Browsing Category

ରାଜନୀତି

ଭୋଟ କୁ ଦୃଷ୍ଟିରେ ରଖି ଜିଲ୍ଲା ଭାଜପାର ସଜବାଜ : ସାଂଗଠନିକ ସ୍ଥିତି ମଜଭୁତ କରିବା ଉପରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଜିଲ୍ଲା ଭାଜପା ପକ୍ଷରୁ ଦଳିୟ ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସହ ତୃଣମୁଳ ସ୍ତରରେ କେନ୍ଦ୍ରୀୟ ଯୋଜନାଗୁଡିକ ଉପରେ ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କ ଆସ୍ତାଭାଜନ ହୋଇ ଦଳିୟ ବିଧାୟକ…

ଏମ୍କେସିଜି ମେଡିକାଲରେ ଦାରିଂବାଡ଼ି ପୀଡିତାଙ୍କୁ ଭେଟିଲେ  ମହିଳା କଂଗ୍ରେସ ପ୍ରତିନିଧି ଦଳ 

ବ୍ରହ୍ମପୁର/ଭୁବନେଶ୍ୱର - ଦାରିଂବାଡ଼ିର ସେବାଶ୍ରମର ପ୍ରସବ କରିଥିବା ଅଷ୍ଟମ ଶ୍ରେଣୀର ନାବାଳିକାକୁ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଏକ ପ୍ରତିନିଧି ଦଳ ଏମ୍କେସିଜି ହସ୍ପିଟାଲରେ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ଆଇଜିଙ୍କୁ ଏକ…

ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଆଗମନ ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି : ନିରଞ୍ଜନ 

ପ୍ରଧାନମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ୫ଟି ପ୍ରଶ୍ନ  ଭୁବନେଶ୍ୱର .-ନମ୍ବର ଏକ ...  ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ୱାମୀନାଥନ କମିଟି ସୁପାରିଶକୁ କାହିଁକି ଲାଗୁ କଲେ ନାହିଁ?  ନମ୍ବର ଦୁଇ  .ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟି…

କଂଗ୍ରେସ ଦଳର ଲୋକାଭିମୁଖି ଇସ୍ତାହାର website ଲୋକାର୍ପଣ

ଭୁବନେଶ୍ୱର ତା ୧୪.୧- ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାର website  www.congressmyvoice.com  ର ଲୋକାର୍ପଣ କରିଥିଲେ । କଂଗ୍ରେସ ଦଳର ଇସ୍ତାହାର ଲୋକମାନଙ୍କର ଇସ୍ତାହାର ହେଉ ଓ ଓଡ଼ିଶାବାସୀଙ୍କ ମତାମତକୁ ଯଥା…

ଶତାଧିକ ଦଳିତ ମହିଳା ଯୁବକ ଓ ବୁଦ୍ଧିଜୀବିଙ୍କ କଂଗ୍ରେସର ଯୋଗଦାନ

ଭୁବନେଶ୍ୱର - ନିଆଳି ନିର୍ବାଚନ ମଣ୍ଡଳୀର ଦଳିତ ମହିଳା ଯୁବକ, ଅବସରପ୍ରାପ୍ତ କର୍ମଚାରୀ  କଂଗ୍ରେସରେ ଯୋଗଦେଇଛନ୍ତି । ପୂର୍ବତନ ବିଜେଡ଼ି ଜିଲା ପରିଷଦ ସଭ୍ୟା ମମତା ଭୋଇ, ମୂରଲୀଧର ଦାସ, ସୁକାନ୍ତ ତିହାଡ଼ି, ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ସଚିଦାନନ୍ଦ ପରିଛା, ବିନୋଦ ଭୋଇ, ଚନ୍ଦ୍ରମଣୀ ରାଉତ,…

‘ମହିଳାଙ୍କ ବିକାଶ ପାଇଁ ବିଜୁ ଜନତା ଦଳ ସଂକଳ୍ପବଦ୍ଧ’

ନରସିଂହପୁର ବିଜୁ ମହିଳା ଜନତା ଦଳର ବିଶାଳ ସମାବେଶ ଭୁବନେଶ୍ୱର,: କଟକ ଜିଲ୍ଲାର ନରସିଂହପୁର ଠାରେ ବିଜୁ ଜନତା ଦଳର ପ୍ରାୟ ୧୪ ହଜାରରୁ ଊଦ୍ଧ୍ୱର୍ ମହିଳାଙ୍କ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଜନା ଓ ସମନ୍ୱୟ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ସ୍ଥାନୀୟ…

 ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା 

ବଲାଙ୍ଗିର/Niroj Mishra -   ବଲାଙ୍ଗିର ଜିଲ୍ଲା  ବିଜୁ  ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ବିଜୁ ଯୁବ ଜନଦା ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ନାମ  ଆନୁଷ୍ଠାନିକ  ଭାବରେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ…

ମୂଳରୁ ….ନାହିଁ, ପୁଅ ନା ଗୋପାଳିଆ 

ଚାରା ନଥିଲା ଯେତେବେଳେ ଗଛ କଟା ହେଲା କେଉଁଠି ?  ଭୁବନେଶ୍ବର : ଢେଙ୍କାନାଳ ବିୟର ଫାକ୍ଟ୍ରି ପାଇଁ ହଜାର ହଜାର ଗଛକତାକୁ ନେଇ ଉତ୍ତେଜନା ହେବ ପରେ ରାଜ୍ୟ ସରକାର ସେଥିରୁ ବିରାଟ ରହିବା ପରେ ଏବେ ବିବାଦକୁ ଆସିଛି ଆଉ ଏକ ଗଛକାଟ ପ୍ରସଙ୍ଗ | ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ପାଇଁ…

 ‘ସମଦୂରତ୍ୱ’ ହେଉ କି ‘ସମ ପ୍ରୀତି ’

 ନବୀନଙ୍କ ଭାଗ୍ୟବଳ ହେଉ କି କାମର ଫଳ, ଝୁଲି ରହିଛନ୍ତି ଦୁଇଟି ଦଳ  ଭୁବନେଶ୍ୱର(ମାନସୀ ମିଶ୍ର) ଯିଏ ଯାହା ମାନନ୍ତୁ ନମାନନ୍ତୁ, ହେଲେ ଜାତୀୟ ରାଜନୀତିରେ ଏବେ ଅପର ହାଣ୍ଡରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ରାଜନୀତି ଯେଉଁଭଳି ଭାବେ ଗୋଳିଆ ହେଉଛି ସେଥିରେ କଙ୍କଡାକୁ ଗୋଳି…

ରାଗରେ ଉଠି ଆସିଲେ ନରସିଂହ

ବଲାଙ୍ଗୀର/ନିରୋଜ ମିଶ୍ର :  "ନବୀନ ସରକାର ଶାସରକାରୀ କାର୍ଯ୍ୟକ୍ରମରେ ଚାଲିଛି ବିଜୁ ଜନତା ଦଳର ବେଧଡକ ପ୍ରଚାର ପ୍ରସାର । ସମ୍ମିଳନୀ କକ୍ଷରେ ଦିଆ ଯାଉଛି ବିଜେଡି ସପକ୍ଷରେ ନାରା ।" ଏଭଳି ଅଭିଯୋଗ କରିବା ସହ ତାକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ପରିସ୍ଥିତି ଅସହ୍ୟ…