ୍ଲକ ଘେରାଉ ଓ ବିକ୍ଷୋଭ ପଦର୍ଶନ
ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର ): ଦୀର୍ଘ ୧୮ବର୍ଷର ଶାସନକାଳ ସ୍ୱେଚ୍ଛାଚାରି ବିଜେଡି ଦଳ ଦଳିୟ ସମର୍ଥକ ମାନଙ୍କୁ ଏକତରଫା ସହାୟତା ପ୍ରଦାନ କରି ସାଧାରଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସରକାରୀ ସହାୟତାରୁ ବଂଚିତ କରିବା ପରି ବହୁ…
ବିଜେପି ପକ୍ଷରୁ କୁଚିଣ୍ଡା ବ୍ଲକ ଅଫିସ ଘେରାଉ
କୁଚିଣ୍ଡା(ଶାସକ ପ୍ରଶାସକ):କୁଚିଣ୍ଡା ରାଜ୍ୟର ଚାଲିଥିବା ଦୁର୍ନୀତି ଏବଂ କୁଚିଣ୍ଡା ବ୍ଲକ ଦୁର୍ନୀତି ପ୍ରତିବାଦ ରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକ ଅଫିସ ଘେରାଉ ହାଇଥିଲା l ସ୍ଥାନୀୟ ପୂର୍ତ୍ତି ବିଭାଗ ବଙ୍ଗଳା ରୁ ଏକ ଶୋଭାଯାତ୍ରା ବାହାରି ସରକାର ବିରୋଧୀ ଓ ଦୁର୍ନୀତି ସ୍ଲୋଗାନ…
ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରିଲା ବିଜେପି
ଗାଇସିଲେଟ/କେଦାର ନାଥ ସାହୁ
ଓଡିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସରକାରର ଅପାରଗତା,ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଗାଇସିଲେଟ ବ୍ଲକ ବିଜେପି ପ୍ରତିବାଦ କରି ପ୍ରବୀଣ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ବ୍ଲକ ଘେରାଉ କରିଥିଲା । ବ୍ଲକର ନେତୃ ମଣ୍ଡଳୀ ତତ୍ତ୍ୱାବଧାନରେ ଏକ…
ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ପ୍ରଭାରୀ ରୂପେ ବିଶ୍ୱଭୂଷଣ ଦାସ ନିଯୁକ୍ତ
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସଙ୍କୁ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ସଂଗଠନର ପ୍ରଭାରୀ ରୂପେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । କାକଟପୁର ମାଟିର ପୁଅ ବିଶ୍ୱଭୂଷଣ ଦାସ ଏକଦା ୰ ଲୁଲୁ…
ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ
ବଲାଙ୍ଗିର(ନିରୋଜ ମିଶ୍ର) ସ୍ଥାନୀୟ ଜିଲ୍ଲା କଂଗ୍ରେସର ମୁଖ୍ୟାଳୟରେ ସ୍ୱର୍ଗତ ଇନ୍ଦିରାଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତିଙ୍କ ଆବାହକତ୍ୱରେ ହୋଇଥିବା ଏହି ସଭା ଭାରତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଲୌହ ମାନବୀ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ…