ଟ୍ରେକର ଓ ବୋଲେରୋ ମୁହାଁମୁହିଁ ଧକ୍କା- ୨ମୃତ, ୪ ଆହତ

0

 


ବରଗଡ଼- ବରଗଡ଼-ବିଜେପୁର ରାସ୍ତାର ପୋଡମୁଣ୍ଡାରେ ଟ୍ରେକର ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍‌  ଘଟଣାର ତଦନ୍ତ କରୁଛି। ଆଜି ସକାଳେ ବରଗଡ଼ରୁ ବିଜେପୁରକୁ ଏକ ଟ୍ରେକର ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ  ବୋଲେରୋ ସହ ଧକ୍କା ହୋଇଥିଲା।

Leave A Reply

Your email address will not be published.