Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାକାଳପଡ଼ା ତହସିଲଦାରଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡିବସିଲା ଭିଜିଲାନ୍ସ ।
କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ -ଆଜି ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଓଡିଶା ଭିଜିଲାନ୍ସ ବିଭାଗ ଧରିବାରେ ସଫଳ ହୋଇଛି। ତାଙ୍କୁ ଏହି ଘଟଣାରେ ଅଭିଯୋଗକାରୀଙ୍କର ସରକାରୀ ଜମିରେ ଅବୈଧ ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ସହଯୋଗ ପାଇଁ ୨୦,୦୦୦ ଟଙ୍କା…
ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ।
କେନ୍ଦ୍ରାପଡ଼ା(ଜିଲ୍ଲା ପ୍ରତିନିଧି) ପ୍ରଫୁଲ କୁମାର ମଲ୍ଲ- କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଯେତିକି ପାଖେଇ ଆସୁଛି, ପ୍ରଶାସନ ସ୍ତରରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି | ଏହି ପେରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ବିଭିନ୍ନ ଲାଇନ ବିଭାଗର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି |…
ଯୁବ ରେଡ଼କ୍ରସ ଶାଖାର “ଅଭିମୁଖୀକରଣ” କାର୍ଯ୍ୟକ୍ରମ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖାର ନୂତନ ସ୍ବେଚ୍ଛାସେବୀମାନଙ୍କ "ଅଭିମୁଖୀକରଣ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ…
ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା
ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ଏନ୍.ଏ.ସି. ଅନ୍ତର୍ଗତବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 2025-202 6 ଶିକ୍ଷାବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଉଢୁରା ସି.ଆର୍.ସି.ସି ରମେଶ କୁମାର ପାଣିଗ୍ରାହୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ବେଲଗୁଣ୍ଠା ବ୍ଳକ୍…
ସାର ମିଳିବାକୁ ନେଇ ମଙ୍ଗଳପୁରରେ ଉତ୍ତେଜନା; ପୋଲିସ୍ ଉପସ୍ଥିତିରେ ସାର ବଣ୍ଟନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଳମ୍ବିତ ସାର ଯୋଗାଣ ଏବଂ ସାର ଅଭାବକୁ ନେଇ କୃଷକ ଅସନ୍ତୋଷ ଏବଂ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଖବର ଆସୁଛି I ଆଜି ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମରେ…
ଅସାଧାରଣ ପ୍ରତିଭାର ଅଧିକାରୀଣୀ ଥିଲେ ମା ଅର୍ଣ୍ଣପୂର୍ଣ୍ଣା ବା ସୁଗୁଣ ସୁକର୍ମହିଁ ମଣିଷକୁ କାଳଜୟୀ କରିଥାଏ
ଜଗତସିଂହପୁର ତା.23.09. 2025 ସୁମନ୍ତ କୁମାର ଦାସ: ସବୁ ମଣିଷର ଜନ୍ମ ଏକ ପ୍ରକାରର କିନ୍ତୁ ସୁଗୁଣ ଓ ସୁକର୍ମହିଁ ମଣିଷକୁ କାଳଜୟୀ କରିଥାଏ I ଯାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ଖଇରଙ୍ଗ ଗ୍ରାମର ଅର୍ଣ୍ଣପୂର୍ଣ୍ଣା ଦାଶ ବୋଲି ଆଜି ତାଙ୍କ ଦ୍ଵାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତିଚାରଣ ସଭାରେ…
ବିକଶିତ ଭାରତ-୨୦୪୭” ଆଧାର ରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଵାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ…
ଜଗତସିଂହପୁର, ତା ୨୩/୦୯/୨୫:ସୁମନ୍ତ କୁମାର ଦାସ: ଗତ କାଲି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଆନୁକୁଲ୍ୟରେ ପାଳନ ହେଉଥିବା “ସେବା ପର୍ବ-୨୦୨୫” ପରିପେକ୍ଷୀରେ ଜିଲ୍ଲା ପ୍ରଶାସନ ଏବଂ ସ୍ଵାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟ ସହଭାଗିତାରେ, "ବିକଶିତ ଭାରତ-୨୦୪୭" ଶୀର୍ଷକ…
ଜଗତସିଂପୁର ଜିଲ୍ଲାରେ OSWAS ପ୍ଲାଟଫର୍ମର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବୈଠକ
ଜଗତସିଂହପୁର, ତା ୨୩/୦୯/୨୫ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ OCAC ର ଡୋମେନ୍ ପରାମର୍ଶଦାତା ଶ୍ରୀ ସତ୍ୟ ରଞ୍ଜନ ସାହୁ, ସ୍ଵତନ୍ତ୍ର ସଚିବ (ଅବସରପ୍ରାପ୍ତ), ଡୋମେନ୍ ପରାମର୍ଶଦାତା, ଜଗତସିଂପୁର ଜିଲ୍ଲା ଗସ୍ତ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଓସ୍ଵନ୍ ଭି ସି ହଲ ରେ OSWAS…
ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍: ତସ୍ଲିମା ନସରିନ୍
ଭୁବନେଶ୍ୱର, ସେପ୍ଟେମ୍ବର ୨୩: ମହିଳାଙ୍କୁ ପ୍ରକୃତ ସମାନତା ପ୍ରଦାନ କରିବାକୁ ହେଲେ ରାଜ୍ୟ ଓ ଧର୍ମର ସଂପର୍କକୁ ବିଚ୍ଛିନ୍ନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ସାମାଜିକକର୍ମୀ ଡକ୍ଟର ତସ୍ଲିମା ନସରିନ୍।ଆଇନ୍ ସମାନତା ଏବଂ ମାନବାଧିକାର ଉପରେ ପର୍ଯ୍ୟବେଶିତ…
ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର
ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ:: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ କଟକ ଏସସିବି ମେଡିକାଲ ଠାରେ ବକ୍ରପାଦ ଯନ୍ତ୍ରଣାରେ ଜର୍ଜରିତ ଜଣେ ଶିଶୁଙ୍କର ଅସ୍ତ୍ରୋପଚାର ସଫଳ ହୋଇପାରିଛି । କୋରକୁଣ୍ଡା ବ୍ଲକ କ୍ଷେତ୍ର ଗସ୍ତ ସମୟରେ ତମସା ଗ୍ରାମ ପଞ୍ଚାୟତ…