Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାସଗୋବିନ୍ଦପୁର ପୋଲିସ କୁ ବଡ଼ ସଫଳତା: ୩ ଲୁଟେରା ଗିରଫ।
ରାସଗୋବିନ୍ଦପୁର ୪/୮: ବିଭିନ୍ନ ସ୍ଥାନରୁ ଗହଣା ଚୋରି କରି ବିକିବା କୁ ନେଉଥିବା ବେଳେ, ଧରିନେଲା ପୋଲିସ। ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦ ପୁର ଥାନା ଅନ୍ତର୍ଗତ ମାଣିଦା ସ୍ଥିତ କୃଷ୍ଣ ଚନ୍ଦ୍ର ଜୂଏଲାର୍ ଦୋକାନ ରେ ଗତ ମାସ ୨୬ ତାରିଖ ମଧ୍ୟ ରାତିରେ ହୋଇଥିବା ଗହଣା ଲୁଟ!-->!-->!-->…
ତୁର୍କେଲ ବ୍ରିଜର ଶୀଘ୍ର ପୁନଃନିର୍ମାଣ ଦାବିରେ ସଦର ବିଧାୟକ ସାଗର ଚରଣ ଦାସଙ୍କ ବିଶାଳ ପଦଯାତ୍ରା
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ତୁର୍କେଲ ବ୍ରିଜର ଶୀଘ୍ର ପୁନଃନିର୍ମାଣ ଦାବିରେ କଂଗ୍ରେସର ଆନ୍ଦୋଳନ ଆହୁରି ତୀବ୍ର ହୋଇଛି। ଦୀର୍ଘ ୧୦୦ ଦିନ ଧରି ଚାଲିଥିବା ଧାରଣା ପରେ ମଙ୍ଗଳବାର ସଦର ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ!-->!-->!-->…
କେନ୍ଦୁଝର ସଦର ବ୍ଲକ ଉପାଧ୍ୟକ୍ଷ ଦିଲୀପ ବେହେରାଙ୍କ ଅକାଳ ବିୟୋଗ
କେନ୍ଦୁଝର,ତା୪/୮- କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ଏକ ଦୁଃଖଦ ଏବଂ ଅଭାବନୀୟ ଘଟଣା ଘଟିଯାଇଛି। ସଦର ବ୍ଲକ ଉପାଧ୍ୟକ୍ଷଙ୍କ ଅକାଳ ବିୟୋଗ ହୋଇଛି। ତାଙ୍କର ଅକାଳ ନିଧନରେ ସଦର ବ୍ଲକ ଅଞ୍ଚଳ ସହିତ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ କେନ୍ଦୁଝରଗଡ଼ ସହର ସ୍ତବ୍ଧ ପାଲଟି ଯାଇଛି।ସୂଚନାନୁଯାୟୀ, ସଦର ବ୍ଲକ!-->…
ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” ତରଫରୁ ଚଳିତ ଶିକ୍ଷାବର୍ଷ ସକାଶେ ପାଠ୍ୟ ଉପକରଣ ବଣ୍ଟନ
କେନ୍ଦୁଝର: ୦୪/୦୮/୨୦୨୬- ଜିଲ୍ଲାର ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଉପାନ୍ତ ଗାଁ ଘୁଙ୍ଗିର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ତରଫରୁ ଚଳିତ ଶିକ୍ଷାବର୍ଷ ସକାଶେ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି।ଘୁଙ୍ଗି ଏକ ଆଦିବାସୀ ଅଧ୍ୟୁଷିତ!-->…
ବରଗଡ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ!-->…
ସୋଆ ପକ୍ଷରୁ ଚେନ୍ନାଇରେ ‘ଆଲିସିପ୍++ ୨.୦’ ଆୟୋଜିତ
ଭୁବନେଶ୍ୱର, ଅଗଷ୍ଟ ୩ : ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ସହ ସମାବେଶୀ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଉଦେ୍ଧଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଚେନ୍ନାଇଠାରେ ‘ଆଲିସିପ୍++ ୨.୦’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।!-->…
ସୋଆ ବିଶ୍ୱବିଦ୍ୟାଳୟରେ “ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ” ଆୟୋଜିତ
ଭୁବନେଶ୍ୱର, ଅଗଷ୍ଟ ୩: ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ରବିବାର "ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ସଂପର୍କରେ ସଚେତନ କରିବା ଏବଂ ନିଶାମୁକ୍ତ!-->…
ୟୁନେସ୍କୋ ହେରିଟେଜ ତାଲିକାରେ ରଥଯାତ୍ରାକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଏକ ଲୋକ ଦେଖାଣିଆ ପଦକ୍ଷେପ:…
ଗତ ୩ ବର୍ଷ ହେଲା ରଥଯାତ୍ରାର ତ୍ରୁଟିଶୂନ୍ୟ ଆୟୋଜନରେ ସରକାର ବିଫଳ ହୋଇଛନ୍ତି
ରଥଯାତ୍ରା ସଫଳ ଆୟୋଜନ ନକରି ୟୁନେସ୍କୋ ତାଲିକାରେ ସାମିଲ ଉଦ୍ୟମ ଗ୍ରହଣୀୟ ନୁହେଁ
ପ୍ରାୟ ଅଢେଇ କୋଟି ଖର୍ଚ୍ଚ କରି ପଖାଳକୁ ଗିନିଜ ବୁକରେ ସାମିଲ କରିବା ଉଦ୍ୟମ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଉଦ୍ଦିଷ୍ଟ!-->!-->!-->!-->!-->!-->…
ବନ୍ଧ ରେ ବୁଡି ବୋଲ୍ ବମ୍ ସଂକଳ୍ପ ଧାରୀ ଯୁବକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରାବଣ ମାସର ପ୍ରଥମ ସୋମବାର ଜଳାଭିଷେକ ଓ ପୂଜା ପାଇଁ ସ୍ତ୍ରୀ ଙ୍କୁ ଫୁଲ ତୋଳିବାକୁ କହି ସ୍ବାମୀ ଶୌଚ ହେବାଲାଗି ଗାଁ ନିକଟ ବନ୍ଧ କୁ ଯାଇ ଶବ ହୋଇ ଘରକୁ ଫେରିଲେ l ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା. ଉଦୟଗିରି!-->!-->!-->…
ଶରଣକୁଳ ଲଡୁବାବାଙ୍କ ପୂଣ୍ୟ ପୀଠରେ ୬ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କଲେ
ଓଡ଼ଗାଁ, ୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଠାରେ ବିଜେ ଲଡୁବାବା ମହାଦେବଙ୍କ ଠାରେ ଶ୍ରାବଣ ପ୍ରଥମ ସୋମବାରରେ ୬ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କଲେ। ରବିବାର ମଧ୍ୟ ରାତ୍ରୀ ପରେ ଠାକୁରଙ୍କ ପହୁଡ଼ ଏବଂ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା।ରାତି!-->…