Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସିକିଲ ସେଲ ପରୀକ୍ଷଣ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସିକିଲ ସେଲ ପରୀକ୍ଷଣ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ହାରାଧନ ବେରିଆ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ର…
ଏମ ଗଣ୍ଡପାଲି ରେ ଅଲେଖ ମହିମା ମନ୍ଦିରରେ ନବାନ୍ନ ଉତ୍ସବ
ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ଏନଏସି ଅନ୍ତର୍ଗତ ଏମ ଗଣ୍ଡପାଲି ଗ୍ରାମର ଅଲେଖ ମହିମା ଧ୍ବନି ମନ୍ଦିରରେ ଜଗତ ଲୋକ ଓ ଭଗତ ଲୋକ ଙ୍କ ସହଯୋଗରେ ବିଶ୍ୱଶାନ୍ତି ପାଇଁ ଅଲେଖ ମହିମା ଯଜ୍ଞ ରାତ୍ରରୁ ସକାଳ ପର୍ଯ୍ୟନ୍ତ ଅଲେଖ ମହିମା ଧ୍ବନିରେ ପରିବେଶ ଧର୍ମମୟ ହୋଇଥିଲା l ଆଖପାଖ ଗାଁ ଜାରିଂ,…
ସ୍ମାଇଲ ନୟାଗଡ଼ ପକ୍ଷରୁ ବୃକ୍ଷରୋପଣ
ନୟାଗଡ଼(ବିଶ୍ଵଜିତ ନାୟକ) :- ନୟାଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଆଦର୍ଶ ସ୍ମଶାନଠାରେ ସ୍ମାଇଲ ନୟାଗଡ଼ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ…
ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ; ବୃକ୍ଷକୁ ରାକ୍ଷୀ ବାନ୍ଧିଲେ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ଆଜି ପବିତ୍ର ଗହ୍ମା ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରା ସଂଯୋଜନା କରିବ ସହିତ ଉପସ୍ଥିତ…
ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ
ରାଉରକେଲା, (ବସନ୍ତ କୁମାର ଜେନା): ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଜିଲ୍ଲା କଂଗ୍ରେସ ର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନେ ରାଉରକେଲା ବିର୍ସା ଛକ ସ୍ଥିତ ଆଦିବାସୀ ମାନଙ୍କ ମସିହା ତଥା…
ନୟାଗଡ଼: ସୁଭଦ୍ରାର ୩ୟ କିସ୍ତି ପ୍ରଦାନ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ ପାଇଁ ଏକ ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ ସ୍ୱାଇଁ,ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ,ନୟାଗଡ଼…
ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ :ଜିଲ୍ଲାର ୪ଲକ୍ଷରୁ ଅଧିକା ହିତାଧିକାରୀଙ୍କୁ ୨୦୪ କୋଟି ଟଙ୍କା ପ୍ରଦାନ
ପୁରୀ, ୯/୮ (ଅନିମେଶ ପଟ୍ଟନାୟକ): ଶନିବାର ପୁରୀ ଜିଲ୍ଲାର ୪ ଲକ୍ଷ ୭ ହଜାର ୨ ଶହ ୩ ଜଣ ହିତାଧିକାରୀଙ୍କ ଆକାଉଣ୍ଟ କୁ ୨. ୪ କୋଟି (୨୦୩ ,୬୦,୧୫୦୦୦) ଟଙ୍କା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଅର୍ଥ ପ୍ରଦାନ କରାଯାଇଛି। କୋରାପୁଟର ଜୟପୁରରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନଲାଇନ ମାଧ୍ୟମରେ…
ସାମାଜିକ ସୁରକ୍ଷା ପାଇଁ ପ୍ରତିବଦ୍ଧ ହେଲେ ନାରୀ; ପରସ୍ପରକୁ ରାକ୍ଷୀ ବାନ୍ଧିଲେ
ପୁରୀ,(ଅନିମେଶ ପଟ୍ଟନାୟକ): ଏକ ବିଂଶ ଶତାବ୍ଦୀରେ ମଧ୍ୟ ମହିଳା ମାନେ ସୁରକ୍ଷିତ ରହୁନାହାନ୍ତି । ବୟସ ନିର୍ବିଶେଷରେ ଘରେ ହେଉ କିମ୍ବା ବାହାରେ ଯୌନ ଓ ଅନେକ ପ୍ରକାର ଉତ୍ପୀଡନ , ଶୋଷଣର ଶିକାର ହେଉଛନ୍ତି ।ଏଥିରେ ଅନେକ ସ୍ଥାନରେ ମହିଳା ମାନଙ୍କ ସହଭାଗିତା ତତ୍ ସହିତ ଅନ୍ୟ ମହିଳା ମାନଙ୍କ…
ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ପାଳିତ; ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିଲେ ଦେବୀ ସୁଭଦ୍ରା
ପୁରୀ,୯/୮ (ଅନିମେଶ ପଟ୍ଟନାୟକ): ଶ୍ରାବଣ ପୂର୍ଣ୍ଣିମାରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି । ମହାପ୍ରଭୁଙ୍କ ମାନବୀୟଲୀଳା ମଧ୍ଯରେ ରକ୍ଷା ବନ୍ଧନ ଏକ ନିଆରା ପର୍ବ । ଶ୍ରୀମନ୍ଦିର ରୀତିନୀତି ଅନୁଯାଇ ବଡଠାକୁର ଶ୍ରୀବଳଭଦ୍ର ଓ ମହାପ୍ରଭୁ…
ଯୁବ ଛାତ୍ର କ୍ରାନ୍ତି ସେନା ତରଫରୁ କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳିତ
ଭୁବନେଶ୍ୱର, ୯.୮ : ଯୁବ ଛାତ୍ର କ୍ରାନ୍ତି ସେନା ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକଠାରେ କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଯେଉଁ ଭାରତଛାଡ଼ ଆନେ୍ଦାଳନର ଡାକରା ଦେଇଥିଲେ, ସେଥରେ…