Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ : କଂଗ୍ରେସ
ଭଦ୍ରକରେ କଂଗ୍ରେସ ପକ୍ଷରୁ ମହିଳା ସମ୍ମାନ ସମାବେଶ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟରେ ଶାସନ ଗାଦିରେ ଥିବା ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ । ବିଗତ ୧୮ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟରେ ନାାରୀ ନିର୍ଯ୍ୟାତନା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ନାରୀ…
ବାଟ ହୁଡ଼ା ଗୁଣପୁର ଥେରୁବାଲି ରେଳପଥର ସଂଯୋଗୀକରଣ : ସାଂସଦ କଥା ଦେଇ ଭୁଲିଗଲେ, ଏବେ ଲୋକ କରିବେ ହିସାବ
ଗୁଣୁପୁରରୁ ସିଦ୍ଧାର୍ଥ ଦାଶ : ଏନ୍ ଭାସ୍କର ରାଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଦକ୍ଷିଣ ଓଡିଶା ବାସୀଙ୍କୁ ଦେଇଥିବା ପ୍ରତିଶୃତି ମଧ୍ୟରୁ ଏକ ପ୍ରମୁଖ ପ୍ରତିଶୃତି ଥିଲା ଗୁଣପୁର ଥେରୁବାଲି ରେଳ ପଥର ସଂଯୋଗୀକରଣ; ଯାହାର ଶବଦ ବର୍ତ୍ତମାନ ଯାଏଁ ଶୁଭା ଯାଉନାହିଁ। କେନ୍ଦ୍ର…
ସେବାୟତଙ୍କ ପାଖରେ ସରକାର ଆତ୍ମ ସମର୍ପଣ କରିଛନ୍ତି – କଂଗ୍ରେସ
ଭୁବନେଶ୍ୱର - ଗତ ଗୁରୁବାର ଶ୍ରୀମନ୍ଦିର ସେବାୟତ ଏବଂ ପୋଲିସ ବିବାଦକୁ ଆଧାର କରି ସେବାୟତମାନେ ଯେଭଳି ଭାବେ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କଲେ ଏହାକୁ ସମାଧାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୧୨ ଘଂଟା ସମୟ ଲାଗିଲା । ଅର୍ଥାତ୍ ୧୨ ଘଂଟା କାଳ ଖାଡା ଓପାସ ରହିଲେ ପ୍ରଭୁ…
ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ ବିଧାୟକ ପ୍ରଦୀପ ପୁରୋହିତ
ଭୁବନେଶ୍ୱର - ବରଗଡ ଜିଲ୍ଲାର ପଦ୍ମପୁର ସବଡିଭିଜନ୍ କୁ ଜିଲ୍ଲାରେ ପରିଣତ କରିବାପାଇଁ ବିଜେପି ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାପରେ ଶ୍ରୀ ପୁରୋହିତ କହିଛନ୍ତି ଯେ ରାଜ୍ୟ ସରକାର ଆଉ କେତୋଟି ନୂଆ ଜିଲ୍ଲା…
ଆସନ୍ତା ମାସରେ ରାଜଧାନୀରେ ବିଜେଡି କରିବ ବିଶାଳ ଦଳିତ ସମାବେଶ
ଭୁବନେଶ୍ୱର,: ଅନୁସୂଚିତ ଜାତିର ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ଆସନ୍ତା ମାସରେ ବିଜୁ ଜନତା ଦଳ ଅନୁସୂଚିତ ଜାତି ତରଫରୁ ଭୁବନେଶ୍ୱରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ୍ର ଦ୍ୱିତୀୟ…
ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ : ହରିଆନାରେ ନ୍ୟାସନାଲ୍ ଲୋକ ଦଳ ନେତା ଅଭୟ ଚୌତାଲାଙ୍କୁ ଭେଟିଲା…
ଭୁବନେଶ୍ୱର(ମାନସୀ ମିଶ୍ର) : ମହିଳା ମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସମର୍ଥନ ଲୋଡ଼ିବା ପାଇଁ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ହରିଆନାରେ ଇଣ୍ଡିଆନ୍ ନ୍ୟାସନାଲ୍ ଲୋକ ଦଳକୁ ଭେଟିଥିଲେ । ବିଜେଡି ତରଫରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର ମହାନ୍ତି,…
ଭଦ୍ରକ ବିଧାନସଭା କ୍ଷେତ୍ରରେ ଶୁଭାରମ୍ଭ ହେଲା ‘ଜବାବ ମାଗୁଛି ଓଡିଶା’ ରଥ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ ): ‘ଜବାବ ମାଗୁଛି ଓଡିଶା’ ରଥ ବିଜେପି ଯୁବମୋର୍ଚ୍ଚା ତରଫରୁ ଭଦ୍ରକ ବିଧାନସଭା କ୍ଷେତ୍ରରେ ଶୁଭାରମ୍ଭ କରାଯାଇଛି । ରାଜ୍ୟର ନବୀନ ସରକାର ବିଗତ ୧୯ ବର୍ଷ ଧରି ଶାସନ କ୍ଷମତାରେ ରହି ଓଡିଶାର ୪ କୋଟି ୫୦ଲକ୍ଷ ଅଧିବାସୀଙ୍କୁ ଭୁଆଁ ବୁଲାଇ ଚାଲିଛି । ଯାହାର ହିସାବ…
ମନୋଜ ଜେନା ଓଡ଼ିଶା କଂଗ୍ରେସ ସେବାଦଳର କାର୍ଯ୍ୟକାରୀ ମୁଖ୍ୟ ସଂଗଠକ
ଭୁବନେଶ୍ୱର (ମାନସୀ ମିଶ୍ର) ଭାରତୀୟ ଜାତୀୟ କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ଦଳକୁ ଅଧିକ ମଜବୁତ, ଲୋକାଭିମୁଖି ଓ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ଅଖିଳ ଭାରତ କଂଗ୍ରେସ ସେବାଦଳର ରାଷ୍ଟ୍ରୀୟ ମୁଖ୍ୟ ସଂଗଠକ…
ବିଜେପି ପକ୍ଷରୁ “ଜବାବ ମାଗୁଛି ଓଡିଶା”ର ପ୍ରଚାର ରଥର ଶୁଭାରମ୍ଭ
ବାଲେଶ୍ୱର(ଉଜ୍ଜ୍ୱଳ କର): ବିଜେଡି ସରକାରଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ବାଲେଶ୍ୱର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ପରମିଟ୍ ପଡିଆଠାରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି…
ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ : ସଂଗଠିତ ହୋଇ ନବୀନ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକ୍ରମ ତୃଣମୁଳ ସ୍ତରରେ…
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡି ପଡିଆଠାରେ ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ଜନତାଦଳର ୨୧ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବିଜେଡିର ଜିଲ୍ଲାସ୍ତରୀୟ ନେତା ଓ କର୍ମୀ ମାନେ ହାଇସ୍କୁଲ ଛକ ଠାରେ…