Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ : ବଲାଙ୍ଗିରରେ ବିଜୁ ବାହିନୀ ଗୁଣ୍ଡଗର୍ଦ୍ଧି ବନ୍ଦ କରୁ
ବଲାଙ୍ଗିର,(ନିରୋଜ ମିଶ୍ର) - ଗତ ସାଢେ ·ରିବର୍ଷ ବଲାଙ୍ଗିର ସହରରେ ବାତାବରଣ ବେଶ୍ ଶାନ୍ତିପୂର୍ଣ୍ଣ । ଜନସାଧାରଣ ତଥା ସରକାରୀ କାର୍ଯ୍ୟାଳୟମାନଙ୍କରେ ବାହ୍ୟ ଗୁଣ୍ଡାଗର୍ଦ୍ଧି କାଣିଚିଏ ମଧ୍ୟ ଆଭାସ ନାହିଁ । କିନ୍ତୁ ବର୍ତ୍ତମାନ ସରକାରୀ ଦଳ ପ୍ରାୟୋଜିତ ବିଜୁ ବାହିନୀ ବଲାଙ୍ଗିର ଜିଲ୍ଲାରେ…
ମୁଖପାତ୍ର- ସଂଯୋଜକ ମୁହାଁମୁହିଁ : ଦି ତିନି ଅକ୍ଷରିଆ ସଂସ୍କୃତ ଖାଲି ଉଡିଲା ଦଳୀୟ କାର୍ଯ୍ୟାଳୟରେ
ଭୁବନେଶ୍ୱର : ସେଦିନ ପାର୍ଟି ଅଫିସରେ ମେଡିଆ ବିଭାଗ ମୁଖିଆଙ୍କ ନା ନେଇ ଖାଲି ମା ଭଉଣୀ ବନ୍ଦନା ଉଡିଲା । ମାନେ ଏରିଆ ଫାଟିଲା | ଶ.....କୋଉଠୁ ଆସିକି ଆମ ଉପରେ ହାକିମାତି ଦେଖାଇବ। ଆମେ କେବଠୁ ଦଳରେ ଅଛୂ, ଆଜି ଆସିକି ମା....ଆମକୁ ରଙ୍ଗ ଦେଖଉଛି । ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏମିତି…
ବିଜେପି ଯୁବମୋର୍ଚ୍ଚ ପକ୍ଷରୁ ‘ଯୁବ ଅଧିକାର ସଂଘର୍ଷ ପଦଯାତ୍ରା’
ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଲଢେଇ ଜାରି ରଖିବ
ଭୁବନେଶ୍ୱର : ଶାସକ ବିଜେଡି ସରକାର ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରିବା, ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ରହିବା, ନିଯୁକ୍ତି ମେଳା ନାଁରେ…
ବିଦା ହେଲେ ପ୍ରମିଳା, ମିନତିଙ୍କୁ ମହିଳା ସଭାପତି ଦାୟିତ୍ୱ
ଲୋପାମୁଦ୍ରା, ଶ୍ରୀମୟୀ, ସୁଲୋଚନା ଓ ଗୀତାଞ୍ଜଳି ନୂଆ କାର୍ଯ୍ୟକାରୀ ସଭାନେତ୍ରୀ
ଭୁବନେଶ୍ୱର: ଗତକିଛି ଦିନଧରି ବିଜୁ ମହିଳା ଜନତା ଦଳ ସ୍ଥାଣୁ ହୋଇ ପଡିଥିବା ବେଳେ ଆଜି ମହିଳା ସଙ୍ଗଠନରେ ବଡଧରଣର ପରିବର୍ତ୍ତନ ଆଣିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ | ଦୀର୍ଘଦିନ ଧରି ମହିଳା ସଭାପତି…
କହିଁପେ ନୀଗାହେ କହିଁପେ ନିଶାନା : ମେକ୍ ଇନ୍ ଓଡିଶା ନାଁରେ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ ଅସଲ ଉଦ୍ଦେଶ୍ୟ :…
ଭୁବନେଶ୍ୱର – ମେକ୍ ଇନ୍ ଓଡିଶା କନକ୍ଳେଭ ନାଁରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମଟି ହେଲା ବିଗତ ସାଢେ ଅଠର ବର୍ଷରେ ଶିଳ୍ପାୟନରେ ବିଫଳତାକୁ ଲୁଚାଇବା, ଦ୍ୱିତୀୟରେ ନିର୍ବାଚନ ପୂର୍ବରୁ ଏହି ଉତ୍ସବ ଆଳରେ ଶିଳ୍ପପତିଙ୍କ ଠାରୁ…
