ରାୟଗଡା -କୋଲନରା -(ଦେବୀପ୍ରସାଦ ମହାନ୍ତି) କଲ୍ୟାଣସିଂପୁର ରେ ମହୁମାଛି ଆକ୍ରମାଣରେ ଗର୍ବବତୀ ମହିଳା ଶହ ତାଙ୍କ ୩ବର୍ଷର ଶିଶୁ କନ୍ୟା ଗୁରୁତର। ଚାଷ ଜମିରେ କାମକରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ପଞ୍ଚାୟତ ଦୂଲଦୁଲି ଗୁଡା ଗାଁ ନିକଟରେ। ଗର୍ଭବତୀ ମା ମଞ୍ଜୁଳା ହିଆଲ ଓ ତିନି ବର୍ଷ ର ଝିଅ ସହ ଦୂଲଦୁଲି ଗୁଡା ଛକ ନିକଟକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣ ର ଶିକାର ହୋଇଥିଲେ। ନିକଟସ୍ଥ ଚାଷଜମିରେ କାମ କରୁଥିବା କିଛି ଯୁବଙ୍କ ଦ୍ୱାରା ଦୁହେଁ ଙ୍କୁ ଉଦ୍ଧାର କରାଯlଇଥିଲା ସେହି ରାସ୍ତା ଦେଇ ଆସୁଥିବା ବିଦ୍ୟୁତ ବିଭାଗ ର ଗାଡି ସାହାଯ୍ୟରେ କଲ୍ୟାଣସିଂହପର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହୋଇଥିଲେ। ଏହି ସମ୍ପର୍ରେ କାର୍ଯ୍ୟରତ ଡାକ୍ତର ଙ୍କ ଶହ ଯୋଗାଯୋଗ କରିବାରୁ ମହୁମାଛି ଆକ୍ରମାଣରେ ଗୁରୁତ୍ୱର ହୋଇ ଆସିଥିବା ଗର୍ବବତୀ ମହିଳା ଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି ଏବଂ ସେ ଗର୍ଭବତୀ ଥିବାରୁ ତାଙ୍କୁ ତୁରନ୍ତ ଉଚ୍ଚମlନର ଚିକିତ୍ସା ପାଇଁ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି
Sign in
Sign in
Recover your password.
A password will be e-mailed to you.
Prev Post