ରଜନୀ ସିଂହ ସର୍ବନିମ୍ନ ମଜୁରୀ ବୋର୍ଡ ଅଧ୍ୟକ୍ଷ

0

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଅନୁଗୋଳ ବିଧାୟକ ରଜନୀ କାନ୍ତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସର୍ବନିମ୍ନ ମଜୁରୀ ଉପଦେଷ୍ଟା ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି  । ଏହି ବୋର୍ଡ ପୂନର୍ଗଠନ ପରେ ଶ୍ରୀ ସିଂ ଅଧ୍ୟକ୍ଷ ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଓ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ବୋର୍ଡର ସଦସ୍ୟ  ଭାବେ ମନୋନୀତ କରିଚନ୍ତି  ।

Leave A Reply

Your email address will not be published.