Sign in
Sign in
Recover your password.
A password will be e-mailed to you.
Browsing Category
Recent News
ସାମ୍ବାଦିକଙ୍କୁ ଆକ୍ରମଣ ବନ୍ଦକର
ସାମ୍ବାଦିକ ମାନଙ୍କ ଉପରେ ଦେଶବ୍ୟାପୀ ଚାଲିଥିବା ଉଦ୍ଦେଶ୍ୟମୂଳକ ଆକ୍ରମଣର ପ୍ରତିବାଦରେ ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ପ୍ରତିବାଦ
ଶୂନ୍ୟରେ ମହଲ ତୋଳୁଛନ୍ତି ବିରୋଧୀ, ମା’ମାଟି ଓ ମଣିଷ ପାଇଁ ବିଜେଡି କାମ କରିଚାଲିଛି ଏବଂ କରିଚାଲିବ : ନବୀନ, ଆରମ୍ଭ…
ଭୁବନେଶ୍ୱରରୁ ଚକ୍ରଧର ମାଝି : ମା’ମାଟି ଓ ମଣିଷ ପାଇଁ କାମ କରି ଚାଲିଛି ଏବଂ କରି ଚାଲିବ । ଜନତା ଜନାର୍ଦ୍ଧନଙ୍କ ସେବା ଆମ ଦଳର ମୁଖ୍ୟ କାର୍ଯ୍ୟକ୍ରମ । ଓଡ଼ିଶାକୁ ଏକ ନମ୍ବର କରିବା ଆମର ଲକ୍ଷ୍ୟ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଏ ଦିଗରେ ଆମର କାମ ଜାରି ରହିଛି । ଗତ ୧୭ବର୍ଷ ଭିତରେ…
ବିଜେଡିର ଜନସମ୍ପର୍କ ପଦଯାତ୍ରା,ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ
ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଆରମ୍ଭ କରିବ । ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଏହି ଜନସମ୍ପର୍କ ଯାତ୍ରା ୧୧ ତାରିଖ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ୟ୍ୟନ୍ତ…
ରଜନୀ ସିଂହ ସର୍ବନିମ୍ନ ମଜୁରୀ ବୋର୍ଡ ଅଧ୍ୟକ୍ଷ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଅନୁଗୋଳ ବିଧାୟକ ରଜନୀ କାନ୍ତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସର୍ବନିମ୍ନ ମଜୁରୀ ଉପଦେଷ୍ଟା ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏହି ବୋର୍ଡ ପୂନର୍ଗଠନ ପରେ ଶ୍ରୀ ସିଂ ଅଧ୍ୟକ୍ଷ ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ଖଲିକୋଟ…
ସୁବଳଙ୍କ ପରିବାରକୁ ନେଇ ନବୀନ ନେଲେ କି କିଳା ! ବାଗି ସାଜିଲେଣି ପ୍ରଭାଦିତ୍ୟ, ଯୁଦ୍ଧମୂଦ୍ରାରେ ଅଶୋକ, ନୀରବ ଚାଲ…
ସମ୍ବଲପୁର: ପୂର୍ବତନ କଂଗ୍ରେସ ବିଧାୟକ ସ୍ୱଗତ ସୁବଳ ସାହୁଙ୍କ ପରିବାର ବିଜେଡିରେ ଯୋଗ ଦେଇଛନ୍ତି । ସୁବଳଙ୍କ ଉପରେ ଆଖି ପକାଇଥିବା ବିଜେପିକୁ ଯଦିଓ ଚକ୍ମା ଦେଇଛନ୍ତି ସୁବଳଙ୍କ ପରିବାରକୁ ବିଜେଡିରେ ସାମିଲ କରି, ହେଲେ ଏବେ ସେଇଟର ବିଜେଡି ପାଇଁ କିଳା ହେଲାଣି । ଯୋଗଦାନ କାର୍ଯ୍ୟକ୍ରମ…
ଜାମିନ୍ ଆବେଦନ ଖାରଜ ,ଜେଲ ଗଲେ ବିଧାୟକ ପ୍ରଭାତ ବିଶ୍ୱାଳ
ଭୁୁବନେଶ୍ୱର, - ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ଏହାକୁ ଖାରଜ କରିଛନ୍ତି । ଶନିବାର ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା ।…
ଅଣଓଏଏସ ସେବାର ଦୁଇ ବରିଷ୍ଠ ଅଧିକାରୀ ପାଇଲେ ଆଇଏଏସ
ଓଡିଶା ଅର୍ଥ ସେବା(ଓଏଫଏସ)ର ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ କୁମାର ରାଉତ ଓ ପଂଚାୟତିରାଜ ସେବାର ବରିଷ୍ଠ ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅଣ ଓଏଏସ ବର୍ଗରୁ ଚଳିତବର୍ଷ ଏହି ଦୁଇ ଅଧିକାରୀଙ୍କ ଆଇଏସ ପାହ୍ୟାକୁ ପଦୋନ୍ନତି…
ବାଲେଶ୍ୱରଠାରେ ଫେସବୁକର ସର୍ବବୃହତ କର୍ମଶାଳା ସାମିଲ ହେଲେ ୨୨୫୦ ଉଦ୍ୟୋଗୀ
ଭୁବନେଶ୍ୱର- ଫେସବୁକର ଗ୍ଲୋବାଲ ବୁଷ୍ଟ ଇଓର ବିଜ୍ନେସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୨୫୦ ଜଣ ଅଣୁ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋÂୀର ସଦସ୍ୟସଦସ୍ୟାଙ୍କୁ ଡିଜିଟାଲ ବିପଣନ ଦକ୍ଷତାରେ ବାଲେଶ୍ୱରଠାରେ ପ୍ରଶିକ୍ଷିତ କରାଯାଇଛି । ସେଥିମଧ୍ୟରୁ ୭୮୦ ଜଣ ଫେସବୁକ ପେଜ୍ ସୃଷ୍ଟି କରିଛନ୍ତି । ବୁଷ୍ଟ…