Browsing Category

ରାଜନୀତି

 କାକତାଳୀୟ ହେଲେ ବି  କାରଣ ସୌମ୍ୟରଂଜନ, ନିଷ୍କଣ୍ଟକ ନିରଞ୍ଜନ 

 ପୁରୁଣା ହିସାଵ କଲେ ଦଫା ରଫା, ଶ୍ରୀକାନ୍ତ-କୃଷ୍ଣଚନ୍ଦ୍ର ସଫା ପ୍ରଥମେ ନବ ଦାସ, ତାପରେ ଯୋଗେଶ, ଆଉ ତାପରେ ପଡ଼ିଲା ଡବଲ ଉଇକେଟ | ନିରଞ୍ଜନ ପଟ୍ଟନାୟକଙ୍କ ପରମ ବିରୋଧୀ ଓ ସମାଲୋଚକ ଭାବେ ଜଣାଶୁଣା ଶ୍ରୀକାନ୍ତ ଓ କୃଷ୍ଣ ସାଗରିଆ କଂଗ୍ରେସରୁ ହେଲେ ବହିସ୍କୃତ | ନିରଞ୍ଜନଙ୍କ ପରୋକ୍ଷ ପ୍ରସାଦ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲାଲ ଚୁଡ଼ି ପଠାଇଲା ବିଜେପି 

 ବାଲେଶ୍ୱର(ଉଜ୍ଜ୍ୱଳ କର): ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ନବୀନ ସରକାର କଥା କେବଳ ପାଣିର ଗାର ସଦୃଶ । ଆଜିବି ସାଧାରଣ ଘରର ମହିଳା ଅସୁରକ୍ଷିତ ମନେ କରୁଛି । ଓଡିଶାରେ ୮ ବର୍ଷର କନ୍ୟା ଠାରୁ ୬୦ ବର୍ଷର ବୟଷ୍କ ମହିଳା ପର୍ଯ୍ୟନ୍ତ ସୁରକ୍ଷିତ ନାହାନ୍ତିି । ମାଧବୀଲତା ଠାରୁ ଆରମ୍ଭ କରି…

ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

 ବାଲେଶ୍ୱର(ଉଜ୍ଜ୍ୱଳ କର)): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ଦାରିଙ୍ଗି ବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ଓ ପରେ ପରେ ନବଜାତ ଶିଶୁର ମୃତ୍ୟୁ ଓଡିଶା ପାଇଁ ଏକ କଳଙ୍କିତ ଅଧ୍ୟାୟ ବୋଲି ପ୍ରକାଶ କରି ଆଦିବାସୀ କଲ୍ୟାଣ, ମହିଳା…

୮ମ ଶ୍ରେଣୀ ଛାତ୍ରୀର ସନ୍ତାନ ପ୍ରସବ ପ୍ରତିବାଦରେ ଦୁଇ ମନ୍ତ୍ରୀଙ୍କ  ଇସ୍ତଫା ଦାବି କଲା ମହିଳା କଂଗ୍ରେସ

ବାରିପଦା(ଦିଲ୍ଲୀପ ମହାନ୍ତି )- ଦାରିଙ୍ଗିବାଡ଼ି ଅଞ୍ଚଳରେ ଏକ ନାବାଳିକା ତଥା ଅବିବାହିତା ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଓ ପରବର୍ତ୍ତି ସମୟରେ ନବଜାତ ଶିଶୁର ମୃତୁ୍ୟ ଓଡ଼ିଶା ନିମନ୍ତେ ଏକ କଳଙ୍କିତ ଅଧ୍ୟାୟ ବୋଲି କହିଛି ମୟୂରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ । ଆଜି ଓଡ଼ିଶା ପ୍ରଦେଶ…

ଏ.ଏସ୍.ଓ. ନିଯୁକ୍ତି ଘୋଟାଲା – ନୀତି ନିୟମକୁ ସିଧାସଳଖ ଉଲ୍ଲଙ୍ଘନ

ଦୃଷ୍ଟିହୀନ ଓ ଦିବ୍ୟାଙ୍ଗଙ୍କୁ ଓଡିଶା ଲୋକସେବା ଆୟୋଗ (ଏ.ଏସ୍.ଓ) ପରୀକ୍ଷାରେ ଅନୁବାଦକ ଦେବାକୁ ଦାବି କଲା କଂଗ୍ରେସ ଭୁବନେଶ୍ୱର – ଆସନ୍ତା ୨୦.୧.୨୦୧୯ ତାରିଖରେ  ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏ.ଏସ୍.ଓ. ପରୀକ୍ଷାକୁ ନେଇ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି…

