Browsing Category

ରାଜ୍ୟ

ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବଲାଙ୍ଗିର : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ସର୍ବ ପୁରାତନ କାର୍ତ୍ତିରାଜି ପୀଠ ରାଣୀପୁର ଝରିଆଲର ଚଉଷଠି ଯୋଗିନୀ ପୀଠ, ସୋମେଶ୍ଵର ମନ୍ଦିର, ଇନ୍ଦ୍ରଲାଧ ମନ୍ଦିର ଏବଂ ହରିଶଙ୍କର ପୀଠ ପରିଦର୍ଶନ କରିଥିଲେ ଏହା ସହ ବଲାଙ୍ଗିର ଜିଲ୍ଲାରେ…

ମହିଳା ଅସୁରକ୍ଷିତ ନେଇ ଓଡ଼ିଶା ନିନ୍ଦିତ, ରାଜ୍ୟ ସରକାର ସୁଭଦ୍ରା ପ୍ରଚାରରେ ବ୍ୟସ୍ତ: ବିଜେଡି

ରାଜନଗରରେ ଦଳିତ ନାବାଳିକା ଗଣଦୁଷ୍କର୍ମ ଘଟଣା ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ଅପାରଗ ସରକାରଙ୍କ ପ୍ରତି ଅପରାଧୀଙ୍କ ଭୟ ନାହିଁ ଭୁବନେଶ୍ୱର, ୧୨/୦୮/୨୦୨୫: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଜଣେ ଦଳିତ ନାବାଳିକାର ଗଣଦୁଷ୍କର୍ମ…

ହର ଘର ତିରଙ୍ଗା ଅଭିଯାନ ପରିପ୍ରେକ୍ଷୀରେ କେନ୍ଦୁଝରଠାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

 ପ୍ୟାରେଡ୍ ପ୍ରାକ୍ଟିସ୍‌ ଲାଗି ଆସିଥିବା ଶହ ଶହ ଛାତ୍ରଛାତ୍ରୀ ସାମିଲ। କେନ୍ଦୁଝର,ତା୧୨/୮(ଦିଲ୍ଲୀପ କୁମାର ସାହୁ )- ଦେଶପ୍ରେମର ଏକ ଚମତ୍କାର ପ୍ରଦର୍ଶନ କରି କେନ୍ଦୁଝର ଜିଲ୍ଲା ପ୍ରଶାସନ ଆଜି ହର ଘର ତିରଙ୍ଗା ଅଭିଯାନର ଅଂଶ ଭାବରେ ଏକ ବିଶାଳ ତ୍ରିରଙ୍ଗା ରାଲି ଆୟୋଜନ କରିଛି । ହଜାର ହଜାର…

ପିକ୍ଅପ୍ ଗାଡ଼ି ଧକ୍କାରେ ଦୁଇ ବନ୍ଧୁଙ୍କ ବିୟୋଗ।

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅର୍ନ୍ତଗତ ନାରାୟଣ ପୁର ଛକରେ ପିକ୍ଅପ୍ ଗାଡ଼ି ଓ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ମୋଟରସାଇକେଲ ଚାଳକ ତଥା ବ୍ରହ୍ମପୁର ଟ୍ରାଫିକ ପୋଲିସ ସିପାହୀ ଅନୀଲ ନାୟକ ଓ ତାଙ୍କ ବନ୍ଧୁ ବ୍ରହ୍ମପୁର ନୀଳକଣ୍ଠ ନଗର ଅଞ୍ଚଳର ଶେଖ୍ ରହିମ୍ ଙ୍କର ମୃତ୍ୟୁ ଘଟିଛି। ଉଭୟେ…

ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ

ଗାଁ ଦାଣ୍ଡରେ ବିଭତ୍ସ ହତ୍ୟାକାଣ୍ଡ।  ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ କୁ ଅପରାଧୀ ମାନଙ୍କର ଖୋଲା ଚ୍ୟାଲେଞ୍ଜ ଦିନକୁ ଦିନ ବୃଦ୍ଧି ପାଉଛି। ଗତକାଲି ନିମଖଣ୍ଡି ଥାନା ଅଞ୍ଚଳରେ ମହିଳାଙ୍କ ଗଳାକାଟି ହତ୍ୟା ହୋଇଥିବାର କିଛି ସମୟ ପରେ ହିଞ୍ଜିଳି ଥାନା ଅର୍ନ୍ତଗତ ରାଳବ ଗ୍ରାମରେ…

