Browsing Category

ରାଜନୀତି

ସରକାରୀ ଚାକିରୀରେ ମ୍ୟାଚ୍ ଫିକ୍ସିଂ କରିଛନ୍ତି ସରକାର, ଚାକିରୀ ଆଶାୟୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ସରକାର

ଭୁବନେଶ୍ୱର – ସରକାରୀ ଚାକିରୀକୁ ନେଇ ଓଡିଶା ସରକାରଙ୍କର ପ୍ରୀୟା, ପ୍ରୀତି, ତୋଷଣ ନୀତିକୁ ସମାଲୋଚନା କରିଛି କଂଗ୍ରେସ । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ସରକାରୀ ଚାକିରୀକୁ ନେଇ ଓଡିଶା ସରକାର ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ…

ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପ୍ରସଙ୍ଗ : ଦେବେଗୌଡ଼ା ଦେଲେ ସମର୍ଥନର ପ୍ରତିଶ୍ରୁତି 

ଭୁବନେଶ୍ୱର : ବିଜେଡିର ପ୍ରତିନିଧି ଦଳ ଆଜି ଜନତା ଦଳ (ଏସ୍‍)ସଭାପତିଙ୍କୁ ଭେଟିଥିଲେ । ବିଜେଡି ତରଫରୁ ସାଂସଦ ଶ୍ରୀ ନଗେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ରବୀନ୍ଦ୍ର କୁମାର ଜେନା ଜନତା ଦଳ (ଏସ୍‍) ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍‍.ଡି. ଦେବେଗୌଡ଼ାଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ…

ମାଟି ମା ମୟୁରଭଞ୍ଜ ର ସ୍ୱାର୍ଥ ରକ୍ଷା ପାଇଁ ସଂଗ୍ରାମ ଡାକରା ଦେଲା ଜେଏମଏମ ଯୁବ ଶାଖା 

ବାରିପଦା/ଦିଲ୍ଲୀପ ମହାନ୍ତି : ଆଜି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ପଠୁରି ଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ,ଯୁବ ଶାଖା ଏକ ବିଶାଳ ଯୁବ ସମାବେଶ ଆୟୋଜନ କରି ଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମୟୁରଭଞ୍ଜ ପ୍ରତି ବୈମାତୃକ ମନୋଭାବ ବିରୋଧ ରେ ଏହି ବିଶାଳ…

ଲୋକସମ୍ପର୍କ ଅଭିଯାନକୁ ବ୍ୟାପକ କଲେ ସ୍ୱାଧିନ ବିଧାୟକ ପ୍ରାର୍ଥୀ ରାଜୁ ଘିବେଲା 

ପଦ୍ମପୁର/ନିଳ ଦୀପ- ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପଦ୍ମପୁର ଅଂଚଳରେ ବିଭିନ୍ନ ରାଜନୈତିକ ଦଳ ମାନେ ନିଜର ସମର୍ଥକ ମାନଙ୍କୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ବୈଠକ ଓ ପ୍ରଚାର ପ୍ରସାର କରିବାରେ ଲାଗିପଡିଛନ୍ତି ।  ଏଥିରୁ ବାଡ଼ ପଡ଼ିନାହାନ୍ତି ପଦ୍ମପୁର ଅଂଚଳର ଜଣାଶୁଣା ଯୁବ…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ :ମହାମେଂଟରେ ସାମିଲ ହେବନି ବିଜେଡି

ଭୁବନେଶ୍ୱର - କଂଗ୍ରେସ ଓ ବିଜେପି ବିରୁଦ୍ଧରେ ତୃତୀୟ ବିକଳ୍ପ ପାଇଁ ବିଜେଡି କୌଣସି ମହାଗଠବନ୍ଧନରେ ସାମିଲ ହେବ ନାହିଁ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ  କଂଗ୍ରେସ ଓ ବିଜେପିଠାରୁ…

