Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଶା ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା ଅପରାଧ ପ୍ରତି ଦୃଷ୍ଟି ଆକର୍ଷଣ ଏବଂ ବିହିତ…
ମାଲକାନଗିରି ରୂ ସୁରେନ୍ଦ୍ର ବେମାଲ/ ତା:-୧୭/୦୯ ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ଜିଲ୍ଲା ବିଜୁ ମହିଳା ନେତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ଓଡିଶା ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର…
ପାଇକମାଳ ହାଇସ୍କୁଲ ରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ।
ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବୃକ୍ଷରୋପଣ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି l ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ ତମ ଜନ୍ମ ଦିନ ଅବସରରେ ସମୂହ ବୃକ୍ଷ ରୋପଣ ଅଭିଯାନ ଆରମ୍ଭ "ଏକ ପେଡ୍ ମା' କେ ନାମ" ମୁଖ୍ୟ…
ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ।
ପଦ୍ମପୁର :- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ବିଶ୍ୱକର୍ମା ପୂଜା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପୂଜା କର୍ତ୍ତା ଭାବେ ଧର୍ମପିୟ ସେଠୀ ସପତ୍ନିକ ଦାୟିତ୍ଵ ବହନ କରିଥିବା ବେଳେ ପୂଜକ ପୂର୍ଣ୍ଣଚନ୍ଦ୍ର ଷଡଙ୍ଗୀ ପୂଜା କାର୍ଯ୍ୟ କରିଥିଲେ।ଏହି କାର୍ଯ୍ୟକ୍ରମ ରେ…
ଅସ୍ତରଙ୍ଗ ଅଞ୍ଚଳ ରେ ବିଶ୍ଵକର୍ମା ପୂଜା ପାଳିତ l
ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ ଅଧୀନ, ଅସ୍ତରଙ୍ଗ ବଜ଼ାର ସମେତ ବିଭିନ୍ନ ଗ୍ରାମ ମାନଙ୍କ ରେ ଥିବା ଛୋଟ ବଡ଼ କଳ କାରଖାନା ସହ ଯାନ୍ତ୍ରିକ ଗ୍ୟାରେଜ ମାନଙ୍କ ରେ ବିଶ୍ୱ ନିର୍ମାଣ ର ବିନ୍ଧାଣି ବାବା ବିଶ୍ଵକର୍ମା ଙ୍କ ର ପୂଜା ଯଥା ଵିଧି ପାଳିତ ହୋଇ ଯାଇ ଅଛି l ଏହି ଉପଲକ୍ଷେ ଅସ୍ତରଙ୍ଗ ବିଦୁତ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଏନଏସଇ ମୁଖ୍ୟଙ୍କ ପ୍ରଶଂସା
ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ସିଇଓ ଓ ଏମ୍ଡି ଆଶିଷ କୁମାର ଚୌହାନ, ୭୫ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ଉଲ୍ଲେଖନୀୟ ଯାତ୍ରାକୁ ପ୍ରଶଂସା କରିଛନ୍ତି । ଶ୍ରୀଯୁକ୍ତ…
ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ପ୍ରଧାନ ମନ୍ତ୍ରୀ ଜନ୍ମ ଦିନରେ ମାଆ ଏବଂ ମାଟିକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିର ସମସ୍ତ ସରକାରୀ କାର୍ଯ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ…
ମହିଳା ସ୍ନାତକ ମହାବିଦ୍ୟାଳୟରେ “ମାଁ’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ସରକାରଙ୍କ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ରେଡକ୍ରସ ଶାଖା ଆନୁକୁଲ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ତତ୍ତ୍ବାବଧାନରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦଦ୍ୟାଳୟ…
ମହୁମାଛି ଆକ୍ରମାଣରେ ମାଁ ଝିଅ ଗୁରୁତର
ରାୟଗଡା -କୋଲନରା -(ଦେବୀପ୍ରସାଦ ମହାନ୍ତି) କଲ୍ୟାଣସିଂପୁର ରେ ମହୁମାଛି ଆକ୍ରମାଣରେ ଗର୍ବବତୀ ମହିଳା ଶହ ତାଙ୍କ ୩ବର୍ଷର ଶିଶୁ କନ୍ୟା ଗୁରୁତର। ଚାଷ ଜମିରେ କାମକରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି।…
ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆବାହନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିର ବିଭିନ୍ନ ଅନୁଷ୍ଠାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହନ କରାଯାଇଛି I ବେଲଗୁଣ୍ଠା ସ୍ଥିତ ଲକ୍ଷ୍ମୀ ନାରାୟଣ ଅଟୋ ମୋବାଇଲ୍ ୱର୍କସପ୍ ରେ ପ୍ରତିଷ୍ଠାତା ସୂର୍ଯ୍ୟନାରାୟଣ ତ୍ରିପାଠି ଏବଂ ବନବାସୀ ତ୍ରିପାଠୀଙ୍କ…
ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର
ବାଲୁଗାଁ:(ସେକ କୌସର):ବୁଧବାର ଦିନ ଚିଲିକା ବ୍ଲକ ଅଧିନସ୍ଥ ଡୁଙ୍ଗମାଳ ଏବଂ ସିଙ୍ଗେଶ୍ୱର ଗ୍ରାମପଞ୍ଚାୟତ ଠାରେ ପୃଥକ ଭାବେ ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମକୁ ବାଲୁଗାଁ…