Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ୬୩ ୟୁନିଟ ରକ୍ତ ସଂଗ୍ରହ
ଓଡ଼ଗାଁ,୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି କୁମ୍ଭୀଆପଲ୍ଲୀ ଠାରେ ଅବସ୍ଥିତ ପିମିଟି କଲେଜ ଜୀବନ ବନ୍ଧୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବେଳେ ମୋଟ ୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ…
୭ ବିଦ୍ୟାଳୟର ୬ ଗୋଟି ଶ୍ରେଣୀକୁ ଜଣେ ଶିକ୍ଷକ
ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅଭାବନୀୟ ଚିତ୍ର
ଓଡ଼ଗାଁ,୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ୭ ପ୍ରାଥମିକ ବିଦ୍ୟାଳୟର ୬ ଗୋଟି ଶ୍ରେଣୀ ପାଇଁ ଜଣେ ମାତ୍ର ଶିକ୍ଷକ ଏବଂ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୯…
ବିଜେପୁର ଭାରତ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା
ବିଜେପୁର :-ଆଜି ପ୍ରାୟ ୭ଟା ୨୫ମିନିଟ ପାଖାପାଖି ଭୟାନକ ଦୁର୍ଘଟଣା ଘଟିଛି, ଯେଉଁଥିରେ OD17Y0620 ନମ୍ବର ଥିବା ଏକ ପିକ୍-ଅପ୍ ଭାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀ ଅନୁଯାୟୀ, ଗାଡ଼ିଟି ବିଜେପୁର ପେଟ୍ରୋଲ ପମ୍ପ ସାମ୍ନା ରେ ଥିବା ଗାଡ଼ି ସାର୍ଭିସିଂ ସେଣ୍ଟରରୁ କାର୍ଯ୍ୟ ସରିଲା…
ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସବୁଜ ବନାନି କାର୍ଯ୍ୟକ୍ରମ ରେ ସବୁ ବର୍ଗ ସାମିଲ।
ଖୋର୍ଦ୍ଧାରୁ (ଶେକ ଜାଫର ): ଖୋର୍ଦ୍ଧା-ଜ଼ିଲ୍ଲା ପ୍ରେସ କ୍ଲବ, ଖୋର୍ଦ୍ଧା ଓ ଜାନକୀ ବଲ୍ଲଭ ସ୍ମୃତି କମିଟି ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ସବୁଜ ବନାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ…
ରକ୍ଷାବନ୍ଧନ ଉପଲକ୍ଷେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳାଙ୍କୁ ସଶକ୍ତ କରୁଛି ଟିପିସିଓଡିଏଲ
ତାଳପତ୍ର ପଟ୍ଟଚିତ୍ର ଓ ଡୋକ୍ରା ରାଖି ମାଧ୍ୟମରେ ଗ୍ରାମୀଣ ମହିଳା ଆତ୍ମ ନିର୍ଭରଶୀଳ କରୁଛି ଟିପିସିଓଡିଏଲ
ପାଖେଇ ଆସୁଛି ଭାଇ ଭଉଣିଙ୍କ ସ୍ନେହର ପ୍ରତୀକର ପର୍ବ ପବିତ୍ର ରକ୍ଷା ବନ୍ଧନ। ଟିପିସିଓଡିଏଲ ଓ ଏହାର ସିଏସଆର ପ୍ରକଳ୍ପ ସମୃଦ୍ଧି ମାଧ୍ୟମରେ ଓଡ଼ିଶାର ଅନନ୍ୟ ସଂସ୍କୃତିକ ଲୋକକଳା…
ୠଣ ଖିଲାପ ଅଭିଯୋଗରେ ଘର ନିଲାମ ଘଟଣା,ଗୃହ କର୍ତ୍ତାଙ୍କ ଅନସନ ୪ର୍ଥ ଦିନରେ
ଓଡ଼ଗାଁ,୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନିତ୍ୟାନନ୍ଦ ସାହିର ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଋଣ ଟଙ୍କା ଫେରସ୍ତରେ ଖିଲାପ କରିବା ଅଭିଯୋଗରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତାଙ୍କ ଘରକୁ ନିଲାମ କରି ଶନିବାର ଘର ମଧ୍ୟରୁ ସମସ୍ତ ଆସବାବପତ୍ର ବାହାର କରି ଘରକୁ ସିଲ୍…
ଓଡ଼ଗାଁ ଶ୍ରୀରଘୁନାଥଜିଉଙ୍କ ଝୁଲଣ ଯାତ୍ରା ଆରମ୍ଭ
ଓଡ଼ଗାଁ,୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣ ଶୁକ୍ଳ ପୁତ୍ରଦା ଏକାଦଶୀ ତିଥି ମଙ୍ଗଳବାର ଠାରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ଝୁଲଣ ଯାତ୍ର ଆରମ୍ଭ ହୋଇଥିବା ବେଳେ ଏହା ପୂର୍ଣ୍ଣମୀ ତିଥିରେ ଉଦଯାପିତ ହେବ । ଏଥିସହିତ ଅଂଚଳର ଅନ୍ୟାନ୍ୟ ବିଷ୍ଣୁ ମନ୍ଦିର ଓ ମଠ…
ଅଧିକ ଯୌତୁକ ଦାବିରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ବାମୀ ଜେଲଗଲା
ଓଡ଼ଗାଁ,୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଶିଙ୍ଗାରପଲ୍ଲୀ ପଞ୍ଚାୟତ ଓଡକପା ଗାଆଁରେ ଶଶୁର ଘରୁ ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସ୍ବାମୀ ଜଗବନ୍ଧୁ ପ୍ରଧାନକୁ ଓଡ଼ଗାଁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ…
ବାଇକ ଧକାରେ ସାଇକେଲ ଆରୋହୀ ଗୁରୁତର
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିଶୁ ମନ୍ଦିର ଛକ ନିକଟରେ ବାଇକ ଧକାରେ ସାଇକେଲ ଆରୋହୀ ଗୁରୁତର। ସୂଚନା ଅନୁଯାଇ ଲରିଆ ବାହାଲ ଗ୍ରାମର ନାରାୟଣ ଜାଲ( ୫୫) ସାଇକେଲ ଯୋଗେ ଡୁଙ୍ଗୁରିପାଲି ରୁ ନିଜ ଘରକୁ ଫେରୁଥିବା ବେଳେ ଶିଶୁ ମନ୍ଦିର…
ଝlରପୋଖରିଆ ଅଞ୍ଚଳ ରେ ସୋସିଆଲ ମିଡ଼ିଆ ଫେକ ଆଇ ଡି: ଠିକ୍ ଭାବରେ ତଦନ୍ତ ହୋଉ ନଥିବା ଅଭିଯୋଗ କଲେ ପରିବାର ।
ଅଭିଯୁକ୍ତ ଅଶ୍ଳୀଳ ଭାଷା ପ୍ରୟୋଗ ଏବଂ ଜଣେ ନାରୀ ର ଚରିତ୍ର ସଂହାର କରି ଲେଖିବା ଅଭିଯୋଗ ରେ ୪୦ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରି ହାଜତ ଚାଲାଣ ।
ବାରିପଦା :: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖରିଆ ଅଞ୍ଚଳରେ ଘୁରି ବୁଲୁଥିଲା ସୋସିଆଲ ମିଡ଼ିଆ ରେ ତିଆରି ହୋଇଥିବା ଖବର…