ର୍ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ : ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ ଟିଏମସି ସାଂସଦ…

ନୂଆଦିଲ୍ଲୀ/ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବୁଧବାର ନୂଆଦିଲ୍ଲୀ ଠାରେ ପଶ୍ଟିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସୌମିତ୍ର ଖାନ୍ ଏବଂ ତାଙ୍କର ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି…

ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ, ନୀତିଶ କହିଲେ ସ୍ୱାଗତଯୋଗ୍ୟ ପଦକ୍ଷେପ 

ଭୁବନେଶ୍ୱର :ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ମିଶନ ପାଇଁ ସମର୍ଥନ ଯୋଗାଡ କ୍ରମରେ  ବିଜେଡି ତରଫରୁ ସାଂସଦ ଶ୍ରୀ ନଗେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ରବୀନ୍ଦ୍ର କୁମାର ଜେନା ଜନତା ଦଳ (ୟୁ) ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କୁ ପାଟନାସ୍ଥିତ ତାଙ୍କ ବାସଭବନରେ ଭେଟି…

ଆମେ ପ୍ରତିଶ୍ରୁତି ଦେଉ ଓ ଏହା ପୂରଣ କରୁ : ନବୀନ 

ଚାଷୀଙ୍କ ହକ ପାଇଁ ଦିଲ୍ଲୀରେ ଗରଜିଲେ  ନବୀନ  ନୂଆଦିଲ୍ଲୀ: ଖାଦ୍ୟ ଶସ୍ୟର ସର୍ବନିମ୍ନ  ସହାୟକ ମୂଲ୍ୟ ସ୍ଥିର କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ସ୍ୱାମୀନାଥନ୍‍ କମିଟିର ରିପୋର୍ଟକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ତା’ର ଦାୟିତ୍ୱରୁ ଖସି ଯାଇପାରିବ…

ଲୁଚିଛି ନା ଗୋଡ ଦୁଇଟା ଦିଶୁଛି :ଚାପରୁ ମୁକୁଳିବା ସହ ମୁହଁ ଲୁଚାଇବା ପାଇଁ ଦିଲ୍ଲୀରେ ସୁଆଙ୍ଗ -ଧର୍ମେନ୍ଦ୍ର 

 • କାହିଁକି ମଣ୍ଡି ଖୋଲିଲାନାହିଁ, କାହିଁକି କେନ୍ଦ୍ର ସରକାର ଦେଉଥିବା ୧୭୫୦ ଟଙ୍କା ଚାଷୀ ପାଉନାହାନ୍ତି ଏ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ • ଚଳିତବର୍ଷ ଇଲେକସନର ବର୍ଷ ହୋଇଥିବା ହେତୁ, ବିଜେଡି ଦଳ ନିଜର ପାଣ୍ଠି ସଂଗ୍ରହ ପାଇଁ ମିଲ୍ ମାଲିକଙ୍କ ସହ ମଧୁଚନ୍ଦ୍ରିକା ରହିଛି •…

ମହାରଥୀଙ୍କ ବିଦାୟ ପରେ ବିଜେପି ଆଗରେ ପ୍ରଶ୍ନ : ମହାରଥୀ ଗଲେ, ପାଙ୍ଗି କଣ ତୁଳସୀ 

ଗୁଣୁପୁର(ସିଦ୍ଧାର୍ଥ ଦାଶ) :  ପିପିଲି ପୀଡିତା ଘଟଣାରେ ବିବାଦୀୟ ବୟାନ ଦେଇ ମନ୍ତ୍ରୀପଦ ହରାଇଛନ୍ତି ପ୍ରଦୀପ ମହାରଥୀ ।  ଆଉ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ସରକାରଙ୍କ ଉପରେ ଅଧିକ ଚାପ ପକାଇଥିଲା ବିଜେପି ।  ଗୋଟିଏ ପଟେ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ପିପିଲି ପୀଡିତା…