ମାଆ ଭଉଣୀଙ୍କୁ ସମ୍ମାନ ସରକାରର ଏକ ଫମ୍ପା ସ୍ଲୋଗାନ – ନରସିଂହ

ବଲାଙ୍ଗିର (ନିରୋଜ ମିଶ୍ର) ରାଜ୍ୟ ସରକାରର କଥା ଅଲଗା କାମ ଅଲଗା । ରାଜ୍ୟରେ ପ୍ରତ୍ୟେକ ଦିନ ଧିରେ ଧିରେ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି । ନିର୍ଯ୍ୟାତନା ତୁଳନାରେ ନିର୍ଯ୍ୟାତିତାଙ୍କୁ ନ୍ୟାୟ ମିଳିବାର ଅନୁପାତ ଅତି ନଗନ୍ୟ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ଏହି…

ବିଜେପିରେ ଦାୟିତ୍ୱ ବଂଟନ : ଗୋଲକଙ୍କୁ  ଗଣମାଧ୍ୟମ, ଲେଖାଶ୍ରୀଙ୍କୁ ସୋସିଆଲ ମିଡ଼ିଆ 

- କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ ସମ୍ପର୍କ ବିଭାଗର ମୁଖ୍ୟ ହେଲେ ଅପରାଜିତା ଷଡ଼ଙ୍ଗୀ - ଆଇନ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ପିତାମ୍ବର ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଭୁବନେଶ୍ୱର -ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ପାର୍ଟିର ବିଭିନ୍ନ…

ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ୱର – ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ବିଧାନ ସଭା ଓ ଜିଲ୍ଲା ସ୍ତରୀୟ ସୋସିଆଲ ମିଡ଼ିଆ କର୍ମକର୍ତାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ  ହୋଇଥିଲା । ଏହାର ଅଧ୍ୟକ୍ଷତା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି କରିଥିଲେ ଏବଂ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ…

ବ୍ୟବସ୍ଥା ଓ ନେତୃତ୍ୱ ପ୍ରତି ଅନାସ୍ଥା: ନବୀନଙ୍କ ପ୍ରତି ଆସ୍ଥା

ଧର୍ମଶାଳାରେ ଗରୀବ କଲ୍ୟାଣ ଯୋଜନା ବାଟବଣା ନେଇ ଆନେ୍ଦାଳନ ତେଜିଲା  ଯାଜପୁର,(ଜୟଶଙ୍କର ଦାଶ ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ବିଭିନ୍ନ ପଂଚାୟତରେ ଗରୀବ କଲ୍ୟାଣ ଯୋଜନା ବାଟବଣା ହେବାନେଇ ଆନେ୍ଦାଳନ ବିସ୍ପୋରକ ମୋଡ ନେଇଛି । ହେଲେ ଏହି ଅସନ୍ତୋଷ ବ୍ୟବସ୍ଥା ଏବଂ ନେତୃତ୍ୱ ବିରୋଧରେ…

“ବିରୋଧୀ ଦଳମାନେ ଔଷଧ ବିକଳରେ ତାଟିଆ ନକାମୁଡ଼ି ଏ ପ୍ରକାର ଶସ୍ତା ରାଜନୀତିରୁ ନିଜକୁ ନିବୃତ୍ତ ରୁହନ୍ତୁ…

ଭୁବନେଶ୍ୱର : ରାଜ୍ୟର କଣ୍ଟିଜେନ୍ସି ଫଣ୍ଡରୁ କାଳିଆ ଯୋଜନାରେ ଅର୍ଥ ଖର୍ଚ୍ଚ କରାଯାଇଥିବାରୁ ବିଜେପି ଓ କଂଗ୍ରେସ ଯେପରି ଏହାକୁ ବିରୋଧ କରିଛନ୍ତି, ତଦ୍ଧ୍ୱାରା ଏହି ଦୁଇ ରାଜନୈତିକ ଦଳ ଓଡ଼ିଶାର ଚାଷୀକୁଳଙ୍କୁ ବିରୋଧ କରୁଥିବା ମନୋଭାବ ପଦାରେ ପଡିଛି । ରାଜ୍ୟ ସରକାର ଓଡ଼ିଶାର ୯୨% ଚାଷୀଙ୍କୁ…