Browsing Category

Recent News

ଦେଶବ୍ୟାପୀ କଂଗ୍ରେସ ନିନ୍ଦା କଲା, ହେଲେ  ୪ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କୁ କୃତଜ୍ଞତା ଜଣାଇଲା କଂଗ୍ରେସ 

ବଲାଙ୍ଗୀରରୁ  ନିରୋଜ ମିଶ୍ର : ନରେନ୍ଦ୍ର ମୋଦି ସରକାରର ୪ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସଭା କରି ସମାଲୋଚନା କରିଛି | ହେଲେ ବଲାଙ୍ଗୀର କଂଗ୍ରେସ ମୋଦିଙ୍କୁ କୃତଜ୍ଞତା ଜଣାଇଛି | କୃତଜ୍ଞତା ଜଣାଇ ବଲାଙ୍ଗୀର କଂଗ୍ରେସସ ପକ୍ଷରୁ କଣ କୁହାଯାଇଛି ତାହା…

ମୋଦି ଦେଶବାସୀଙ୍କ ସହିତ ବିଶ୍ୱାସ ଘାତକତା କରିଛନ୍ତି- ପୂର୍ବତନ ଏମପି ତିରିଆ

  ବାରିପଦା(ଦିଲ୍ଲୀପ ମହାନ୍ତି )- ଗୋଟାଏ ପଟରେ କେନ୍ଦ୍ରରେ ପ୍ରଧାମନ୍ତ୍ରୀ ମୋଦିଙ୍କ ସରକାରଙ୍କର ୪ ବର୍ଷ ପୂର୍ତ୍ତ ପାଳିତ ହେଉଥିବା ବେଳେ ଅନ୍ୟ ପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଫଳତାକୁ ନେଇ କଂଗ୍ରେସ ପକ୍ଷରୁ ବିଶ୍ୱ ବିଶ୍ୱାସଘାତ ଦିବସ ପାଳନ କରାଯାଇଛି । ପ୍ରଧାନମନ୍ତ୍ରୀ…

ବାଲି ମାଫିଆଙ୍କ ଉତ୍ପାତ ଲୋକେ ଆର୍.ଡି.ସି ଙ୍କ ଦ୍ବାରସ୍ଥ 

ପଦ୍ମପୁର-ପଦ୍ମପୁର ଉପଖଣ୍ଡସ୍ଥ ଅଂଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଏବଂ ଛତିଶଗଡ଼କୁ ଚାଲାଣ ରୋକିବା ପାଈଁ ସ୍ଥାନୀୟ ଲୋକ ଆର୍ ଡିସିଙ୍କ ଦ୍ବାରସ୍ଥ ହୋଇଛନ୍ତି।ଗତ ୨ବର୍ଷ ହେଲା ବଡ଼କୁଞ୍ଜାରି ବାଲି ଘାଟରୁ ବେଆଇନ ଭାବେ ବାଲି ବିକ୍ରି କରାଯାଉଥିବା ଲୋକେ ଅଭିଯୋଗ…

୪୦୦୦ଜେ ଥୋପ ଗିଳି ଭିଜିଲାନ୍ସ ଯନ୍ତାରେ 

ଭିଜିଲାନ୍ସ ଜାଲରେ ଜିବି ନଗର ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ  ବାରିପଦା - ଚାରିହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଜିବିନଗର  ବ୍ଲକ ଭଣ୍ଡଗାଁ  ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ବେହେରା । ଗ୍ରାମ ସଂଯୋଜକ ସୂଦର୍ଶନ ନାୟକ ଙ୍କ ଠାରୁ ଏମଜିଏନଆରଇଜିଏ ପ୍ରକଳ୍ପର ବିଲ ପାଶ କରାଇବାପାଇଁ…

ଓଡ଼ିଶା ପ୍ରତି ଦରଦ ଥିଲେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣକୁ ବିରୋଧ କରନ୍ତୁ : ନବୀନ

ଚିଖିଲିରେ ମହାନଦୀ ବଞ୍ଚାଅ ଅଭିଯାନରେ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ବରଗଡ଼(ନୀଳ ଦୀପ) -ମହାନଦୀ ଓଡ଼ିଶାର ଜୀବନ ରେଖା, ଆମର ମା। ମହାନଦୀ ବିନା ଓଡ଼ିଆ ଜାତିର କଳ୍ପନା ନାହିଁ । ମାତ୍ର ମହାନଦୀକୁ ନେଇ କେନ୍ଦ୍ର ଓ ଛାତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ବିରୋଧୀ ।କିନ୍ତୁ…

