ବୁଦ୍ଧଦେବ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶିଖାରାଣୀଙ୍କ କୃତିତ୍ୱ

0

09-05-18-padampur-jhia.jpg - 54.43 kB

ପଦ୍ମପୁରରୁ ନୀଳ ଦୀପ :  ୨୦୧୮ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଗନିଅାଁପାଲି ବୁଦ୍ଧଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିଖାରାଣୀ ପ୍ରଧାନ ୯୦% (ନବେ ପ୍ରତିଶତ) ମାର୍କ ରଖିଇ୧ଗ୍ରେଡ ପାଇ କୃତୀତ୍ୱର ସହ ଉତିର୍ଣ୍ଣ ହୋଇଛନ୍ତି । ସେ ସମଗ୍ର ଗାଇସିଲାଟ ବ୍ଲକରୁ ଜଣେ ମାତ୍ର ଉଜ୍ୱଳ ତାରକା ଭାବେ ଉତୀର୍ଣ୍ଣ ହୋଇଥିବାରୁ ଅଭିଭାବକ, ବିଦ୍ୟାଳୟର ଶିକ୍ଷକମହଲରେ ତଥା ସମଗ୍ର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କ ପିତା ପ୍ରଦୀପ କୁମାର ପ୍ରଧାନ ଗୈାତମବୁଦ୍ଧ ମହାବିଦ୍ୟାଳୟରେ ଲାଇବ୍ରେରିଏନ ଭାବେ କାର୍ଯ୍ୟରତ ଏବଂ ମାତା ଜିନିି ପ୍ରଧାନ ଗୃହିଣୀ ଅଟନ୍ତି । ବରଗଡ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ଦ୍ୱାରା ସ୍ୱତନ୍ତ୍ର ଉସôବରେ ସମ୍ମାନୀତ ହୋଇଛନ୍ତି । ଜନସାଧାରଣ ତାଙ୍କର ଉଜ୍ୱଳ ଭବିଷ୍ୟତ ଓ ନୀରାମୟ ଜୀବନ କାମନା କରିଛନ୍ତି ।

Leave A Reply

Your email address will not be published.