ବିଜୁ କୃଷକ ଜନତା ଦଳ ପୁନର୍ଗଠିତ :  ପ୍ରସନ୍ନ ସଭାପତି, ପ୍ରତାପ ମହାସଚିବ 

0

ଭୁବନେଶ୍ୱର : ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍ ଦେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳର ରାଜ୍ୟ ସଭାପତି ଭାବେ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟକୁ ନିଯୁକ୍ତ କରିଥିବା ବେଳେ ମହାସଚିବ ଭାବେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

 

Leave A Reply

Your email address will not be published.