Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଚିତ୍ରକୋଣ୍ଡାରେ ବିଜେଡି ଶକ୍ତିଶାଳୀ, କଂଗ୍ରେସ ପାଦ ତଳୁ ଅତଡ଼ା ଖସୁଛି
କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଖଇରାପୁଟ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା
ଭୁବନେଶ୍ୱର :ଆଜି ବିଧାୟକ ଶ୍ରୀ ଡମ୍ବରୁ ଶିଶାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଖଇରପୁଟ ବ୍ଲକ ଅଧ୍ୟକ୍ଷା କଂଗ୍ରେସର ଶ୍ରୀମତୀ କୁମୁଦିନୀ କିର୍ସାନୀ, ଉପାଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଭତ୍ରା,…
ଖଡ଼ିଆଲ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ଶୋଭାଯାତ୍ରା |
ନୂଆପଡା ସିନାପାଲିରୁ ନିରାକାର ମେହେର: ସାଧାରଣ ନିର୍ବାଚନ ନିକଟରେ ହେଉଥିବା ବେଳେ ରାଜନୈତିକ ଦଳ ଗୁଡିକୁ ପକ୍ଷରୁ ତତ୍ପରତା ପ୍ରକାଶ ପାଉଥିବା ଦେଖାଯାଇଛି | ବିଜେଡି ସମତେ ଅନ୍ୟାନ୍ୟ ଦଳ ଗୁଡିକୁ ବିଭିନ୍ନ ସଭାସମିତି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡି ଥିବା ବେଳେ ଆଜି…
ବାଲିଆପାଳରେ ଅନ୍ୟଦଳରୁ ବହୁ କର୍ମୀଙ୍କ ବିଜେଡିର ଯୋଗଦାନ
ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ନୟାବାଲି ଗାଁର ଅନ୍ୟ ଦଳରୁ ବହୁ ପୁରୁଖା ଓ ଯୁବ କର୍ମୀ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ବାଲେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ସମସ୍ତଙ୍କୁ ଦଳୀୟ ଉତ୍ତରୀୟ…
ବିଜେପିର ବିଜୟ ସଂକଳ୍ପ ଯାତ୍ରା
ବାଲେଶ୍ୱର(ଉଜ୍ଜ୍ୱଳ କର ): ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ବିଜୟ ସଂକଳ୍ପ ବାଇକ୍ ର୍ୟାଲିର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ହଜାର ହଜାର ବିଜେପି କର୍ମୀଙ୍କୁ ନେଇ…
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ସଂକଳ୍ପ ଯାତ୍ରା
ପଦ୍ମପୁର/ଶାସକପ୍ରଶାସକ-ସାରା ଭାରତ ବର୍ଷରେ ବିଜେପି ଦଳ ଦ୍ୱାରା ଯୋଉଁ ବିଜୟ ସଂକଳ୍ପ ଯାତ୍ରା ଆୟୋଜନ ହୋଇଥିଲା । ସେହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ବିଜୟ ସଂକଳ୍ପ ଯାତ୍ରା ଏକ ବାଇକ ରାଲି ପଣ୍ଡରିପାଣି ସାତବହନୀ ପୀଠରୁ ଆରମ୍ଭ…
ଓଡଗାଁରେ ବିଜେପିର ବିଜୟ ଦିବସ ପାଳିତ
ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ପୁଲୁବାମା ଆକ୍ରମଣରେ ସହିଦ ମାନଙ୍କ ପ୍ରତିଶୋଧ ନେବା ସହିତ ସେନାଙ୍କ ମନୋବଳକୁ ଦୃଢ କରିବା ପାଇଁ ଭାରତୀୟ ବୀର ଜବାନ ମାନେ ପାକିସ୍ଥାନ ଆତଙ୍କବାଦୀ ଶିବିର ଧ୍ୱଂଶ କରିବା ସହିତ ୩ଶହରୁ ଉର୍ଧ୍ଵ ଆତଙ୍କବାଦିଙ୍କୁ ବିନାଶକରି ସଗୌରବେ ଭାରତ ଫେରି ଆସିଥିଲେ । …
“ଓଡ଼ିଶାରେ ରେଳବାଇକୁ ଧ୍ୱଂସ କରିବା ଚକ୍ରାନ୍ତ ଚାଲିଛି “
ବିରୋଧରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ଧାରଣା ଓ ବିକ୍ଷୋଭ
ଭୁବନେଶ୍ୱର : ସାଉଥ୍ କୋଷ୍ଟ ରେଳବାଇ ଗଠନ ସହ ଏହାର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଣାରେ କରିବା ଏବଂ ୱାଲ୍ଟିୟର ଡିଭିଜନ୍କୁ ଏଥିରେ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ କେନ୍ଦ୍ର କରୁଥିବା…
ବିଜେଡିରେ ମିଶିଲେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ସହ କଂଗ୍ରେସ ଓ ବିଜେପି କର୍ମୀ
ଭୁବନେଶ୍ୱର : ଆଜି ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପୂର୍ବତନ ସରପଞ୍ଚଙ୍କ ସମେତ ୧୦୦ରୁ ଉର୍ଧ୍ଵ କଂଗ୍ରେସ ଓ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ…
ପୋଷ୍ଟ ନବ ଇଫେକ୍ଟ , ପଲିଟିକ୍ସ ଗୋଳିଆ
ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ କନଫ୍ୟୁଜନ : ବିଜେଡିରେ, ବିଜେପିରେ ବି
ଝାରସୁଗୁଡା(Bikram Mahapatra) : ଭୋଟ ଯେତିକି ପାଖେଇ ଆସୁଛି ଭୋଟରଙ୍କ ଭିତରେ ଦ୍ବନ୍ଦ୍ବ ସେତିକି ବଢୁଛି | ଆୟପଟେ ରାଜନୈତିକ ଦଳ ଭିତରେ ଅନ୍ତର୍ଦ୍ବନ୍ଦ୍ବ ପଦାକୁ ଆସୁଛି | ଆଉ କଂଗ୍ରେସ ନେତା ନବ ଦାସ ବିଜେଡିରେ…
ପୁଇଁତଳା : ଲୋକ ଗୁହାରି କରିବେ ତ କରିବେ କାହାକୁ !!!
ପୁଇଁତଳାରୁ ସନ୍ତୋଷ କୁମାର ଠାକୁର : ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକର ଗ୍ରାମବାସୀ ବିଭିନ୍ନ କାମ ପାଇଁ ବ୍ଲକ ଉପରେ ନିର୍ଭର କରିଥାନ୍ତି | 9009କିନ୍ତୁ ବ୍ଲକ କୁ ବ୍ଲକ ଚେଆରମେନ ଆସୁନଥିବା ଅଭିଯୋଗ କରିଛନ୍ତି ଲୋକେ | ଲୋକମାନଙ୍କ କହିବା ଅନୁସାରେ ବ୍ଲକରେ ଜଣେ ମହିଲା ଚେଆରମେନ…