Browsing Category

ରାଜ୍ୟ

ଶିଆଳିରେ ସମୁଦ୍ର କୂଳ ଲଂଘିବା ପ୍ରସଙ୍ଗ ବିଧାନସଭାରେ ଉଠେଇଲେ ବିଧାୟକ ସାରଦା ଜେନା

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ୍ ପଦ୍ମପୁର ପଞ୍ଚାୟତର ଶିଆଳି ବେଳାଭୂମି ଏବଂ ନିକଟସ୍ଥ ରାମତରା ଠାରେ ସମୁଦ୍ର କୂଳ ଲଂଘନ କରି ନୂଆ ମୁହାଣ ଖୋଲିଥିଲା । ଏ ସମ୍ପର୍କିତ ଖବର ସରକାରଙ୍କ ପାଖରେ ଅଛି କି ନାହିଁ ବୋଲି ବିଧାନସଭାରେ ପ୍ରଶ୍ନ କରିଛନ୍ତି ବାଲିକୁଦା…

ଟାଟା ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ପାଇଁ ସବ ଷ୍ଟେସନ ଲତାଗୁଳ୍ମରେ ଆଚ୍ଛାଦିତ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକର ଜିରାଇଲୋ ପଞ୍ଚାୟତ ଏକଘରିଆ ବିଦ୍ୟୁତ ସବ୍ ଷ୍ଟେସନ୍ ଦୀର୍ଘଦିନ ଧରି ବିଭିନ୍ନ ଲତାଗୁଳ୍ମ ଓ ଅନାବନା ଗଛ ଦ୍ୱାରା ଆଚ୍ଛାଦିତ ହୋଇଥିଲେ ମଧ୍ୟ ଏହାର ପ୍ରତିକାର ନିମନ୍ତେ ଟାଟା ବିଦ୍ୟୁତ୍ କମ୍ପାନୀର କୌଣସି କର୍ମଚାରୀ ଓ ବିଭାଗୀୟ…

ସଂରକ୍ଷିତ ଜଙ୍ଗଲରୁ ଜବତ ହେଲା ଢିମା ବୋଝେଇ ଟ୍ରାକ୍ଟର,ଜଣେ ଗିରଫ

ଓଡ଼ଗାଁ,୧୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ବାହାଡାଝୋଲା ସେକ୍ସସନ ମକରାପଲ୍ଲୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଓଡ଼ଗାଁ ବନ ବିଭାଗ ଓଆର ୦୨ କେ ୨୪୨୭ ନମ୍ବର ବିଶିଷ୍ଟ ଏକ ଗେଟେମା ପଥର ବୋଝେଇ ଟ୍ରାକ୍ଟର ଏବଂ ଓଆର ୦୨କେ ୨୪୦୮ ଡାଲାକୁ ମଧ୍ୟ ଜବତ୍…

ଚଟୁଆ ସମବାୟ ସମିତିରେ ଚାଷୀଙ୍କୁ ମିଳୁନି ୟୁରିଆ ସାର, ବଢୁଛି ଚାଷୀ ଅସନ୍ତୋଷ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : କ୍ଷେତରେ ବଢୁଛି ଧାନ ଫସଲ । ପିଲ ଦେବା ପୂର୍ବରୁ ମିଳୁନି ୟୁରିଆ ସାର । ଚାଷୀ ମୁଣ୍ଡରେ ପଡ଼ିଲାଣି ଚଡ଼କ । ହନ୍ତସନ୍ତ ହେଉଛନ୍ତି ଦୁଇ ପଞ୍ଚାୟତର ୩ହଜାର ଚାଷୀ । ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା ଏରସମା ବ୍ଲକ୍ ଅନ୍ତର୍ଗତ ଚଟୁଆ…

୧୧୦ କେଜିରୁ ଅଧିକ ଗଞ୍ଜେଇ ସହ ଛଅ ଗିରଫ

ବାଙ୍ଗିରିପୋଷି ,( ଶାସକ ପ୍ରଶାସକ ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରସୁଣି ଘାଟିରେ ବାଙ୍ଗିରିପୋଷି ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଙ୍କ ତତ୍ତ୍ଵାବଧାନରେ ପୋଲିସ ଓ ଏସ ପି ଙ୍କ ସ୍ଵତନ୍ତ୍ର ଟିମ କୌଣସି ସୁତ୍ରରୁ ଖବରପାଇ ଜଗି ବସିଥିଲେ ଦୂଆରସୁଣି ଘାଟିରେ ।…

