Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଧବା ମହିଳାକୁ ପ୍ରତାରଣା ଅଭିଯୁକ୍ତ ଗିରଫ
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ବଡ଼ବଜାର ଥାନା ଅନ୍ତର୍ଗତ କୁଠାରି ମନ୍ଦିର ସାହିର ପ୍ରମୋଦ କୁମାର ନାୟକ ନାମକ ଜଣେ ଯୁବକ କୁ ଗିରଫ କରି ବଡ଼ବଜାର ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଉକ୍ତ ଅଞ୍ଚଳର ଜନୈକା ମହିଳାଙ୍କ ସ୍ବାମୀ କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ…
ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ ଲକ୍ଷ୍ମୀ ବିହାର ଜନବସତି ଅଂଚଳରୁ ଏକ ଗଳିତ ଶବ ଉଦ୍ଧାର କରି ସଦର ଥାନା ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ…
ଲୋକଙ୍କ ଜୀବିକାକୁ ସୁଦୃଢ କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍ ଆଦିତ୍ୟ ଆଲୁମିନିୟମ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟକ୍ରମ ଅଧୀନରେ ଏନ୍ଜିଓ ଅପ୍ହୋଲ୍ଡ ଆର୍ଥ ସହଯୋଗୀତାରେ ଏକ ଅନନ୍ୟ ପ୍ରୟାସ ‘ପ୍ରୋଜେକ୍ଟ ବାସ୍କେଟ୍ରି’ ଜରିଆରେ…
ମାନବିକତା ଦେଖାଇଲେ ଅଧିକ୍ଷଣ ଯନ୍ତ୍ରୀ
ବଣାଇ :-ମାନବିକତା ଦେଖାଇଲେ ସୁନ୍ଦରଗଡ଼ ଖୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ଘଟଣା ଟି ଥିଲା ଏହିପରି ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବଣାଇ ରେ ରହିଥିଲା, ଏହି କାର୍ଯ୍ୟକ୍ରମ ସରିବା ପରେ ନିଜର ଦୁଇ ସହଯୋଗୀ ସହକାରୀ ଯନ୍ତ୍ରୀଙ୍କୁ ଧରି ଅଧିକ୍ଷଣ ଯନ୍ତ୍ରୀ ଧୀରେନ୍ଦ୍ର ନାୟକ…
ପିଲାଙ୍କ ମଧ୍ୟରେ ବାଲ୍ୟ ଶିକ୍ଷାକୁ ବୃଦ୍ଧି କରିଛି ବେଦାନ୍ତ ଆଲୁମିନିୟମ
୪୦ଟି ଅଙ୍ଗନୱାଡି କେନ୍ଦ୍ରର ୪୫୦ରୁ ଅଧିକ ପିଲା ଶିକ୍ଷଣ ସହାୟତା କିଟ୍ ଏବଂ ଗୋଷ୍ଠୀ ଯୋଗଦାନ ଦ୍ୱାରା ଉପକୃତ ହେଉଛନ୍ତି
ଭୁବନେଶ୍ୱର, ୧୮/୧୧୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଜାମଖଣି, ଘୋଘରପଲ୍ଲୀ ଏବଂ କୁରାଲୋଇ (ଏ) ଉତ୍ତର କୋଇଲା ଖଣି କାର୍ଯ୍ୟକ୍ଷମ…
ଯୁବ ବ୍ୟବସାୟୀଙ୍କ ହୃଦଘାତରେ ମୃତ
ଓଡ଼ଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବେରୁଆବାରୀ ପଂଚାୟତ ବନ୍ଧା ଭୁଇଁ ଗ୍ରାମର ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଂଚାୟତ ବନ୍ଧା…
ଅମାନିଆ ୨ ଚକିଆ ଚାଳକ ୩୯ ହଜାର ତଣ୍ଡ ଗଣିଲେ,
ଓଡ଼ଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଓଡ଼ଗାଁ ପୋଲିସ୍ ନଜର ରଖିଥିବା ବେଳେ ସୋମବାର ଏବଂ ମଙ୍ଗଳବାର ୨ ଦିନରେ ୩୯ ହଜାର ଟଙ୍କାର ଜରିମାନା କଟାଯାଇଥିବା ଜଣାପଡିଛି । ବିଶେଷ କରି ଏକାଧିକ ସଂଖ୍ୟାରେ ଯୁବକମାନେ…
ପୂର୍ବରୁ ସବୁ ଯୋଜନା ସାହୁ ଏବଂ ସ୍ୱାଇଁ ଘରେ ସୀମିତ ଥିଲା, ଏବେ ଲୋକଙ୍କ ନିକଟରେ ପହଞ୍ଚୁଛି: ମନ୍ତ୍ରୀ ଗୋକୁଳାନନ୍ଦ…
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ;
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫କୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ…
ବ୍ରହ୍ମପୁର ଆଇଜର ପରିସରରେ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ
- ଦେଶର ପ୍ରଥମ ଆଇଜର ଭାବେ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନର ଗୌରବ
- ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ୧୮୭ତମ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ
ଭୁବନେଶ୍ୱର, ୧୮/୧୧: ଦେଶଭକ୍ତିର ଏକ ଗୌରବମୟ ସମାରୋହରେ ବ୍ରହ୍ମପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ…
ନିଖିଳ ଭାରତ ସମବାୟ ସପ୍ତାହ ପାଳିତ: ନୟାଗଡ଼ ସମବାୟରେ ସମନ୍ୱୟ ଅଭାବ,ପ୍ରଶ୍ନବାଣରେ ଘାଇଲା ବ୍ୟାଙ୍କ ସମ୍ପାଦକ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସମବାୟ ବିଭାଗ ଆନୁକୁଲ୍ୟରେ ଆଜି ସୃଜନ ସଭାଗୃହରେ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସମବାୟ ଉପନିବନ୍ଧକ ଅନନ୍ତ ନାରାୟଣ ନାୟକଙ୍କ…