Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମୁଖ୍ୟ ଶାସନ ସଚିବ ସମୀକ୍ଷା କହୁଛି ନବୀନ କରିଛନ୍ତି ବିଶ୍ୱାସଘାତକତା : କଂଗ୍ରେସ
୪ ବର୍ଷରେ ୫୦ ହଜାର ପଦ ପଦବୀରେ ଅବସର ଗ୍ରହଣ କରିଥିବା ବ୍ୟକ୍ତି ପୁନଃ ଅବସ୍ଥାପିତ କରିବା କି ପ୍ରକାର ଯୁବ ପ୍ରୀତି
ଭୁବନେଶ୍ୱର : "ଧରାପଡିଛି ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରମାଗତ ପ୍ରତାରଣା । ଗୋଟିଏ ପଟେ ୨୦୧୪…
ଜିଲ୍ଲା ବିଜେଡିରେ ସୁ-ଶି କନ୍ଦଳ , ଦଳ ହେଲାଣି ଦୁଇ ଫାଳ : କେମିତି ସମ୍ଭାଳୁଛ ସମ୍ଭାଳ .।
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ବିଜେଡିରେ (ସୁ-ଶି) କନ୍ଦଳ , ଦଳ ହେଲାଣି ଦୁଇ ଫାଳ | ଆଗାମୀ ୨୦୧୯ ନିର୍ବାଚନ ରେ ବିଷମକଟକ ନିର୍ବାଚନ ମଣ୍ଡଳୀ ଓ ଗୁଣପୁର ନିର୍ବାଚନ ମଣ୍ଡଳୀ ଉପରେ ଏହାର ପ୍ରଭାବ ପଡିପାରେ ବୋଲି ବିଜେଡି ମହଲ ରେ ଚର୍ଚ୍ଚା ଜୋର ଧରିଛି । ଏବେ ଜିଲ୍ଲାରେ…
କର୍ମ ନିୟୋଜନ କାର୍ଯ୍ୟାଳୟରେ ତାଲା ପକାଇଲେ ବିଜେପି ଯୁବ ମୋର୍ଚ୍ଚା
ଗୁଣପୁରରୁ ସିଦ୍ଧାର୍ଥ ଦାଶ: ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ମିଳୁ ନଥିବାରୁ ରାୟଗଡା ଜିଲ୍ଲା ଗୁଣପୁର ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର କର୍ମ ନିୟୋଜନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।
ଗୁଣପୁର ବ୍ଲକ ଖ ଜୋନ ଯୁବ ମୋର୍ଚ୍ଚା ସଭାପତି ସୁମନ ସାହୁକାର ଙ୍କ ନେତୃତ୍ୱ ରେ ଦଳୀୟ ଯୁବ…
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ଗଞ୍ଜାମର ଧୋୟାକଣ ଗ୍ରାମରେ ନାବାଳିକା ଗଣଦୁଷ୍କର୍ମକୁ ବିରୋଧ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଗଞ୍ଜାମ ଜିଲ୍ଲାର ପୋଲସରା ଗଣଦୁଷ୍କର୍ମ ଘଟଣାକୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତୀବ୍ର ବିରୋଧ କରିଛି । ଏଭଳି ଘଟଣା ସମଗ୍ର ରାଜ୍ୟବାସୀଙ୍କ ପାଇଁ ନିନ୍ଦନୀୟ ହୋଇଥିବା ବେଳେ ଏହି ଅଞ୍ଚଳ ଖୋଦ୍…
ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିନଥିବା ପ୍ରତିବାଦରେ ଜିଲ୍ଲା ଭାଜପା ଯୁବମୋର୍ଚ୍ଚାର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ…
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବେକାର ଯୁବକ ଯୁବତୀ ମାନଙ୍କୁ ଏମ୍ପଲଏମେଣ୍ଟ ଏµଚେଞ୍ଜ ମାଧ୍ୟମରେ ଚାକିରୀ ନିଯୁକ୍ତି ନମିଳିବା ଫଳରେ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢି ଚାଲୁଥିବା ପ୍ରତିବାଦରେ ପାରଳାଖେମୁଣ୍ଡି (ରାଣିପେଣ୍ଠା) ସ୍ଥିତ ଜିଲ୍ଲା ଏମ୍ପଲଏମେଣ୍ଟ…
