Browsing Category

ରାଜ୍ୟ

ଭୋଇ ପରିବାର ୮୦ ଜଣ ସଦସ୍ୟ ଏକାଠି ନବାନ୍ନ ଖାଇଲେ

କୋମନା,୨୯/୮(ଭାଗିରଥି ଭୋଇ) ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଏବେ ଗାଁ ଠୁ ସହର ଚଳଚଞ୍ଚଳ । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଲେ ଲୋକଙ୍କ ସାମାଜିକ ଜୀବନ ସହ ଯୋଡି ହୋଇ ରହିଛି । କୋମନା ବ୍ଲକ ନୂଆଗାଁ ଗ୍ରାମରେ ଭୋଇ ପରିବାର ର ୮୦ ଜଣ ସଦସ୍ୟ ଏକାଠି ନୂଆଁ ଖାଇଛନ୍ତି ।…

ଜାତୀୟ କ୍ରୀଡା ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀରାମ ମୂର୍ତ୍ତି ଭାରତର ପ୍ରସିଦ୍ଧ ହକି ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ଫୋଟରେ…

ଶ୍ରୀଜୀଉଙ୍କ ଦର୍ଶନ କଲେ ଲୋକସଭା ବାଚସ୍ପତି ଓମ ବିର୍ଲା

ପୁରୀ,୨୯/୮: ଶୁକ୍ରବାର ଲୋକସଭା ବାଚସ୍ପତି ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ଅରୁଣସ୍ତମ୍ଭ ନିକଟରେ ପ୍ରଣାମ କରି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ…

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କାର୍ଯ୍ୟାଳୟ ସଂସ୍କୃତି ଭଵନ ପ୍ରତିଷ୍ଠା ଦିବସ

  ଓଡଗାଁ,୨୯।୮(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡଗାଁ ମିନି ଷ୍ଟାଡିୟମ ପରିସରରେ ଶୁକ୍ରବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟବାହ ପ୍ରକାଶ କୁମାର ପ୍ରଧାନ, ଓଡଗାଁ ଖଣ୍ଡ କାର୍ଯ୍ୟବାହ ଡାକ୍ତର…

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ଓ ସଫେଇ ମିତ୍ରଙ୍କ ପ୍ରତିଯୋଗିତା

ଓଡ଼ଗାଁ,୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ନିମନ୍ତେ ସ୍କୁଲ ସ୍ତରୀୟ ଚିତ୍ରାଙ୍କନ, ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୨୦ ଗୋଟି ବିଦ୍ୟାଳୟର ପ୍ରାଥମିକ,…

ବାଳିକା ସଶକ୍ତିକରଣ ସଭା ଅନୁଷ୍ଠିତ

ଓଡ଼ଗାଁ,୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଗ୍ରାମପଞ୍ଚାୟତ ପରିସରରେ ଆନ୍ତର୍ଜାତୀୟ କ୍ରୀଡ଼ା ଦିବସ ଅବସରରେ ସେଣ୍ଟର ଫର୍ କାଟାଲାଇଜିଙ୍ଗ୍ ଚେଞ୍ଜ୍ ନାମକ ଏକ ସ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଓଡ଼ଗାଁ ବ୍ଲକ୍ ସଂଯୋଜକ ପ୍ରଭୁ ଶଙ୍କର ବାଘେଲଙ୍କ…

ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ l

ରାୟଗଡ଼:-ତା.୨୯/୦୮-ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଶ୍ରୀ ଆଶୁତୋଷ…

ସାଂସଦ ଖେଳ ମହୋତ୍ସବ ସେପ୍ଟେମ୍ବର ୨୧ରୁ

ପୁରୀ, ୨୯/୮: କ୍ରିଡା ସୁସ୍ଥ ରହିବାକୁ ଏକ ଶ୍ରେଷ୍ଠ ପନ୍ଥା।ବିଭିନ୍ନ କ୍ରିଡା ଶୃଙ୍ଖଳା, ସୁସ୍ଥତା ଓ ନୀରୋଗ ର ମହୌଷଧି ସଦୃଶ୍ୟ । ସେଥିପାଇଁ ପ୍ରଧାନମନ୍ତ୍ରୀ ଖେଳକୁ ଗୁରୁତ୍ୱ ଦେଇ ସମଗ୍ର ଦେଶରେ ସାଂସଦ ଖେଳ ମହୋତ୍ସବର ଆୟୋଜନ ବ୍ୟବସ୍ଥା କରିଛନ୍ତି ବୋଲି ପୁରୀ ସାଂସଦ ଡା ସମ୍ବିତ ପାତ୍ର…

ପ୍ରଶାସନ ଏକାଦଶ ୩୬ ରନରେ ବିଜୟୀ

ପୁରୀ ୨୯/୮: ଜାତୀୟ କ୍ରିଡା ଦିବସ ଓ ପୁରୀ ପୌରପାଳିକା ର ସ୍ବାୟତ ଶାସନ ଦିବସ ପାଳନ ଅବସରରେ ଆୟୋଜିତ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚରେ ପ୍ରଶାସନ ଏକାଦଶ ବିଜୟୀ ହୋଇଛି । ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ଏହି ମ୍ୟାଚ ପ୍ରଶାସନ ଏକାଦଶ ଓ ପୌରପାଳିକା ଏକାଦଶ ମଧ୍ୟରେ…

ପବିତ୍ର ନୂଆଁଖାଇ ପର୍ବ ମଧ୍ୟରେ ବେଲୁନ ବିକାଳୀଙ୍କ ପବିତ୍ର ବିବାହ ସମ୍ପନ୍ନ

ବଲାଙ୍ଗୀର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ନୂଆଁଖାଇ ପର୍ବ ପାଳନ କରିସାରିବା ପରେ ଶୁକ୍ରବାର ସକାଳ ୯ଟା ସମୟରେ ଛତିଶଗଡ ରାଜ୍ୟ ଭିଳାଇ ସହରରୁ ଆସି ବୁଲି ବୁଲି ବେଲୁନ ବିକ୍ରୟ କରୁଥିବା ଦୁଇ ପରିବାରଙ୍କ ସହମତିରେ ଶଙ୍କର ଧାରୁ ସହିତ ପାୟଲ ବୈରାଗୀ ଦାସଙ୍କ ବିବାହ କଣ୍ଟାବାଞ୍ଜି ସାପ୍ତାହିକ…