ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗୁଣପୁର ଭାଜପା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

3

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡ଼ା ଜିଲ୍ଲା ଗୁଣୁପୁର ଆଜି ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମଦିନ ପାଳନ ଉପଲକ୍ଷେ ସାରା ରାଜ୍ୟ ରେ ପାଳିତ ହେଉଥିବା ସେବା ପକ୍ଷ ଗୁଣପୁର ଭାଜପା ତରଫରୁ ଶ୍ରୀ ୱାଈ.ଗଣପତି ଙ୍କ ନେତୃତ୍ୱ ରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥି ରେ ୨୦ ୟୁନିଟ ରକ୍ତ ସଂଗ୍ରହ ୦କରାଗଲା, ଏହି କାର୍ଯ୍ୟକ୍ରମ ରେ ଅମର ସାହୁ,ବିଦ୍ୟାଧର ଶବର,ଶ୍ରୀନିବାସ ସ୍ୱାଇଁ, ସଂଗ୍ରାମ କେଶରୀ ସାହୁ,ମୁଖି ଦିବାକର, କିରଣ କୁମାର ପାଣିଗ୍ରାହୀ,ସତ୍ୟ ସୁନ୍ଦର କର, ବାଙ୍କ ପ୍ରଧାନ, ଆନନ୍ଦ ଶବର , ବସନ୍ତ ଶବର ଉପସ୍ଥିତ ରହି ରକ୍ତଦାନ ଭଳି ମହାନ କାର୍ଯ୍ୟ କୁ ସମ୍ପନ୍ନ କରିଥିଲେ।

Leave A Reply

Your email address will not be published.