Browsing Category

ରାଜ୍ୟ

ରାଜ୍ୟର ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ଓ ଜୀବିକାର ସୁରକ୍ଷା ପାଇଁ ଅବିଚାରିତ ବକ୍ସାଇଟ୍ ଖଣି ଖନନ ଓ ଲିଜ୍ ପ୍ରଦାନ ବନ୍ଦ…

ଭୁବନେଶ୍ୱର (୧୧/୮) : ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ ଓ ସେଣ୍ଟର ଫର୍ କ୍ଲାଇମେଟ୍ ଜଷ୍ଟିସ୍ ତରଫରୁ ଭୁବନେଶ୍ୱର ଲୋହିଆ ଏକାଡ଼େମୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି ଓ ଗାନ୍ଧୀବାଦୀ ନେତା

ପଦ୍ମପୁରରେ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

•୬୫୦ ଫୁଟ୍ ଲମ୍ବର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ, •ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ନାଗରିକଙ୍କ ଅଂଶଗ୍ରହଣ •ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ କଲେ ପତାକା ଦେଖାଇ ଶୁଭାରମ୍ଭ •ଆର୍. ବି. ହାଇସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା,

ପେସାରେ ଡ୍ରାଇଭର, ନିଶାରେ ସମାଜସେବୀ ସୀତାରାମ

ଓଡ଼ଗାଁ, ୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ପେସାରେ ଜଣେ ଡ୍ରାଇଭର, ହେଲେ ନିଶା ତାଙ୍କର ସମାଜସେବା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତର ସୀତାରାମ ନିଜର ମେଳାପୀ, ସହଯୋଗୀ ଓ ସାହାଯ୍ୟକାରୀ ଗୁଣ ପାଇଁ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ବାହାଘର, ପୁଆଣି

ସ୍ୱଚ୍ଛତା ଅଭିଯାନରେ କର୍ମଚାରୀ ଓ ସଫେଇକର୍ମୀ ସାମିଲ

ଓଡ଼ଗାଁ, ୧୦।୮: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ

ଆଦର୍ଶ ମାଛ ବଜାରରେ ହେବ ମାଛ ବ୍ୟବସାୟ,

୧୮ ତାରିଖ ପରେ ବାହାରେ ବସି ବିକ୍ରିୟ ସମ୍ପୁର୍ଣ୍ଣ ନିଷେଧ, ଓଡ଼ଗାଁ୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ଆଦର୍ଶ ମାଛ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମାଛ ବ୍ୟବସାୟ ଉପରେ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆସନ୍ତା

ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛି
ବିଜେପି ସରକାର: ବିଜେଡି

ରାଜ୍ୟ ସରକାର ଓ ଟାଟା ପାୱାରର ମଧୁଚନ୍ଦି୍ରକାରେ ବଳି ପଡୁଛନ୍ତି ନିରୀହ ଉପଭୋକ୍ତା ସିଏଜି ଅଡିଟ୍ ସମ୍ପର୍କରେ ରାଜ୍ୟ ସରକାର ଚୁପ୍ କାହିଁକି ? ଅଧିକ ମୂଲ୍ୟରେ ସ୍ମାର୍ଟ ମିଟର କିଣାଯିବାର ରହସ୍ୟ କ’ଣ ? ଭୁବନେଶ୍ୱର, ୧୦/୦୮/୨୦୨୬: ଟାଟା ପାୱାର ଓଡିଶାକୁ ଆସିବା ଆଗରୁ ପୂର୍ବ

ପ୍ରଥମ ଲଗାଣ ବର୍ଷା ବି ସହି ପାରିଲାନି ପି.ଏମ.ଜି.ଏସ.ୱାଇ. ଘୁଘୁରପଲା ରାସ୍ତା!

ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର କାମ ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି ବଲାଙ୍ଗିର/ ଟିଟିଲାଗଡ଼,୧୦/୦୮: ଗ୍ରାମାଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ଏବଂ ଲୋକଙ୍କ ଜୀବନଯାତ୍ରାକୁ ସହଜ କରିବା ପାଇଁ ସରକାରୀ ଯୋଜନାରେ ନିର୍ମିତ ରାସ୍ତା ଯଦି ପ୍ରଥମ ବର୍ଷାରେ ହିଁ

ଜନଜାତି ଐତିହ୍ୟ ଓ ସ୍ୱରକୁ ସମ୍ମାନ ଜଣାଇ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ‘ବିଶ୍ୱ ଜନଜାତି ଦିବସ’ ପାଳିତ

ବୁର୍ଲା, ଅଗଷ୍ଟ ୧୦, ୨୦୨୬:ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିବ୍ଲୁଓଡିଏଲ୍)ପକ୍ଷରୁ ଏହାର ବିତରଣ କ୍ଷେତ୍ର ଅନ୍ତର୍ଗତ ପାଞ୍ଚଟି ଜିଲ୍ଲାରେ ବିଶ୍ୱ ଜନଜାତି ଦିବସପାଳନ କରାଯାଇଅଛି। ଏହି

୧୬ତମ ନିଯୁକ୍ତି ମେଳା-୨୦୨୬: ୯ଟି ବିଭାଗରେ ନିଯୁକ୍ତି ପାଇଲେ ୧୩୨୬

ଆଜି ସୁଦ୍ଧା ୪୫,୪୦୮ ସରକାରୀ ନିଯୁକ୍ତି, ଓଡିଶାରେ ଏବେ ରିଭର୍ସ-ମାଇଗ୍ରେସନ୍ ଆରମ୍ଭ ହେଲାଣି ସାଧାରଣ ଲୋକଟିଏ ଆପଣଙ୍କ ପାଖକୁ ସମସ୍ୟା ନେଇ ଆସିଲେ,ସମ୍ମାନର ସହ ତାଙ୍କ କଥା ଶୁଣନ୍ତୁ ଓ ସମାଧାନ ପାଇଁ ଉଦ୍ୟମ କରନ୍ତୁ – ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ସରକାରୀ

ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି:

୧୦୩ଟି ଆବେଦନ ଗ୍ରହଣ, ୭ ଜଣଙ୍କୁ ରେଡକ୍ରସ ସହାୟତା ଓ ୫ ଜଣଙ୍କୁ ଟ୍ରାଇସାଇକେଲ ବଣ୍ଟନ ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଗୁଡ଼ା ବ୍ଲକ ପରିସରରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଆଜି ସୋମବାର ରେ ଅନୁଷ୍ଠିତ