ବିଜେଡିର ଜନସମ୍ପର୍କ ପଦଯାତ୍ରା,ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ

0

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଆସନ୍ତାକାଲିଠାରୁ ସାରା ରାଜ୍ୟରେ  ଆରମ୍ଭ କରିବ । ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଏହି ଜନସମ୍ପର୍କ ଯାତ୍ରା ୧୧ ତାରିଖ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ୟ୍ୟନ୍ତ ଚାଲିବ। ରବିବାର ଏକ ସାମ୍ବାଦିକ ସମ୍ମିଳନୀ ବିଜେଡିର ଉପସଭାପତି ପ୍ରସନ୍ନ ଆଚାର୍ୟ୍ୟ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.