Browsing Category

ରାଜ୍ୟ

ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟି ପକ୍ଷରୁ ୯ ତାରିଖରେ ମେଗା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର

ଝାରସୁଗୁଡ଼ା, : ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟି ପକ୍ଷରୁ ଆସନ୍ତା ୯ ତାରିଖ (ରବିବାର) ସହରର ସରବାହାଲ ରୋଡ଼ସ୍ଥିତ ସ୍ୱର୍ଣ୍ଣଭୂମି ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିରର ଆୟୋଜନ କରାଯିବ। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ବିଭିନ୍ନ

ଭୁବନେଶ୍ୱର ଜୟଦେବ ଭବନରେ ସାମ୍ବାଦିକତା ପାଠ୍ୟକ୍ରମର ସଫଳ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ

କାଶୀପୁରର ବୈକୁଣ୍ଠ ଦୁରିଆ ୭୧% ନମ୍ବର ସହ ଉତ୍ତୀର୍ଣ୍ଣ ଭୁବନେଶ୍ୱର - ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କଳିଙ୍ଗ ମିଡିଆ ସର୍ଭିସ ଇନଷ୍ଟିଟ୍ୟୁଟ୍ ପକ୍ଷରୁ Professional Course in Journalism & Mass Communication ସଫଳତାର ସହ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ

ଓଡ଼ିଶାରେ ୧.୬ କୋଟି ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ

ଅଗଷ୍ଟ ୧୦ରେ ଜାତୀୟ କୃମିନାଶନ ଦିବସ ଓ ଭିଟାମିନ-ଏ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର, ଅଗଷ୍ଟ ୭, ୨୦୨୬: ଶିଶୁ ସ୍ୱାସ୍ଥ୍ୟର ଉନ୍ନତି, ରକ୍ତହୀନତା ହ୍ରାସ ଏବଂ ଅନ୍ତନଳୀର କୃମି ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଓଡ଼ିଶା

ସୋଆ ଯୁକ୍ତଦୁଇ ମହାବିଦ୍ୟାଳୟରେ ନିଶା ମୁକ୍ତ ପ୍ରତିଜ୍ଞା ଅଭିଯାନ କର୍ମଶାଳା

ଭୁବନେଶ୍ୱର, ଅଗଷ୍ଟ ୭: କେନ୍ଦ୍ର ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୬ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଯୁକ୍ତ ଦୁଇ ମହାବିଦ୍ୟାଳୟର ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

ସୋଆର ସବୁ କ୍ୟାମ୍ପସ ହେବ ସବୁଜ କ୍ୟାମ୍ପସ: କୁଳପତି

ଭୁବନେଶ୍ୱର, ଅଗଷ୍ଟ ୭: ପରିବେଶ ପ୍ରଦୁଷଣ ଓ ଏହାର ସୁରକ୍ଷା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବା ବେଳେ ଏହାର ସନ୍ତୁଳନ ଲାଗି ବୃକ୍ଷରୋପଣ ସମସ୍ତଙ୍କର ଦାୟିତ୍ୱ ରହିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।ଶୁକ୍ରବାର ସୋଆ

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଵତନ୍ତ୍ର ବୈଠକ

ସ୍ଵାଧୀନତା ଦିବସ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ସମ୍ପର୍କରେ ଆଲୋଚନା ବେଲଗୁଣ୍ଠା,୦୭/୦୮, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ନଗରପାଳ ଫିରୋଜ

ଗୋରୁ ଭର୍ତ୍ତି ସ୍କର୍ପିଓ ଜବତ,ଡ୍ରାଇଭର ଫେରାର।

ବସ୍ତା ୭/୮: ବାଲେଶ୍ୱର ଜିଲ୍ଲା ବସ୍ତା ପୋଲିସ ଏକ ଗୋରୁ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ସୂଚନା ଅନୁସା ରେ, ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପ ଥର ନାଇକୁଡ଼ି ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଉପରେ

ଓଡ଼ିଶାର ୧୩୩ରୁ ଅଧିକ ଗ୍ରାମରେ ବନ୍ୟା ରିଲିଫ୍ କାର୍ଯ୍ୟର ନେତୃତ୍ୱ ନେଉଛି ଆହ୍ୱାନ ଫାଉଣ୍ଡେସନ୍

ଭୁବନେଶ୍ୱର, ଓଡିଶା: ଆହ୍ୱାନ ଫାଉଣ୍ଡେସନ୍ ଓଡ଼ିଶା ବନ୍ୟା ରିଲିଫ୍ ୨୦୨୬ ଅଭିଯାନ ଘୋଷଣା କରିଛି। ଏହି ବୃହତ୍ ମାନବିକ ସହାୟତା ଅଭିଯାନ ଅଧୀନରେ ଓଡ଼ିଶାର ୧୩୩ରୁ ଅଧିକ ବନ୍ୟା ପ୍ରଭାବିତ ଗ୍ରାମରେ ଜରୁରୀ ସହାୟତା ପହଞ୍ଚାଇବା ପାଇଁ ୨୦୦ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ନିୟୋଜିତ କରାଯାଇଛି।

ଜ୍ୟୋତିର୍ମୟୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଇଣ୍ଡିଆନ୍ ଆଇଡଲ୍‌-16ର ବିଜେତା ଯୁବ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଜ୍ୟୋତିର୍ମୟୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେ କହିଛନ୍ତି ଯେ " ନିଜର ସୁମଧୁର

୫୫.୬୯ ଲକ୍ଷ ପଟ୍ଟନାୟକ ଟ୍ୟାଙ୍କ ନବୀକରଣ ଠକେଇ ମାମଲାରେ ଦୁଇ ଇଞ୍ଜିନିୟର ଏବଂ ଜଣେ ଠିକାଦାର ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା "ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର ଏବଂ ନବୀକରଣ" ପ୍ରକଳ୍ପରେ ଘୋର ଆର୍ଥିକ ଅନିୟମିତତା ସହିତ ଜଡିତ ମାମଲାରେ ଆଜି ୬.୮.୨୦୨୬ ତାରିଖ ରେ ବ୍ରହ୍ମପୁର ଭିଜିଲାନ୍ସ ଶ୍ରୀ ଡି. ଯୁଧିଷ୍ଠିର,