କେନ୍ଦ୍ରାପଡ଼ାରେ କୁମ୍ଭୀର ଆକ୍ରମଣରେ ମହିଳା ନିଖୋଜ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତ ଅନ୍ତର୍ଗତ ବେଣାକନ୍ଦା ଗ୍ରାମରେ ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି । ଗୋବରୀ ନଦୀ ପାଖକୁ ଯାଇଥିବା ଲକ୍ଷ୍ମୀ ଦଳାଇ ନାମକ ଜଣେ ମହିଳାଙ୍କୁ ଏକ କୁମ୍ଭୀର ଆକସ୍ମିକ ଭାବରେ ଆକ୍ରମଣ କରିଥିଲା…

କେନ୍ଦ୍ରାପଡ଼ାରେ ବ୍ରାଉନ ସୁଗାର ଓ ଗଞ୍ଜେଇ ସହିତ ଦୁଇଜଣ ଗିରଫ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ଆଜି ଦୁଇଟି ଅଲଗା ଅଭିଯାନରେ ବ୍ରାଉନ ସୁଗାର ଓ ଗଞ୍ଜେଇ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପ୍ରଥମ ଘଟଣାରେ, ପଟ୍ଟାମୁଣ୍ଡାଇ ଟାଉନ୍ ଥାନା ଅନ୍ତର୍ଗତ ପୋଖରିଆପଡା ଗ୍ରାମର ଜଣେ ବ୍ୟକ୍ତି ୫୦…

ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ ସୁନୀଲ ମେମୋରିଆଲ ଡିୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ଫାଇନାଲ ମ୍ୟାଚ୍ ରେ ବିଜୟ…

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ମିନି ଷ୍ଟାଡିୟମ ଠାରେ ସୁନୀଲ ମେମୋରିଆଲ ଚାରିଟେବୁଲ ଫାଉଣ୍ଡେସନ, ଭୁବନେଶ୍ବର ପକ୍ଷରୁ ଶିକ୍ଷକ ନେତା ତଥା ସାମ୍ବାଦିକ ଙ୍କ ପିତାମହ ତଥା କ୍ରୀଡ଼ା ପ୍ରେମୀ ସ୍ଵର୍ଗତ. ସୁନୀଲ କୁମାର ଦାଶ ଙ୍କ ସ୍ମୃତି ରେ ଫାଉଣ୍ଡେସନ ର ନିର୍ଦ୍ଦେଶକ ଶ୍ରୀ ଶକ୍ତି…

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ଓ ଓଡିଶା ରାଇଜିଂ ଫାଉଣ୍ଡେସନ ଭୁବନେଶ୍ୱର ମଧ୍ୟରେ ପ୍ରଶିକ୍ଷଣ ଷ୍ଟେମ୍ କର୍ମଶାଳା

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ଗଣିତ ଇଂରାଜୀ ବିଷୟରେ ଅଧିକରୁ ଅଧିକ ଦକ୍ଷ କରିବା ପାଇଁ ଷ୍ଟେମ ଶିକ୍ଷା ମାଧ୍ୟମରେ ଶିକ୍ଷା ପ୍ରଦାନ ଲକ୍ଷ ନେଇ ରାଜ୍ୟର ଅନ୍ୟତମ ବେସରକାରୀ…

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ; ନାରୀ ସୁସ୍ଥ ରହିଲେ ପରିବାର ସଶକ୍ତ ହୋଇ…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ଳକ୍ ପ୍ରୋଗ୍ରାମ୍ ମ୍ୟାନେଜର ଦୂର୍ଗା ପ୍ରସାଦ ପଟ୍ଟନାୟକଙ୍କ ସଂଯୋଜନାରେ ସୁସ୍ଥ ନାରୀ ଓ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନମନ୍ତ୍ରୀ…