ରାଜ୍ୟର ଯୁବ ଶକ୍ତି ପ୍ରତି କେନ୍ଦ୍ର ପ୍ରତାରଣା କରିଛି : ବିଜେଡି
ଦକ୍ଷିଣାଞ୍ଚଳ ଆର୍ଡିସି ଜୋନ ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ସଂସ୍ଥା ସମ୍ମୁଖରେ ବିଜେଡିର ଶାନ୍ତିପୂର୍ଣ୍ଣ ବିକ୍ଷୋଭ
ଭୁବନେଶ୍ୱର: ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ଅଧିନସ୍ଥ ରାଷ୍ଟ୍ରାୟତ ସଂସ୍ଥା ଗୁଡିକରେ ବିଗତ ୪ବର୍ଷ ମଧ୍ୟରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ସ୍ଥିତି ଅତି ଗୌଣ ଓ…
ବିଜେପିର ତିର୍ତ୍ତୋଲ ବ୍ଳକ ଘେରାଉ
ତିର୍ତୋଲ/ ରମେଶ ମହାନ୍ତି : ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେପି ନେତା ପ୍ରଫେସର ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ଶତାଧିକ କର୍ମୀ ତିର୍ତ୍ତୋଲ…
ତିତଲି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ ରିଲିଫ ଓ ଆର୍ଥିକ ସାହାଯ୍ୟ ସମେତ ୮ ଦଫା ଦାବୀ :ବି.କେ.ଏମ.ୟୁ ଓ…
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ତିତଲି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ପ୍ରଯ୍ୟାପ୍ତ ରିଲିଫ ଓ ଆର୍ଥିକ ସହାୟତା ଯୋଗାଇଦେବା ସହିତ ୮ଦଫା ବିଭିନ୍ନ ଦାବୀ ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଭାରତୀୟ କ୍ଷେତମଜଦୁର ୟୁନିୟନ ଏବଂ ସିପିଆଇ…
ଧର୍ମଶାଳାରେ ବିଧାୟକଙ୍କୁ ବିରୋଧ କରି ଜନସଂପର୍କ ଅଭିଯାନ
ଯାଜପୁର/ଜୟଶଙ୍କର ଦାଶ : ଧର୍ମଶାଳା ବିଧାନସଭା କ୍ଷେତ୍ରରେ ପରିବାରବାଦ, ଭ୍ରଷ୍ଟାଚାର, ରାଜନୀତିର ବ୍ୟବସାୟୀକରଣ ଆଦି ପ୍ରସଙ୍ଗ ନେଇ ତେଜୁଥିବା ଅସନ୍ତୋଷ ଏବେ ବିସ୍ଫୋରକ ମୋଡ ନେଇଛି । ବିଧାୟକଙ୍କ ମନୋମୁଖୀ କାର୍ଯ୍ୟଧାରାକୁ ନେଇ ବିରୋଧ କରୁଥିବା ଗୋଷ୍ଠୀ ଦୀର୍ଘଦିନ ହେବ ବିଜୁ ଯୁବ ଜନତା…
ରଘୁନାଥଙ୍କ ପାଇଁ ଅଡୁଆ … ତ୍ରିନାଥଙ୍କ ପାଇଁ ବଡିଆ
ଗୁଣୁପୁରରୁ ସିଦ୍ଧାର୍ଥ ଦାଶ : ୨୦୧୯ ସାଧାରଣ ନିର୍ବାଚନ କୁ ଆଖିଆଗରେ ରଖି ଜୋର ଧରୁଛି ବିଭିନ୍ନ ଦଳର ଟିକଟ ରାଜନୀତି। ଗୁଣୁପୁର ବିଜେଡି ରାଜନୀତି ରେ ଦଳ ଭିତରେ ଅନେକ ଦିନ ଧରି ବିଧାୟକ ପ୍ରାର୍ଥୀ କୁ ନେଇ ବିବାଦ ଜୋର୍ ଧରିଛି। ଏନେଇ ରାଜ୍ୟସଭା ସାଂସଦ ତଥା ଜିଲ୍ଲା ବିଜେଡି ମୁଖ୍ୟ ଏନ ଭାସ୍କର…