Browsing Category

ରାଜ୍ୟ

ଓପିଜିସି ଲିମିଟେଡ୍ ଦ୍ବାରା ଇବ୍‌ ଥର୍ମାଲ ପାୱାର୍ ଷ୍ଟେଶନଠାରେ ୪୨ତମ ପ୍ରତିଷ୍ଠା ଦିବସ

ଝାରସୁଗୁଡ଼ା: ଝାରସୁଗଡ଼ା ଜିଲା ଲଖନପୁର ବ୍ଲକ ଇବ୍ ଥର୍ମାଲସ୍ଥିତ ଓଡ଼ିଶା ପାୱାର୍ ଜେନେରେଶନ କର୍ପୋରେଶନ(ଓପିଜିସି) ଲିମିଟେଡ୍ ଦ୍ବାରା ଇବ୍‌ ଥର୍ମାଲ ପାୱାର୍ ଷ୍ଟେଶନଠାରେ ୪୨ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ପାଳିତ ହୋଇଯାଇଛି। ନିର୍ଦ୍ଦେଶକ(ଅପରେଶନ) ଅଞ୍ଜନ ରଞ୍ଜନ…

ଝାରସୁଗୁଡ଼ା ଡିଏଭିର ତ୍ରିଦିବସୀୟ ଶିଶୁ ମହୋତ୍ସବ ଉଦଯାପିତ

ଝାରସୁଗୁଡ଼ା/୧୬/୧୧/୨୦୨୫: ଝାରସୁଗୁଡ଼ା ଡିଏଭିର ତ୍ରିଦିବସୀୟ ଶିଶୁ ମହୋତ୍ସବ 'ଚିଲଡ୍ରେନ ଫେଷ୍ଟ' ବିଧିବଦ୍ଧ ଭାବରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଓଡ଼ିଶା ଜୋନର ଆଞ୍ଚଳିକ ଅଧିକାରୀ ଲୋକନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନପୂର୍ବକ ଛାତ୍ରଛାତ୍ରୀମାନଙ୍କ ଅବିରତ ପ୍ରୟାସ ଓ…

ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତୀ ରୀନା ଦେବୀଙ୍କୁ ସମ୍ମାନଜନକ “ଶିକ୍ଷକ ରତ୍ନ ସମ୍ମାନ –…

 ଭୁବନେଶ୍ବର, ନଭେମ୍ବର ୧୬, ୨୦୨୫ – କଟକ ସ୍ଥିତ ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତୀ ରୀନା ଦେବୀଙ୍କୁ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନଜନକ "ଶିକ୍ଷକ ରତ୍ନ ସମ୍ମାନ-୨୦୨୫" ପ୍ରଦାନ କରାଯାଇଛି । ଓଡ଼ିଶା ପ୍ରତିଭା ସମ୍ମାନ ପକ୍ଷରୁ ଆୟୋଜିତ ବାର୍ଷିକ…

ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ଜନଜାତିଙ୍କ ବିକାଶ ପାଇଁ ନବୀନଙ୍କ କାର୍ଯ୍ୟ ସାରା ଦେଶ ପାଇଁ ଉଦାହରଣ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଜୀବିକା ଓ କ୍ରୀଡ଼ାରେ ଉଲ୍ଲେଖନୀୟ ପରିବର୍ତ୍ତନ ଭୁବନେଶ୍ୱର, ୧୫/୧୧/୨୦୨୫: ପିଢି ପରେ ପିଢି ଲୋକଙ୍କୁ ନ୍ୟାୟ, ସମାନତା ଓ ଅଧିକାର ପାଇଁ ଲଢିବା ପ୍ରେରଣା…

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ଭାରତର ମହାନ୍ ସ୍ୱାଧୀନତା ସଂଗ୍ରାମୀ ଓ ଜନଜାତି ଜନଜାତୀୟ ଜନନାୟକ ଧରତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜନ୍ମ ଜୟନ୍ତୀ ଏବଂ ରାଷ୍ଟ୍ରୀୟ 'ଜନଜାତୀୟ ଗୌରବ ଦିବସ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ତପ…

ବିଦ୍ୟା ଷ୍ଟଡ଼ି ପଏଂଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ

‘ଶିଶୁ ହସିଲେ ସମାଜ ହସିବ’ ସାରନଗରୀ,(ବସନ୍ତ କୁମାର ଜେନା): ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଏଂଟ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ

  ଓଡ଼ଗାଁ,୧୫/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଶାବାରି ଗାୟତ୍ରୀ ବିଦ୍ୟାମନ୍ଦିରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରାଣ ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ବିରେନ୍ଦ୍ର ସାହୁ ଶ୍ରେଣୀ କକ୍ଷ…

ପ୍ରଥମ ବ୍ଳକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ମିଶ୍ରିତ ଚାଷ ଯୁବକମାନଙ୍କୁ ସ୍ବାବଲମ୍ବୀ କରିପାରିବ, ଯଥାଶୀଘ୍ର ଗୋଶାଳା ନିର୍ମାଣ ହେବ, ଓଡ଼ଗାଁ ୧୫/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ପ୍ରଥମ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଓଡ଼ଗାଁ ମହୋତ୍ସବ ପଡ଼ିଆ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।…

ତାଳପଦର ପଂଚାୟତ ମହାବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ

ବିଜେପୁର: ଡିଜିଟାଲ୍‌ ଯୁଗରେ ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକର ତାଳପଦର ପଂଚାୟତ ମହାବିଦ୍ୟାଳୟ ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଜେପୁର ଥାନାଧିକାରୀ ସୁଶାନ୍ତମଣି ମହାନ୍ତିଙ୍କ ତତ୍ୱାଧାନରେ ଏହି କାର୍ଯ୍ୟକ୍ରମ ସଚେତନତା…

ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ରାଉରକେଲାରେ ଅନୁଷ୍ଠିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଗୁଜୁରାଟରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ରାଜ୍ୟସ୍ତରୀୟ ଉତ୍ସବରେ ୧୩୪୫ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ ଏବଂ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ରାଉରକେଲା ହନୁମାଟ ବାଟିକା ଛକରୁ ପାୱାର ହାଉସ୍ ଛକ ରାସ୍ତାକୁ ଭଗବାନ…