Browsing Category

ରାଜ୍ୟ

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

ଆଇଟିଇଆରରେ ନଶା ମୁକ୍ତି ୟୁବା – ବିକଶିତ ଭାରତ ୨.୦ କାର୍ଯ୍ୟକ୍ରମ ଆୟୋଜିତ ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ‘ନଶାମୁକ୍ତି ଯୁବ-ବିକଶିତ ଭାରତ…

ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ, ଆଜି ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ସେପ୍ଟେମ୍ବର ୨୫: ବୁଧବାର ଓଡ଼ିଶାରେ ପ୍ରବେଶ କରିଥିବା ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଶୁକ୍ରବାର ଏହା ନୂଆପଡ଼ା ଜିଲ୍ଲା ଉପରେ କେନ୍ଦ୍ରୀଭୂତ ଥିବା ସୂଚନା ଦେଇଛି ସୋଆ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ।ଏହି ଅବପାତ…

ଗାନ୍ଧୀ ସରକାରୀ ୟୁପି ସ୍କୁଲରେ ଇଣ୍ଟରାକ୍ଟ କ୍ଲବ ଚାର୍ଟର ପ୍ରଦାନ

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ସେକ୍ଟର-୧୯ସ୍ଥିତ ଗାନ୍ଧୀ ସରକାରୀ ୟୁପି ସ୍କୁଲର ଇଣ୍ଟରାକ୍ଟ କ୍ଲବ ଚାର୍ଟର ଇନଷ୍ଟଲେସନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରୋଟାରୀ ଜିଲ୍ଲା-୩୨୬୧ର ଡିଷ୍ଟ୍ରିକ୍ଟ…

ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ “ଜାତୀୟ ସେବା ଯୋଜନା” ଦିବସ ପାଳିତ

- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଅଧ୍ୟକ୍ଷା ଡ . ରୀନା ସାହୁ ଙ୍କ ଅଧ୍ୟକ୍ଷତା ରେ "ଜାତୀୟ ସେବା ଯୋଜନା" ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭ ରେ ଜାତୀୟ ସେବା ଯୋଜନା ଅଧିକାରୀ, ଡ.ମଧୁସ୍ମିତା ପ୍ରଧାନ ପ୍ରାରମ୍ଭିକ ସୂଚନା…

ତାଇକୋଣ୍ଡୋ ପ୍ରତିଯୋଗିତାରେ ଗଜପତିକୁ ୭ ପଦକ ୩ ସ୍ୱର୍ଣ୍ଣ , ୨ ରୌପ୍ୟ ଓ ୨ କାଂସ୍ୟ ପଦକ ହାସଲ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦୁଝର ଜିଲ୍ଲା ସ୍ଥିତ ଏନ୍‌.ଏସ୍‌. ଗଭର୍ଣ୍ଣମେଣ୍ଟ ପୁଲିସ ହାଇସ୍କୁଲ ପରିସରରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୬-୨୭ରେ ଗଜପତି ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା…

ଗଜପତି ଜିଲ୍ଲାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମବାୟ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ,…

ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ଗଜପତି ଜିଲ୍ଲା ଗସ୍ତ

ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ "ଜାତୀୟ ସେବା ଯୋଜନା" ଦିବସ ପାଳିତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିର ସମୀକ୍ଷା ଓ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଧେଶ କ୍ରମେ…

ବିଚାରାଳୟରେ ଦଣ୍ଡହାର ବୃଦ୍ଧି ପାଇଁ ପଶ୍ଚିମାଞ୍ଚଳ ପୋଲିସର ସ୍ୱତନ୍ତ୍ର ପ୍ରଶିକ୍ଷଣ

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ବିଚାରାଧୀନ ମାମଲାରେ ଦଣ୍ଡହାର ବୃଦ୍ଧି, ତଦନ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ସହ କୋର୍ଟରେ ମାମଲାର ପ୍ରଗତି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ପଶ୍ଚିମାଞ୍ଚଳ ପୋଲିସ ରେଞ୍ଜ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ…

ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ

ମିଲିଶାଉଟିର ସମ୍ମାନସୂଚକ ନାଗରିକତା, ବାର୍ଲାଡ୍‌ର ‘କି ଟୁ ଦି ସିଟି’ ଓ ସିମାନ ‘ଲିଡର ଅଫ୍ ଦି ଇୟର’ ସମ୍ମାନ ଭୁବନେଶ୍ୱର, ୨୫ ।୯: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ…

୧୫୦ ବର୍ଷ ପୂର୍ତ୍ତି ଅବସରରେ ସାମୂହିକ ବନ୍ଦେମାତରମ ଗାନ

ପଦ୍ମପୁର :- ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଙ୍କ ଯୋଜନା ଅନୁସାରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ବନ୍ଦେମାତରମ୍ ସାମୂହିକ ଗାନ କାର୍ଯ୍ୟକ୍ରମ - "ନମାମି ଭାରତମ୍" ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ଆନୁକୁଲ୍ୟ ରେ ପଦ୍ମପୁର ର ବିଭିନ୍ନ…