Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖୋର୍ଦ୍ଧା ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ମେଳା :୨୧୭ ଜଣଙ୍କୁ ମିଳିଲା ଭିନ୍ନକ୍ଷମ ପ୍ରମାଣପତ୍ର
ଖୋର୍ଦ୍ଧାରୁ ( ସେକ ଜାଫର ): ଖୋର୍ଦ୍ଧା ବ୍ଲକରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୧୦ ଜଣ ଦିବ୍ୟାଙ୍ଗ ପଞ୍ଜିକୃତ କରିଥିଲା ବେଳେ ତନ୍ମଧ୍ୟରୁ ୨୧୭ ଜଣ ଙ୍କୁ କମ୍ପ୍ୟୁଟର କରଣ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା କରାଯାଇଛି। ।ବ୍ଲକର ୨୨ ଟି ପଞ୍ଚାୟତ ଓ…
ଜଗତସିଂହପୁର ଅବକାରୀ ବିଭାଗର ବଡ଼ ସଫଳତା
ଜଗତସିଂହପୁର,ତା-୨୫.୦୯.୨୦୨୫/ସୁମନ୍ତ କୁମାର ଦାସ: ୧.୨୦୦କିଗ୍ରା ଗଞେଇ ଓ ଚୋରା ବିଦେଶୀ ମଦ ସହିତ ଏକ ମୋଟରସାଇକେଲ ଜବତ। ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ତୀବ୍ର ଅଭିଯାନ ସଫଳ ହୋଇଛି l…
ପୂର୍ବାଞ୍ଚଳ ଜୁନିୟର ଦୌଡକୁଦ ରେ ଅନନ୍ୟା ଙ୍କୁ ରୌପ୍ୟ ପଦକ
ଜଗତସିଂହପୁର,ତା-୨୫.୦୯.୨୦୨୫/ସୁମନ୍ତ କୁମାର ଦାସ: ସେପ୍ଟେମ୍ବର ୨୨ରୁ ୨୪ ଝାରଖଣ୍ଡ ରାଞ୍ଚି ର ବିର୍ସାମୁଣ୍ଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ 36ତମ କନିଷ୍ଟ ଦୌଡ଼କୁଦ ପ୍ରତିଯୋଗିତା ରେ ଜଗତସିଂହପୁର ଜିଲ୍ଲା ଖଇରଙ୍ଗ ପଞ୍ଚାୟତ ପୁରୁଣାଗଡ଼ ଗ୍ରାମର ପ୍ରଫୁଲ୍ଲ ଖଣ୍ଡାୟତରାୟ ଙ୍କ ସାନ ଝିଅ ଅନନ୍ୟା…
ଟିପିସିଓଡିଏଲ ପକ୍ଷରୁ ଦଶହରା ପାଇଁ ପ୍ରତିଷେଧମୂଳକ ସୁରକ୍ଷା ବ୍ୟବସ୍ଥା
ପେଣ୍ଡାଲ ଓ ଦୋକାନ ପାଇଁ ସାମୟିକ ଆଇନଗତ ବିଦ୍ୟୁତ ସଂଯୋଗକୁ ଉତ୍ସାହିତ କରାଯାଉଛି
ଏକ ନିରାପଦ ଉତ୍ସବ ପାଳନ ପାଇଁ ସୁରକ୍ଷା ମାନକ ପାଳନ କରନ୍ତୁ
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍…
ସ୍ୱାସ୍ଥ୍ୟ ସେବାରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ: ସୋଆ ଉପସଭାପତି
ଭୁବନେଶ୍ୱର, ୨୫/୦୯: ସ୍ୱାସ୍ଥ୍ୟ କଥା ଚିନ୍ତା କଲାବେଳେ ଫାର୍ମାସିଷ୍ଟମାନଙ୍କ କଥା ଚିନ୍ତା କରିବାକୁ ପଡ଼ିବ କାରଣ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଠିକ୍ ଅନୁପାତର ଔଷଧ ହିଁ ରୋଗ ଉପଶମ କରିବାରେ ସହାୟକ ହୋଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟରେ ଓଡିଶାର ମହାନ୍ ବିପ୍ଲବୀ ''ଚକରା ବିଷୋୟୀ''ଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଅଧ୍ୟକ୍ଷା ଡ଼ ରୀନା…
ତାଳପଦରରେ ଧୂମଧାମରେ ବିଶ୍ୱକର୍ମା ପୂଜା ସମାପ୍ତ
ବିଜେପୁର:- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧୀନସ୍ଥ ତାଳପଦର ଗ୍ରାମରେ ବାବା ବିଶ୍ୱକର୍ମା ପୂଜା ଏବର୍ଷ ବହୁତ ଧୂମଧାମ ସହିତ ପାଳିତ ହୋଇଯାଇଛି। ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ପୂଜା ୨୪ ସେପ୍ଟେମ୍ବରରେ ଭସାଣି ଯାତ୍ରା ସହିତ ସମାପ୍ତି ହୋଇଛି।ଗ୍ରାମର ତିନୋଟି ପଡାରେ ବିଶେଷ ବ୍ୟବସ୍ଥାରେ…
ଆଇ ଏସ୍ ଆର୍ ଡି ୱାନ ଷ୍ଟପ ସେଣ୍ଟର ତରଫରୁ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୱାନ୍ ଷ୍ଟପ୍ କେନ୍ଦ୍ର ର ପରିସର ରେ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ ଏସ୍ ଆର୍ ଡି ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୱାନ ଷ୍ଟପ କେନ୍ଦ୍ର ର ପରିସର ରେ ସ୍ବଚ୍ଛତା ପଖୱାଡା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ…
ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ( ଗୁରୁବାର ) ଗଜପତି ଜିଲ୍ଲାର ନୂଆଗଡ ବ୍ଲକ୍ କନଫରେନ୍ସ ହଲ୍ରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ,…
ବନଦୁର୍ଗା ମନ୍ଦିର ରେ କୁଷ୍ମାଣ୍ଡା ବେଶରେ ମା ବନଦୁର୍ଗା।
ପଦ୍ମପୁର :-ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ,ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦ ଙ୍କ ମନ୍ତ୍ର…