Browsing Category

ରାଜନୀତି

ନବୀନବାବୁଙ୍କ ନେତୃତ୍ୱ ଓ ସୁଶାସନକୁ ଦେଶ ବିଦେଶରୁ ପ୍ରଶଂସା ମିଳିଚାଲିଛି  – ପ୍ରଣବ 

ଯାଜପୁରରେ  ବିଜେଡ଼ି ପ୍ରତିଷ୍ଠା  ଦିବସ ପାଳିତ ଯାଜପୁର(ଜୟଶଙ୍କର ଦାଶ/ ସୁବାସ ନାୟକ) -  ବିଜୁ ଜନତା ଦଳ ଗଠନପରେ ୧୯୯୯ ମହାବାତ୍ୟା ବେଳେ  ଆମ ରାଜକୋଷ ଶୂନ୍ୟ ଥିବା ବେଳେ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଭୁ ଜଗନ୍ନାଥ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରି ବସାଇଥିଲେ । ଏହାପରେ ଓଡ଼ିଶାର…

ଯାଜପୁର ବ୍ଲକରେ  କଂଗ୍ରେସ ତରଫରୁ କଳାଦିବସ ପାଳିତ

ଯାଜପୁର, (ଜୟଶଙ୍କର ଦାଶ)- ଯାଜପୁର ବ୍ଲକ୍ କଂଗ୍ରେସ ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ବିଜେଡ଼ି ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୁଦ୍ଧରେ  କଳାଦିବସ ପାଳନ କରାଯାଇଥିଲା । ବିଜେଡ଼ି ସରକାରଙ୍କ ଆମ ଗାଁ ଆମ ବିକାଶ ତଥା ପିଠା…

କଂଗ୍ରେସରେ ଯୋଗଦେଲେ ଯୁବନେତା ଅଜୟ ବାଲି ଓ କୈଳାସ ତାଣ୍ଡି

ଜାନୁୟାରୀ ୬ରେ ବିରାଟ ଚାଷୀ ଆନ୍ଦୋଳନ  - ନରସିଂହ ବଲାଙ୍ଗିର,(ନିରୋଜ ମିଶ୍ର)  - ସ୍ଥାନୀୟ ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ଦଳର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଜିଲ୍ଲା ତଥା ବ୍ଲକ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ମଧ୍ୟ ଅନୁଷ୍ଠିତ  ହୋଇଥିଲା । ଏହି ଅବସରରେ…

ଇସ୍ତଫା ଦେଲେ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀଙ୍କ ପ୍ରତିନିଧି 

   ଘୁ.ଉଦୟଗିରି/Gagan Pradhan  : ଘୁ.ଉଦୟଗିରି ବିଜ୍ଞପିତ ଅଞ୍ଚଳ ସଂସଦ ପ୍ରତିନିଧି ପଦରୁ ଇସ୍ତଫା ଦେଲେ କାଳୁ ଚରଣ ପଣ୍ଡା  | ବିଜେଡି ସଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ କାର୍ଯ୍ୟରେ ଅସନ୍ତୋଷ ଭୁଲତ କରି ତଥା ଘୁ ଉଦୟଗିରି ଏନଏସି ପ୍ରତି ଅବହେଳା ଯୋଗୁଁ ନିଜ ପଦରୁ ଇସ୍ତଫା ଦେବା ପାଇଁ…

ବଲାଙ୍ଗିରରେ ବିଜେଡି ପ୍ରତିଷ୍ଠା  ଦିବସ ପାଳିତ 

ବଲାଙ୍ଗିର/ନିରୋଜ ମିଶ୍ର - ସ୍ଥାନୀୟ ଟାଉନହଲ ଠାରେ  ବିଜେଡି ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓଙ୍କ ସଭାପତିତ୍ୱ ରେ ୨୧ତମ ବିଜେଡି ପ୍ରତିଷ୍ଠା ଦିବସ ସ୍ଥାନୀୟ ଟାଉନହଲ ଠାରେ  ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଯୋଗଦେଇ ବିଜେଡି…

ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ପାଳିତ 

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ବିଜେଡି ପକ୍ଷରୁ ୨୧ତମ ପ୍ରତିଷ୍ଠା  ଦିବସ ବାରିପଦା ସ୍ଥାନୀୟ ବିଜୁ ଭବନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ପ୍ରାରମ୍ଭରେ ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଜେଡି ଜିଲ୍ଲା ସଭାପତି ତଥା ମୋରଡା ବିଧାୟକ…

ଶାନ୍ତି ମୈତ୍ରୀ ପ୍ରଗତି ଦ୍ୱାରା ସମ୍ଭବ ହୋଇଛି ବିକାଶ : ଡ. ଅରୁଣ

ଓଡଗାଁରେ ନିର୍ବାଚନ ମଣ୍ଡଳି ସ୍ତରୀୟ ବିଜେଡି ପ୍ରତିଷ୍ଠା  ଦିବସ ପାଳିତ  ଓଡ଼ଗାଁ, ( ଶ୍ରୀକାନ୍ତ କୁମାର ମିଶ୍ର ): ଶାନ୍ତି ମୈତ୍ରୀ ପ୍ରଗତି ଦ୍ୱାରା ଦ୍ୱାରା ସମ୍ଭବ ହୋଇଛି ବିକାଶ । ଏହି ମୂଳମନ୍ତ୍ରକୁ ଆଧାର କରି ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ବିଜୁ ଜନତା ଦଳ ଦୀର୍ଘ ୨୧ବର୍ଷ…

ଗୁଣୁପୁରରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗୁଣପୁର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନୁଆ ବସ ଷ୍ଟାଣ୍ଡ ଠାରେ ଅବସ୍ଥିତ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତିରେ ଗୁଣପୁର ବିଧାୟକ ଶ୍ରୀ…

ବଡ଼ବିଲ ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ

ବଡ଼ବିଲ:  ବଡ଼ବିଲ ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବଡ଼ବିଲ ବିଜେଡି ନଗର କମିଟି ପକ୍ଷରୁ ଆଜି ପ୍ରତ୍ୟୁଷରେ କଳିଙ୍ଗନଗର ସ୍ଥିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଜୁ ଜନତା ଦଳ ଓଡ଼ିଶାର ବିକାଶଧାରାକୁ ବଜାୟ…

ଯୁବ କଂଗ୍ରେସର ପ୍ରଚାର ରଥ ଉପରେ ବିଜେପିର ଗୁଣ୍ଡାଙ୍କ ଦ୍ୱାରା ଆକ୍ରମଣର ଉଚିତ୍ ଜବାବ ଦିଆଯିବ – ଯୁବ କଂଗ୍ରେସ 

ଭୁବନେଶ୍ୱର:  କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ଅଖିଳ ଭାରତୀୟ ଯୁବ କଂଗ୍ରେସ ତରଫରୁ ଯେଉଁ ଯୁବ କ୍ରାନ୍ତି ଯାତ୍ରା ଚାଲିଛି ଯୁବକମାନଙ୍କର ହକ୍ ପାଇଁ ନରେନ୍ଦ୍ର ମୋଦି ସରକାର ଯେଉଁ ସାଢେ଼ ଚାରି ବର୍ଷ ମିଛ କଥା କହି ଯୁବକମାନଙ୍କୁ ପ୍ରତାରଣା କରିଛନ୍ତି ତାର ବିରୁଦ୍ଧରେ । କାଲି ଏହି…