Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ଜଗଦୀପ ଧନକର ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ
ନୂଆ ଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା |
ଆଇଜର ପୁଣେରେ ଅତ୍ୟାଧୁନିକ ସୁବିଧା ଗବେଷଣା ଏବଂ ନବସୃଜନକୁ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ
ଆଇଜର,ପୁଣେ ଠାରେ ବିଭିନ୍ନ ସୁବିଧାର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
- ଡିପାର୍ଟମେଂଟ୍ ଅଫ୍ ଡାଟା ସାଇନ୍ସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ- ନ୍ୟାସନାଲ ଫାସିଲିଟି ଫର୍ ଜିନ୍ ଫାଉଣ୍ଡେସନ ଇନ୍ ହେଲଥ ଏଣ୍ଡ୍ ଡିଜିଜ୍ର ଉଦଘାଟନ- ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ମେଡିକାଲ ଶିକ୍ଷା ପାଇଁ…
କ୍ୟାମ୍ପବେଲ ଉଇଲସନ ଏୟାର ଇଣ୍ଡିଆର ସିଇଓ ତଥା ଏମଡି ନିଯୁକ୍ତ
ମୁମ୍ବାଇ : ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମଡି) ଭାବେ ନିଯୁକ୍ତ ହେଲେ କ୍ୟାମ୍ପବେଲ ଉଇଲସନ | ଏବିଷୟ ଗୁରୁବାର ଦିନ ଟାଟା ସନସ ପକ୍ଷରୁ ଘୋଷଣା କରାଯାଇଛି |
କେଜ୍ରିୱାଲଙ୍କ ଦେଶ ବିରୋଧି ଚିନ୍ତାଧାରା ବିରୋଧରେ ଦିଲ୍ଲୀରେ ବିଜେପିର ବିଶାଳ ମହିଳା ସମାବେଶ
ନୂଆଦିଲ୍ଲୀ/ଭୁବନେଶ୍ବର- ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେଶ ବିରୋଧୀ ଚିନ୍ତାଧାରାକୁ ବିରୋଧ କରି ଦିଲ୍ଲୀ ବିଜେପି ଓ ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ଲାଲ୍ କିଲ୍ଲା ସମ୍ମୁଖରେ ଏକ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଥିଲା| ଏହି ସମାବେଶରେ ବିଜେପି…
ଆରପାରିରେ ଭୀମ
ନୂଆଦିଲ୍ଲୀ: ଲତା ମଙ୍ଗେଶକରଙ୍କ ମୃତ୍ୟୁ ପରେ ମନୋରଞ୍ଜନ ଶିଳ୍ପରୁ ଆଉ ଏକ ଖରାପ ଖବର ବାହାରିଲା । ମହାଭାରତ ସିରିଏଲରେ ଭୀମଙ୍କ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ୭୪ ବର୍ଷ ବୟସରେ ନିଧନ ଘଟିଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ଆର୍ଥିକ ପ୍ରତିବନ୍ଧକ ସହିତ ମଧ୍ୟ ସଂଘର୍ଷ…
ପାଞ୍ଚ ରାଜ୍ୟ ନିର୍ଵାଚନ ପାଇଁ ତାରିଖ ଘୋଷିତ
ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟ ନିର୍ଵାଚନ ପାଇଁ ତାରିଖ ଘୋଷିତ ହୋଇଛି | ଆଜି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଓ ରାଜୀବ କୁମାରଙ୍କ ଉପସ୍ଥିତିରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି | ଫେବୃଆରୀ ୧୪ ରେ ପଞ୍ଜାବ,…
ସପତ୍ନୀକ ଭେଟେରାନ ଅଭିନେତା ପ୍ରେମ ଚୋପ୍ରା ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: ପତ୍ନୀଙ୍କ ସହ ଭେଟେରାନ ଅଭିନେତା ପ୍ରେମ ଚୋପ୍ରା ହସ୍ପିଟାଲରେ ଭର୍ତ୍ତି । ଉଭୟଙ୍କୁ କୋଭିଡ ପଜିଟିଭ ପରେ ସୋମବାର ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପ୍ରେମ ଚୋପ୍ରା ଓ ପତ୍ନୀ ଉମା ଚୋପ୍ରାଙ୍କ ଚିକିତ୍ସା ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ କରାଯାଉଛି । ଡକ୍ଟର ଜଲିଲ ପାର୍କରଙ୍କ…
ଉତ୍ତରପ୍ରଦେଶର ମିରଟ୍ଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
“ଭାରତୀୟ ଇତିହାସରେ ମିରଟ କେବଳ ଏକ ମାମୁଲି ସହର ନୁହେଁ ବରଂ ସଂସ୍କୃତି ଓ ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର”
“ଦେଶରେ କ୍ରୀଡା ବଞ୍ଚି ରହିବା ପାଇଁ ଯୁବଶକ୍ତିର କ୍ରୀଡା ପ୍ରତି ବିଶ୍ୱାସ ଓ ସେମାନେ କ୍ରୀଡାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେବା ଉଚିତ । ଏହା…
ଭେଟେରାନ ଟେନିସ ତାରକା ପାଏସ ତୃଣମୁଳରେ
କୋଲକାତା : ଭେଟେରାନ ଟେନିସ ତାରକା ଲିଣ୍ଡର ପାଏସ ତୃଣମୁଳ କଂଗ୍ରେସରେ ଯୋଗ ଦେଇଛନ୍ତି | ଆଜି ତୃଣମୁଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଶ୍ରୀ ପାଏସ ଆଜି ଯୋଗ ଦେଇଥିବା ବେଲେ 2022 ଗୋଆ ବିଧାନ ସଭା ନିର୍ବାଚନ ପୂର୍ବରୁ ସେଠାରେ ଦଳର…
ତାରକ ମେହେଟ୍ଟା କା ଉଲଟା ଚଷମାର “ନଟୁ କାକା”ଙ୍କ ଦେହାନ୍ତ
ମୁମ୍ବାଇ : ଜଣାଶୁଣା ବରିଷ୍ଠ ଅଭିନେତା ତଥା ଲୋକପ୍ରିୟ ଧାରାବାହିକ ତାରକ ମେହେଟ୍ଟା କା ଓଲଟା ଚଷମାର "ନଟୁ କାକା" ଘନଶ୍ୟାମ ନାୟକ ଆଜି କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କୁ 77 ବର୍ଷ ହୋଇଥିଲା। ଚଳିତ ବର୍ଷ ଏପ୍ରିଲରେ ସେ ତାଙ୍କ ବେକରେ କିଛି ଦାଗ ଦେଖିବାକୁ ପାଇବାରୁ…