Browsing Category

ରାଜ୍ୟ

ଦେଓଗାଁ ବ୍ଲକ ରେ ଆସନ୍ନ ମରୁଡି ଅଶଙ୍କା: ବିଭିନ୍ନ ପଂଚାୟତ ର କ୍ଷେତ୍ର ପରିଦର୍ଶନ କଲେ ସମରେନ୍ଦ୍ର

ସ୍ୱଳ୍ପବୃଷ୍ଟିି, ସାରର କଳାବଜାରି ଚାଷୀ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବଲାଙ୍ଗିର- ଚଳିତ ବର୍ଷ ଆରମ୍ଭ ରେ ଆଶା କରାଯାଉଥିଲା ଚାଷ ଜମିକୁ ସୁହାଇଲା ଭଳି ବର୍ଷା ହେବ କିନ୍ତୁ ପାଣି ପାଗ ତାର ଠିକ୍ ଓଲଟା ଦେଖାଦେଇଛି । ବିଶେଷ କରି ଏ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଦେଓଗାଁ ବ୍ଲକ ଅଂଚଳର ପ୍ରାୟତଃ…

ଗଜପତି ବ୍ରାହ୍ମଣ ମହା ସଙ୍ଘ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ବ୍ରାହ୍ମଣ ମହାସଙ୍ଘ ର ଶାଖା ଗଜପତି ବ୍ରାହ୍ମଣ ମହାସଂଘ ର ଏକ ବୈଠକ ପାରଳାଖେମୁଣ୍ଡି ର ଶ୍ରୀ ଶୈଳମ କଲ୍ୟାଣ ମଣ୍ଡପ ଠାରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ନୂତନ ସଭ୍ୟ…

ମାନ୍ୟତା ଅପେକ୍ଷାରେ ଐତିହାସିକ ମାଳତି ଗଡ଼ର ମାଆ ରତନେଇ ପୀଠ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ,ଗାଙ୍ଗପୁର ଥାନ ଅନ୍ତର୍ଗତ ମୁନିଗାଡ଼ି ପଂଚାୟତର ଇତିହାସ ପ୍ରସିଦ୍ଧ ମାଳତୀ ଗଡ଼ରେ ଗଡ଼ର ଆରାଧ୍ୟା ରୁପେ ଦୁଇଶହ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ପୂଜା ପାଉଛନ୍ତି ମାଆ ରତନେଇ I ବିଶେଷ ସୂଚନା ପ୍ରକାରେ ମାଆ ରତନେଇ ପୀଠ ବ୍ୟତୀତ ଇତିହାସର ମୂକ ସାକ୍ଷୀ ରୂପେ…

ରାସ୍ତା ଅବସ୍ଥା ଶୋଚନୀୟ ଆମ୍ବୁଲାନ୍ସ ଯାଇପାରୁନି, ଲୋକେ ବାଧ୍ୟ ହୋଇ ରାସ୍ତାରୋକ କଲେ।

କେନ୍ଦୁଝର,ତା୨୫/୮- କେନ୍ଦୁଝର ଜିଲ୍ଲାରେ ଅନେକ କଚ୍ଚା ରାସ୍ତା ଅଛି ଗାଁ ଲୋକେ ବାଧ୍ୟ ହୋଇ ଚଳେଇ ନିଅନ୍ତି। ତେବେ ଏବେ ବର୍ଷା ଲାଗି ରାସ୍ତା ଯେତେ ବେଳେ ଚାଲିବା ଲାଗି ଅନୁପଯୁକ୍ତ ହୋଇ ପଡ଼ିଛି ରୋଗୀ ନେବାକୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି ଲୋକେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ତେଣୁ…

ବାଣପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଂଚାୟତରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି ଶିବିର…

ବାଣପୁର (ସେକ କୌସର):ଆଜି ପୂର୍ବାହ୍ନରେ ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ, ନରେନ୍ଦ୍ରପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୁଲିସ ପ୍ରଶାସନ ର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ…

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ କାର୍ଯ୍ୟକ୍ରମ

ବାଲୁଗାଁ:(ସେକ କୌସର):ବାଲୁଗାଁ ମହାବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ପକ୍ଷରୁ ଯୁବ ରେଡକ୍ରସ ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଏକ ଦିଗ୍ ଦର୍ଶନ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟାପକ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ତାଲିମ…

ପ୍ରବଳ ବର୍ଷାରେ ବନ୍ଧରେ ୧୦ଫୁଟ ଘାଇ,ଚାଷୀ ଚିନ୍ତାରେ।

କେନ୍ଦୁଝର,ତା୨୫/୮- ପ୍ରବଳ ବର୍ଷା ଲାଗି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜୁଙ୍ଗା(ଏମ୍ଆଇପି)ବନ୍ଧ ହୁଡ଼ାରେ ୧୦ଫୁଟର ଘାଇ ସୃଷ୍ଟି ହୋଇଛି। ବନ୍ଧ କେତେବେଳ ବି ଭାଙ୍ଗିବ ଅତି ବିପଜ୍ଜନକ ଅବସ୍ଥାରେ ରହିଛି। ଆଗକୁ ଆହୁରି ଲଘୁଚାପଜନିତ ଲଗାଣ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା , ଆରକ୍ଷୀ…

ଗଜପତି ଜିଲ୍ଲା ଭାରତୀୟ ପୂର୍ବ ସୈନିକ ସଂଘର ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ର ରାଜଗୁରୁ ସାହି ନିକଟସ୍ଥ ଗୌରହରି ପାଠାଗାର ଠାରେ ଗଜପତି ଜିଲ୍ଲା ଭାରତୀୟ ପୂର୍ବ ସୈନିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଂଘର ଜିଲ୍ଲା ସଭାପତି କ୍ୟାପଟେନ ଏନ୍ ସି ଦାଶ , କ୍ୟାପଟେନ ମାଳିକାର୍ଯୁନ ପଟ୍ଟନାୟକ , ଉପସଭାପତି…

ପାରଳା ବିଧାୟକଙ୍କ ସୁପାରିଶ ରେ ହାଇଟେକ ମେଡିକାଲ ତରଫରୁ ବୁଦୁରା ପଞ୍ଚାୟତର କିତିଙ୍ଗି ଗ୍ରାମରେ ନିଶୁକ୍ଳ ସ୍ୱାସ୍ଥ୍ୟ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ଅଧୀନରେ ଥିବା କିତିଙ୍ଗିି ଗ୍ରାମରେ କିଛି ଦିନ ହେଲା ଲୋକମାନେ ଗୋଡ଼ ହାତ ବିନ୍ଧା ହୋଇ ଜ୍ୱରରେ ପୀଡିତ ହୋଇଥିଲେ। ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଶୁକ୍ରବାର ଦିନ…