କେନ୍ଦୁଝର ଜିଲ୍ଲା ଉପ ସଭାପତି ଏବଂ ବଲାଙ୍ଗୀର ଜିଲ୍ଲା ନଗର ସଭାପତି ନିଲମ୍ବିତ

  ଭୂବନେଶ୍ୱର, : ଦଳୀୟ ଅନୁଶାସନ ଏବଂ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଜିଲ୍ଲା ସଭାପତି ରାଧାକାନ୍ତ ମହନ୍ତଙ୍କ ସୁପାରିଶ କ୍ରମେ ଜିଲ୍ଲା ଉପ ସଭାପତି ଅଖିଳ ପାତ୍ର ଏବଂ ବଲାଙ୍ଗୀର ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାୟକଙ୍କ ସୁପାରିଶ କ୍ରମେ ବଲାଙ୍ଗୀର ନଗର ସଭାପତି ରାକେଶ ମିଶ୍ରଙ୍କୁ ଙ୍କୁ ରାଜ୍ୟ…

ମନ୍ତ୍ରୀଙ୍କ ଗଡ଼ରେ କଳାବଜାରୀ  କାହା ଛତ୍ରଛାୟା ତଲେ !

ସାମ୍ନାକୁ ଆସିଲା ବିଜୟ ଲକ୍ଷ୍ମୀ ରାଇସ ମିଲର  କଳାବଜାରୀର କାରନାମା । ବରଗଡ଼/ ନୀଳ ଦୀପ - ବରଗଡ଼ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ଜାତୀୟ ରାଜପଥ ରେଙ୍ଗାଲୀ କେମ୍ପ ଛକରୁ ଟାଙ୍ଗର ପାଲିକୁ ଯିବା ରାସ୍ତାରେ ବେନିୟମ ଭାବେ କାର୍ଯ୍ୟ କରୁଥିବା ରେଲ ଲାଇନ ଅତିକ୍ରମ କଲାପରେ ଗଢିଉଠିଥିବା…

ବୁଦ୍ଧଦେବ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶିଖାରାଣୀଙ୍କ କୃତିତ୍ୱ

ପଦ୍ମପୁରରୁ ନୀଳ ଦୀପ :  ୨୦୧୮ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଗନିଅାଁପାଲି ବୁଦ୍ଧଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିଖାରାଣୀ ପ୍ରଧାନ ୯୦% (ନବେ ପ୍ରତିଶତ) ମାର୍କ ରଖିଇ୧ଗ୍ରେଡ ପାଇ କୃତୀତ୍ୱର ସହ ଉତିର୍ଣ୍ଣ ହୋଇଛନ୍ତି । ସେ ସମଗ୍ର ଗାଇସିଲାଟ ବ୍ଲକରୁ ଜଣେ…

ବୈଜୟନ୍ତଙ୍କ ପୂର୍ବ ସହଯୋଗୀ  ଦୁର୍ଗାଶୀଷଙ୍କୁ ପୁରସ୍କାର : କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ବିବାଦୀୟ ନେତା, ତଥା ଦଳ ବିରୋଧରେ କାମ କରୁଥିବା ଅଭିଯୋଗରେ ବିଜେଡ଼ିରୁ କଣଠେସା ହୋଇ ଏକପ୍ରକାର ତଡା ଖାଇଥିବା ବୈଜୟନ୍ତ ପଣ୍ଡାଙ୍କ ଶିବିର ଛାଡି ଦଳର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଟାଣୁଆ ଯୁବନେତା ଦୂର୍ଗାଶିଷ ମହାନ୍ତିଙ୍କୁ ପୁରସ୍କାର ମିଳିଛି |  ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ…

ଟ୍ରେକର ଓ ବୋଲେରୋ ମୁହାଁମୁହିଁ ଧକ୍କା- ୨ମୃତ, ୪ ଆହତ

  ବରଗଡ଼- ବରଗଡ଼-ବିଜେପୁର ରାସ୍ତାର ପୋଡମୁଣ୍ଡାରେ ଟ୍ରେକର ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍‌  ଘଟଣାର ତଦନ୍ତ କରୁଛି। ଆଜି ସକାଳେ ବରଗଡ଼ରୁ…