Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଦ୍ଵିତୀୟ ବନମହୋତ୍ସବ ପାଳିତ
ବାଣପୁର:(ସେକ କୌସର): ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀ ମାନଙ୍କ ଦ୍ଵାରା ଦ୍ଵିତୀୟ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପକ ପ୍ରଶାନ୍ତ କୁମାର…
ଆସିକା ସାଂସଦଙ୍କ ବ୍ଲକ୍ ପ୍ରତିନିଧି ରୂପେ ରଞ୍ଜନ ଏବଂ ଏନ୍ଏସି ପ୍ରତିନିଧି ରୂପେ ନାରାୟଣ ମନୋନୀତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ) ,ଆସିକା ସାଂସଦ ଅନିତା ଶୁଭଦର୍ଶିନୀଙ୍କ ପ୍ରତିନିଧି ରୂପେ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ୍ ପାଇଁ ବିଜେପି ରାଜ୍ୟ ପରିଷଦର ସଦସ୍ୟ ତଥା ଜିଲା ଉପସଭାପତି ରଞ୍ଜନ ରାଉତଙ୍କୁ ମନୋନୀତ କରାଯାଇଥିବା ବେଳେ ଏନ୍ଏସି ପାଇଁ ନାରାୟଣ ସାହୁଙ୍କୁ ମନୋନୀତ…
ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନାରେ କିଛି ଦିନତଳେ ବେଲଗୁଣ୍ଠା ଥାନାରୁ ବଦଳି ହୋଇ ଆସି ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ବନବିହାରୀ ପ୍ରଧାନ I ଆଜି ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଗୋବରାର ବିଶିଷ୍ଟ ସ୍ଵେଚ୍ଛାସେବୀ ସଂଗଠନ…
ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ର ପାଠଚ଼କ୍ର
ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )--:ସ୍ଥାନୀୟ ବେଲଗୁଣ୍ଠା ସ୍ନାତକ ବିଦ୍ୟାଳୟ ରେ ଶିକ୍ଷାବିଭାଗ ତରଫରୁ ''ଶିକ୍ଷା ସମାଜ ବିଜ୍ଞାନ ରଧାରଣା'' ବିଷୟରେ ପାଠଚ଼କ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠ ଚ଼କ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଏବଂ ଅଧ୍ୟାପକ ଅଶୋକ…
ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଆଭ୍ଯନ୍ତରୀଣ ଅଭିଯୋଗ କମିଟିର ସଭା କାର୍ଯ୍ୟକ୍ରମ
ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )--:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ସଚ଼େତନତା ମୂଳକ ସଭାକାର୍ଯ୍ୟକ୍ରମ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମିଟିର ରହିଥିବା…
ଅତ୍ୟନ୍ତ ଶୋଚନୀୟରେ ଅବସ୍ଥାରେ ତେନ୍ତୁଳିଛୁଆଁ ଗ୍ରାମ ରାସ୍ତା
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ପାଲସି ଝରଣ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲି ଛୁଆଁ ଗାଁକୁ ମାଟି ମୁରୁମ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଂଯୋଗ…
ବିଜେଡ଼ି ତରଫରୁ ସୈାମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଓଡ଼ଗାଁ,୧୮।୭(ଶ୍ରୀକାନ୍ତ କୁମାର ମିଶ୍ର): ଫକିରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ସମଗ୍ର ରାଜ୍ୟବାସୀଙ୍କ ମନରେ ଭାବ ବିହ୍ବଳ ସୃଷ୍ଟି କରିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ସୈାମ୍ୟାଶ୍ରୀଙ୍କ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଳକ ଏବଂ…
କୁରାଳରେ ମାଗଣା ଚକ୍ଷୁଚିକିତ୍ସା ଶିବିର, ଅସ୍ତ୍ରୋପଚାର ପାଇଁ ୩ ଜଣ ଭୁବନେଶ୍ୱର ଗଲେ
ଓଡ଼ଗାଁ,୧୮।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ମେଡିକାଲ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ବ୍ଲିଜ୍ ଫାଉଣ୍ଡେସନ ଏବଂ କର ଆଇ ହସ୍ପିଟାଲ ଭୁବନେଶ୍ୱର ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପରିଷଦ କୁରାଳର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁଚିକିତ୍ସା ଶିବିର ଶୁକ୍ରବାର…
ଆମ ଓଡ଼ିଶା ନବୀନ ଓଡ଼ିଶା ମନ୍ଦିର ନିର୍ମାଣ କାର୍ଯ୍ୟ ସରିବା ପରେ ମିଳୁନି ବିଲ
ଚିଲିକା;(ସେକ କୌସର): ଚାରି ଲକ୍ଷ ଟଙ୍କା ନିର୍ମାଣ କାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ ମିଳୁନି ଟଙ୍କା ରାଜ୍ୟରେ ସରକାର ଏକ ବର୍ଷ ବିତି ଗଲାଣି ଶୁଣୁ ନାହାନ୍ତି ସରକାର , ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନ ନଈରୀ ଓ ବଉଳାବନ୍ଧ ଗ୍ରାମର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଚିଲିକା ବିଡ଼ିଓ…
୧୯ ବର୍ଷରେ ପାଦ ଥାପିଲା ସୋଆ, ସମାଜକୁ ଅଧିକ ସେବା ପ୍ରଦାନ ପାଇଁ ରହିଛି ଲକ୍ଷ୍ୟ: କୁଳପତି
ଭୁବନେଶ୍ୱର, ଜୁଲାଇ ୧୮ : ଗୁଣବତା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଗବେଷଣାକୁ ଅଗ୍ରାଧିକାର ଓ ସର୍ବାଧିକ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ୧୮ ବର୍ଷ ପୂରଣ କରି ୧୯ରେ ପାଦ ଥାପିଥିବା ବେଳେ ଭବିଷ୍ୟତରେ ଦେଶର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ତାଲିକାରେ ନିଜକୁ ସାମିଲ…