Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଷମକଟକ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ବିଷମକଟକ /(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):- ତା: ୨୨-୦୯-୨୦୨୫ରିଖ ଦିନ ବିଷମକଟକ ବ୍ଲକ ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ କୁମାର,…
ଗଜଲକ୍ଷ୍ମୀ ପୂଜା ଅବସରରେ ସମନ୍ଵୟ ବୈଠକ ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ - କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭସାଣି ଅବସରରେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଜି ଅପରାହ୍ନରେ ସ୍ଥାନୀୟ ମୁନିସିପାଲିଟି ଟାଉନ ହଲ ଠାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ…
ବାଲୁଗାଁ କଲେଜରେ ପୂଜା ସ୍ୱତନ୍ତ୍ର ଶିବିର ଉଦଘାଟିତ
ବାଲୁଗାଁ:(ସେକ କୌସର): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସାତ ଦିନିଆ ପୂଜା ସ୍ୱତନ୍ତ୍ର ଶିବିର ଆଜି ମହାବିଦ୍ୟାଳୟ ପରିସରରେ ଉଦଘାଟନ ହୋଇଯାଇଛି I କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଅୟୋଜିତ ହୋଇଥିବା ଏହି…
ନାଉଗାଁ ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୨୨.୦୯.୨୦୨୫-ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
ଝାରବନ୍ଧ-ମନୋହର ଦାଶ: ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ…
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗୁଣପୁର ଭାଜପା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡ଼ା ଜିଲ୍ଲା ଗୁଣୁପୁର ଆଜି ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମଦିନ ପାଳନ ଉପଲକ୍ଷେ ସାରା ରାଜ୍ୟ ରେ ପାଳିତ ହେଉଥିବା ସେବା ପକ୍ଷ ଗୁଣପୁର ଭାଜପା ତରଫରୁ ଶ୍ରୀ ୱାଈ.ଗଣପତି ଙ୍କ ନେତୃତ୍ୱ ରେ ଗୁଣପୁର ଉପଖଣ୍ଡ…
ଓପିଜିସି ଦକ୍ଷତା ବିକାଶ ଅଭିଯାନ
ଲଖନପୁର : ଲଖନପୁର ବ୍ଲକ ବନହରପାଲି ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ (ଓପିଜିସି) ତରଫରୁ ଇବଥର୍ମାଲ୍ ପାୱାର ଷ୍ଟେସନ୍ ଆଖପାଖର ଗ୍ରାମ ଗୁଡ଼ିକର ଶିକ୍ଷିତ ଯୁବକ ଏବଂ ଯୁବତୀ ଓପିଜିସି ଆର୍ଥିକ ସହାୟତାରେ ହୀରାକୁଦ ସ୍ଥିତ ସରକାରୀ ଆଇଟିଆଇ ବୈଷୟିକ ତାଲିମ କେନ୍ଦ୍ରରେ…
ବିଜେପିର ଦାଦନମୁକ୍ତ ଓଡିଶା ଗଠନ ପ୍ରତିଶ୍ରୁତି ପାଣିର ଗାର: ବିଜେଡି
ଅରକୁଦା ଓ ସାନପାଟଣା ଗ୍ରାମର ୧୦୦୦ରୁ ଉଦ୍ଧ୍ୱର୍ ଲୋକ ଦାଦନ ଖଟିବାକୁ ଏବେ ରାଜ୍ୟ ବାହାରେ
ରାଜ୍ୟରେ ଦାଦନ ସମସ୍ୟା କମିବା ପରିବର୍ତ୍ତେ ଉତ୍କଟ ହୋଇଛି
ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ ଟାସ୍କଫୋର୍ସ ଗଠନରେ ସୀମିତ
ଭୁବନେଶ୍ୱର, ୨୨/୦୯/୨୦୨୫: ନିଜର ନିର୍ବାଚନୀ…
ଆକ୍ସନ ମୋଡ଼ରେ ଅବକାରୀ ବିଭାଗ
ବଡ଼ବିଲ (ଶାସକ ପ୍ରଶାସକ) - କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସିତାରାଣୀ ପଟ୍ଟାୟତଙ୍କ ନିର୍ଦେଶ କ୍ରମେ ଚମ୍ପୁଆ ରେଞ୍ଜ ଅବକାରୀ ନିରୀକ୍ଷକ ଏଚ.ଜଗା ରାଓଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ରବିବାର ଦିନ ଯୋଡ଼ା, ବଡ଼ବିଲ, ବଲାଣୀ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ଗୁଡିକରେ ଅଚାନକ…
ଡିସିବିଏଲର ବେଆଇନ କାର୍ଯ୍ୟ ପାଇଁ ଧାରଣା ରେ ପ୍ରତିମା ସାହୁ
ଟ୍ରକ ମାଲିକ ସଂଘ ଆଗରେ ମୁଣ୍ଡ ନୁଆଁଇଲା ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ଼ !
ରାଜଗାଙ୍ଗପୁର( ବିଷୁ ଭୋମିକ)-ରାଜଗାଙ୍ଗପୁର ସ୍ଥିତ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ଼ ବେଆଇନ କାର୍ଯ୍ୟ ପାଇଁ ଲାଇନ ୨ ଗେଟ ସମ୍ମୁଖରେ ପ୍ରତିମା ସାହୁ ଓ ତାଙ୍କ ପରିବାର ଧାରଣା ଦେଇଥିଲେ|| ପ୍ରତିମା ସାହୁ ଙ୍କ…