ଗୁଣପୁରର ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ “ଏଣ୍ଟି ରେଗିଙ୍ଗ ସପ୍ତାହ” ପାଳତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରର ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ “ଏଣ୍ଟି ରେଗିଙ୍ଗ ସପ୍ତାହ” ପାଳନ କରାଯାଇଛି । ଏହା ସହିତ, ନାରୀ ନିର୍ଯାତନାକୁ କିପରି ରୋକାଯାଇପାରିବ ବିଷୟରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନରେ ପ୍ରିନ୍ସିପାଲ ଡଃ. କାହ୍ନୁଚରଣ…

ଗୁଣପୁର ଉପ ଜିଲ୍ଲାପାଳଙ୍କ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ ।

ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଦେଲେ ପରାମର୍ଶ । ଗୁଣପୁର ତା:୧୨-୦୮-୨୦୨୫ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ସ୍ଥାନୀୟ କୃଷି ପରାମର୍ଶ କେନ୍ଦ୍ର ପରିଦର୍ଶନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଉନ୍ନତ କିଶମର ବିହନ…

ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବିଶ୍ୱ ହସ୍ତୀ ଦିବସ ପାଳନ

ପଦ୍ମପୁର: ମଙ୍ଗଳବାର ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂ ବାବୁ ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହସ୍ତୀ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଦ୍ୟୁତ ବିଭାଗ ଏସଡିଓ ସନ୍ଦୀପ ଭୋଇ, ମୁଖ୍ୟ ବକ୍ତା ଭାବରେ ଅଞ୍ଚଳ କଲେଜ ପ୍ରାଣୀ…

ଭଞ୍ଜନଗର ମୂଖ୍ୟ ଡାକଘର ଦ୍ଵାରା, “ପ୍ରତ୍ୟେକ ଙ୍କ ଘରେ ତ୍ରିରଙ୍ଗା ପତାକା” କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ମୁଖ୍ୟ ଡାକଘର ତରଫରୁ ସାଧାରଣ ଜନତା ଙ୍କ ମନରେ ଦେଶପ୍ରେମ ର ବାର୍ତ୍ତା ର ସଚେତନତା କୁ ଜାଗ୍ରତ କରିବା ନିମନ୍ତେ ଆଜି ଅର୍ଥାତ୍ ଅଗଷ୍ଟ ମାସ ୧୨ ତାରିଖ ମଙ୍ଗଳ ବାର ୨୦୨୫ ଦିନ ପ୍ରଭାତ ଫେରି ବା ପ୍ରତ୍ୟେକ ଙ୍କ ଘରେ ତ୍ରିରଙ୍ଗା ପତାକା କାର୍ଯ୍ୟକ୍ରମ…

ମଇଁଷିଖାଲ ବସ୍ତିରେ ଜଣ୍ଡିସ ପୂର୍ଣ୍ଣ ନିୟନ୍ତ୍ରଣାଧିନ

କେହି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି ୧୦ ଆକ୍ରାନ୍ତଙ୍କ ମଧ୍ୟରୁ କାହାରି ହସ୍ପିଟାଲ ଆଡ଼ମିଶନ ଦରକାର ହୋଇନାହିଁ ଭୁବନେଶ୍ୱର ୧୧/୦୮: ଭୁବନେଶ୍ୱର ପୌର ନିଗମ ଅନ୍ତର୍ଗତ ବି.ଜେ.ବି ନଗର ସ୍ଥିତ ମଇଁଷିଖାଲ ବସ୍ତି ରାଜୀବ ଆବାସ ଆପର୍ଟମେଣ୍ଟରେ ଜଣ୍ଡିସ ଦେଖାଦେଇଥିବା ଖବର ମିଳିବା…