Browsing Category

ରାଜ୍ୟ

ସାଗର ସିମେଣ୍ଟ ପକ୍ଷରୁ ବ୍ୟାପାରୀ ଓ ଠିକାଦାର ମାନଙ୍କୁ ନେଇ ଆଚିଭମେଣ୍ଟ ଗିଫ୍ଟ ସ୍କିମ କାର୍ଯ୍ୟକ୍ରମ ଅନୁଷ୍ଠିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣପୁର - ଦୀର୍ଘ ୪୪ ବର୍ଷଧରି ସେବା ଯୋଗେଇ ଆସୁଥିବା ସାଗର ସିମେଣ୍ଟ ପକ୍ଷରୁ ଗୁଣପୁର ଠାରେ ବ୍ୟାପାରୀ, ରାଜମିସ୍ତ୍ରୀ ଓ ଠିକାଦାର ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲାl ଗୁଣପୁର ଅଞ୍ଚଳରେ ସାଗର ସିମେଣ୍ଟର ବିକ୍ରୟ ପରିମାଣ ପ୍ରାୟ…

ମାଓବାଦୀ ଆକ୍ରମଣରେ ଗୁରୁତର ଆହତ ଯବାନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସାକ୍ଷାତ

 ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ: ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ୍ ବାହାଦୁର ଖୁରାନିଆ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ପଡ଼ିଆ କୁ ପରିଦର୍ଶନ କରି ଗଞ୍ଜାମ ଜିଲ୍ଲା ପୋଲିସ ଏସପି ଶୁଭେନ୍ଦୁ ପାତ୍ର, ବ୍ରହ୍ମପୁର…

ମାର୍ଶାଘାଇ ତହସିଲ ଛକରେ ସଡ଼କ ଦୁର୍ଘଟଣା,ଜଣେ ଯୁବକଙ୍କ ମୃତ୍ୟୁ ।

କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ -ଗତକାଲି ବିଳମ୍ବିତ ରାତିରେ ମାର୍ଶାଘାଇ ତହସିଲ ଛକରେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଥିବାରୁ ଜଣେ ଯୁବକଙ୍କ ଜୀବନାନ୍ତ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ, OD 29 B 3858 ନମ୍ବରର ଏକ ମଟରସାଇକେଲ ସ୍ଥାନୀୟ ଟ୍ରାକ୍ଟର…

ମହିଳା ସ୍ନାତକ ମହାବିଦ୍ୟାଳୟରେ ‘ଯୋଗ ଦର୍ଶନ’ ଉପରେ ଓଡିଆ ବିଭାଗରେ ପାଠଚକ୍ର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଓଡିଆ ବିଭାଗ ତରଫରୁ ''ଯୋଗ ଦର୍ଶନ'' ସମ୍ବନ୍ଧରେ ପାଠଚକ୍ର ଓ ନବାଗତା ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ପାଠଚକ୍ରରେ ମହାବିଦ୍ୟାଳୟ ଅଧ୍ୟକ୍ଷା…

ସୁନେଲି ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ଧଳା ରଙ୍ଗର ଚାଦର ନେଇ ହସୁଛି ରାଣୀ “କାଶତଣ୍ଡୀ”

https://youtu.be/90GEkrQpmMQ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶରତର ଆଗମନରେ କାଶତଣ୍ଡୀର ସମ୍ଭାର ଦେଖିବାକୁ ମିଳେ। ସୁନେଲି ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ଧଳା ରଙ୍ଗର ଚାଦର ନେଇ ହସୁଛି ରାଣୀ "କାଶତଣ୍ଡୀ"।ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶତଣ୍ଡୀର ଅପରୂପ…

. କିଟ୍ ରେ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ

ଭୁବନେଶ୍ୱର,୨୦ ।୯: ସଫଳତାର କୌଣସି ସର୍ଟକଟ୍‍ ନାହିଁ କି କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଶ୍ରୀ ସିମେଣ୍ଟର ଅଧ୍ୟକ୍ଷ ହରି ମୋହନ ବାଙ୍ଗୁର ପ୍ରକାଶ କରିଛନ୍ତି। କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ ପକ୍ଷରୁ ଶନିବାର ଆୟୋଜିତ ୧୬ତମ ଜାତୀୟ ମାର୍କେଟିଂ…

ଦୁର୍ନୀତି ପ୍ରତି ଶୂନ୍ୟ ଶହନଶୀଳତା ଘୋଷଣାକୁ ଉପହାସ

ଦୁର୍ନୀତିରେ ଉବୁଟୁବୁ ବିଜେପି ସରକାର: କଂଗ୍ରେସ ପୁଲିସ ହାଉସିଂ କର୍ପୋରେସନ କାମରେ ବ୍ୟାପକ ଦୁର୍ନୀତି ନାମ ସଚେତକ କିନ୍ତୁ ଦୁର୍ନୀତି ବେଳକୁ ନିସ୍ତେଜକ ସରକାରୀ ବାବୁ କହୁଛନ୍ତି, ମୋ ପଛରେ ଠାକୁରେ ଅଛନ୍ତି ଭୁବନେଶ୍ବର, ତା ୨୦.୯.୨୫:- ଦୁର୍ନୀତି କ୍ଷେତ୍ରରେ…

ବେଳା ଭୂମିକୁ ଡଷ୍ଟବିନ୍ କରାନଯାଉ : ‘ଦ ବେଲ୍’ ତରଫରୁ ସ୍ୱଚ୍ଛତା ଦିବସ ପାଳନ

ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀରେ ଦ ବେଲ୍ ଓ ଫୋରମ୍ ଫର୍ ପିପୁଲ୍ ଆଣ୍ଡ ନେଚର, ଭୁବନେଶ୍ୱରଙ୍କ ଆନୁକୂଳ୍ୟରେ ଅନ୍ତର୍ଜାତୀୟ ସାମୁଦ୍ରିକ ତଟ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଲାଇଟ୍‌ ହାଉସ ସାମ୍ନା ବେଳାଭୂମିରେ ଆୟୋଜିତ ସାଙ୍କେତିକ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପୂର୍ବତନ ଆଇଏଫଏସ ସୁରେଶ…

ବଜ୍ରପାତରେ ପୋଡିଗଲା ମୋଟରଘର ସହ ୩ ବଖରା

ପାଣି ମୋଟର, ପାଓ୍ବାର ଟିଲର ଓ ପାଇପ ବଣ୍ଡଲ ପୋଡ଼ି ଧ୍ୱସ୍ତ ଓଡ଼ଗାଁ,୨୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରବି ଗାଡିଆ ଗ୍ରାମ ପଞ୍ଚାୟତ କୁରୁମ ବାଙ୍କତରା ଗ୍ରାମର ଖେଳପଡିଆ ପଛପାଖ ବାବନା ଗହିରରେ ରଘୁନାଥ ପୃଷ୍ଟିଙ୍କ ପମ୍ପ ହାଉକୁ ବାରମ୍ବାର ବଜ୍ରାଘାତ କାରଣରୁ ୩…

ଓଡ଼ଗାଁ ଏନ୍ଏସିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

୨୫ ତାରିଖରେ ନଗରବାସୀ ପାରିବେ ଶ୍ରମଦାନ ଦିବସ, ଉଠା ଦୋକାନୀ ଓ ବୁଲା ବିକାଳି ସ୍ବଳ୍ପ ସୁଧରେ ପାଇବେ ଋଣ ଓଡ଼ଗାଁ,୨୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସେପ୍ଟେମ୍ୱର ୧୭ ତାରିଖରୁ ସଫେଇ କାର୍ଯ୍ୟ…