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିମୁଦ୍ରୀକରଣର ଦୁଇବର୍ଷ ପୁର୍ତ୍ତି ଅବସରରେ କଳା ଦିବସ ପାଳିତ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ କେନ୍ଦ୍ରର ଭାଜପା ସରକାରଙ୍କ ବିମୁଦ୍ରୀକରଣର ୨ବର୍ଷ ପୁର୍ତ୍ତି ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହାକୁ ବିରୋଧ କରାଯାଇ କଳା ଦିବସ ରୁପେ ପାଳନ କରାଯାଇଛି ।…
ନୋଟବନ୍ଦୀ ଧକ୍କାରୁ ଦେଶ ଉଭୁରି ପାରୁନାହିଁ – ସମରେନ୍ଦ୍ର
ବିମୁଦ୍ରାୟନ ଦୁଇ ବର୍ଷ ପୁର୍ତ୍ତରେ କଂଗ୍ରେସର କଳା ଦିବସ ପାଳନ
ବଲାଙ୍ଗିର,(ନିରୋଜ ମିଶ୍ର) - ଆଜିଠୁ ଠିକ୍ ଦୁଇ ବର୍ଷ ପୂର୍ବେ ଦେଶର ପ୍ରଧାନମନ୍ତ୍ରୀ ଏକତରଫା ଭାବେ ନୋଟବନ୍ଦୀ ଘୋଷଣା କରିଥିଲେ । ତାଙ୍କର ଏହି ଘୋଷଣା ସେହି ସମୟରେ ଦେଶ ଆବାଳ, ବୃଦ୍ଧ, ବନୀତା ଛୋଟ ରୁ ବଡ ବ୍ୟବସାୟୀ…
“କେନ୍ଦ୍ରସରକାରଙ୍କ ପିଏସୟୁ ସାମ୍ନାରେ ବିଜେଡ଼ିର ପ୍ରତିବାଦ କେବଳ ଡ୍ରାମା ବାଜି”
ନବୀନ ବାବୁ କହିବେ କି ରାଜ୍ୟସରକାରଙ୍କ ଅଧୀନରେ ଥିବା ପିଏସୟୁରେ କେତେ ପିଲା ନିଯୁକ୍ତି ପାଇଛନ୍ତି - ପୃଥ୍ୱୀରାଜ
ଭୁବନେଶ୍ୱର - ଶାସକ ବିଜେଡି କେନ୍ଦ୍ରସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ସାମ୍ନାରେ ବିରୋଧ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ ଉଦେ୍ଧଶ୍ୟ ପ୍ରଣୋଦିତ । କେନ୍ଦ୍ର ସରକାରଙ୍କ…
“କେନ୍ଦ୍ର ସରକାରଙ୍କ ଓଡ଼ିଶା ଯୁବ ଶକ୍ତିକୁ ପ୍ରତାରଣା ଓ ବିଶ୍ୱାସଘାତ କରିଛନ୍ତି”
କେନ୍ଦ୍ରୀୟ ପିଏସ୍ୟୁ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳର ବିକ୍ଷୋଭ
ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ପ୍ରତିବର୍ଷ ୨କୋଟି ଚାକିରି ଯୋଗାଇଦେବ । ଗତ ସାଢେ ଚାରିବର୍ଷ ମଧ୍ୟରେ ଭାରତବର୍ଷକୁ ବିଜେପି ଶାସିତ କେନ୍ଦ୍ର…
ବିମୁଦ୍ରାକରଣ କଳାଧନ ଫେରାଇ ଆଣିବାରେ ବିଫଳ ହୋଇଛି : ନିରଞ୍ଜନ
ଭୁବନେଶ୍ୱର(ଶାସକ ପ୍ରଶାସକ) - ରାତିଅଧିଆ ନିଷ୍ପତି ନେବାରେ ଓସ୍ତାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣକୁ ନଭେମ୍ବର ୮ ତାରିଖରେ ଦୁଇ ବର୍ଷ ପୂରଣ ହୋଇଛି । ୨୦୧୬ ନଭେମ୍ବର ୮ ତାରିଖ ରାତି ଅଧରେ ଏକଚାଟିଆ ନିଷ୍ପତି ନେଇ ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ…