Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗର ୪ଜଣ ଗିରଫ
ଜବତ ସୁନାହାର, ୨ଟି ପଲସର ବାଇକ ଓ ମୋବାଇଲ ଜବତ
ବାରିପଦା/ଦିଲ୍ଲୀପ ମହାନ୍ତି - ଗଣେଷ ପୂଜା ସମୟରେ ବାରିପଦା ସହରରେ ଛିନତାଇ କରୁଥିବା ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗର ୪ଜଣକୁ ଗିରଫ କରିବାରେ ବାରିପଦା ଟାଉନ ଥାନା ପୁଲିସ ସଫଳ ହୋଇଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳର ଦୀପକ ଦାସ…
ବେଆଇନ ଗୋଚାଲାଣ ବେଳେ ୨୪ଟି ଗୋରୁ ଉଦ୍ଧାର କଲା ପୁଲିସ
ପେଟ୍ରୋଲିଂ ବେଳେ ଚକମା ଦେଇ ଫେରାର ହେବାକୁ କରିଥିଲେ ଉଦ୍ୟମ
୩ଟି ପିକଅପ ଭ୍ୟାନ ସମେତ ୩ ଜଣ ଚାଳକ ଗିରଫ
ବାରିପଦା/ଦିଲ୍ଲୀପ ମହାନ୍ତି - ଦିନକୁ ଦିନ ବେଆଇନ ଗୋଚାଲାଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ଥିବା ବେଳେ ପୁଣି…
ବେପରୁଆ ସ୍କୁଲ ବସ ଧକ୍କା ଯୋଗୁଁ ଛାତ୍ର ଆହତ
ବାରିପଦା/ଦିଲ୍ଲୀପ ମହାନ୍ତି - ସକ୍ରଡ଼ ସନସାଇନ ସ୍କୁଲର ବସ ବେପରୁଆ ଭାବେ ଚାଳନା ଯୋଗୁଁ ଧକ୍କାରେ ଜଣେ ଛାତ୍ର ଆହତ ହୋଇଛନ୍ତି। ଏନେଇ ଛାତ୍ରଙ୍କ ପରିବାର ଲୋକେ ରୁଦ୍ର ପଟ୍ଟନାୟକ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତକତପୁରରୁ ଏମଏସସିବି ବିଶ୍ୱବିଦ୍ୟାଳୟ ରାସ୍ତାରେ ଉକ୍ତ ବସ ଚାଳକ…
ହସ୍ପିଟାଲ ପରିସରରୁ ବାଇକ ଚୋରି
ବାରିପଦା/ଦିଲ୍ଲୀପ ମହାନ୍ତି - ସ୍ଥାନୀୟ ପିଆରଏମ ହସ୍ପିଟାଲ ପରିସରରୁ କର୍ମଚାରୀଙ୍କ ବାଇକ ଚୋରି ହୋଇଛି। ଏନେଇ ସିଡିଏମଓ ଅଫିସ କର୍ମଚାରୀ ତୁଷାରକାନ୍ତି ମହାନ୍ତ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ହସ୍ପିଟାଲ ପରିସରରେ ନିଜ ବାଇକ ପାର୍କିଂରେ ରଖି ଡିୟୁଟିକୁ ଯାଇଥିଲେ। ତେବେ ଫେରି…
ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଗିରଫ
ବାରିପଦା/ଦିଲ୍ଲୀପ ମହାନ୍ତି - ବେଆଇନ ଭାବେ ବାଲି ଚୋରା ଚାଲାଣ ବେଳେ ଭଞ୍ଜପୁର ଥାନା ପୁଲିସ ଦ୍ଵାରା ବାଲି ବୋଝେଇ ଟ୍ରାକ୍ଟର ଜବତ ସହ ଚାଳକଙ୍କୁ ଗିରଫ କରାଯାଇଛି। ଚାଳକ ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଜାମବଣି ଗ୍ରାମର ଗମ୍ବୁ ସିଂ(୩୨)। ଅନେକ ପରିମାଣର ଲଘୁ ଖଣିଜ ଚୋରା ଚାଲାଣ…
ଚଳିତ ୧୯ ରୁ ବନ ବିଭାଗ ର ଜୋନାଲ କ୍ରୀଡା ପ୍ରତିଯୋଗିତା ।
ରାଉରକେଲା: ୧୪-୯-୨୫: ରାଉରକେଲା ବନ ବିଭାଗ ର ନେତୃତ୍ୱରେ ଚଳିତ ମାସ ୧୯ ତାରିଖରୁ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ପ୍ରଥମ ଥର ପାଇଁ ରାଉରକେଲା ରେ ଆୟୋଜିତ ହେବାକୁ ଯାଉଛି । ବିଭିନ୍ନ କ୍ରୀଡା କୁ ନେଇ ଏହି ପ୍ରତିଯୋଗିତା ଟି ଆୟୋଜିତ ହେବ ଯେଉଁଥିରେ…
ସୋଆରେ ‘ଆଇଏସ୍ଏସିଓଏନ୍- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ୱର, ସେପ୍ଟେମ୍ବର ୧୪: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ତିନି ଦିନିଆ ଇଣ୍ଡିଆନ୍ ସୋସାଇଟି ଅଫ୍ ଆନାସ୍ଥେସିଓଲୋଜିଷ୍ଟସ ଓଡିଶା ଶାଖାର ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଆଇଏମ୍ଏସ୍ ଆଣ୍ଡ ସମ୍…
“ ଗର୍ଭ ଧାରଣ ସମୟରେ ଅଧିକ ବିପଦ” ପ୍ରସଙ୍ଗକୁ ନେଇ ସମ୍ ହସ୍ପିଟାଲ୍ ଏବଂ ଆଇଏସ୍ଓପିଏଆର୍ବି ପକ୍ଷରୁ ସିଏମ୍ଇ ଆୟୋଜିତ
ଭୁବନେଶ୍ୱର, ସେପ୍ଟେମ୍ବର ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିନାଟୋଲଜି ଆଣ୍ଡ ରିପ୍ରଡକ୍ଟିଭ ବାୟୋଲଜି (ଆଇଏସ୍ଓପିଏଆରବି) ଭୁବନେଶ୍ୱର ଚାପ୍ଟରର…
ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍’
ଭୁବନେଶ୍ୱର, ସେପ୍ଟେମ୍ବର ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋଆ ଆଇଡିଆଥନ୍ -୨୦୨୫ ଅନୁଷ୍ଠିତ ହୋଇଛି । ଗତ ୧୨ ଓ ୧୩ ତାରିଖରେ ଆୟୋଜିତ ଏହି ଅନ୍ଲାଇନ୍ ହାକାଥନ୍ରେ ୧୮୩୬ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦ୍ଘାଟନୀ ସମାରୋହରେ ସୋଆ କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ…
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ଯିବା ଓ ପାଠ ପଢିବାର ବାତାବରଣ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
• ସ୍କୁଲ ବାହାରେ ଥିବା ସମ୍ବଲପୁରର ୩୦୦୦ ପିଲାଙ୍କୁ ବିଦ୍ୟାଳୟ ଶିକ୍ଷା ସହ ଯୋଡିବା • ପ୍ରତ୍ୟେକ ପିଲାଙ୍କୁ ସ୍କୁଲକୁ ଆଣିବା ଓ ମାତୃଭାଷାରେ ଶିକ୍ଷା ପ୍ରଦାନ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ •…