Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ରେ ଶୁନ୍ୟ ମୃତାହତ ପକ୍ଷ ପାଳନ କାର୍ଯ୍ୟକ୍ରମ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ବାଣୀଜ୍ୟ ଓ ପରିବହନ ବିଭାଗ ଓଡ଼ିଶା ତରଫରୁ ସାରା ରାଜ୍ୟରେ ନଭେମ୍ବର ୧୬ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଚେତନତା ସହିତ ଶୁନ୍ୟ ମୃତାହତ ପକ୍ଷ ପାଳନ ଜାରି ରହିଛି । ଏହି ଅବସରରେ ଭଞ୍ଜନଗର ସହରର ଏକମାତ୍ର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଉତ୍ତର ପ୍ରଦେଶ ରାଜ୍ୟର ଦମ୍ପତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାରୁ ୭୫ ଓ ୭୬ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀମତି ମଧୁମିତା (ଭା.ପ୍ର.ସେ) ପୋଷ୍ୟ ସନ୍ତାନ ଭାବେ ଉତ୍ତର ପ୍ରଦେଶ ରାଜ୍ୟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ପିତୃମାତୃହୀନ ଏହି ଶିଶୁଦ୍ଵୟଙ୍କୁ ଶିଶୁ ମଙ୍ଗଳ ସମିତିଙ୍କ…
ଅପହରଣ ତଥା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ
ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଦୁଷ୍କର୍ମ ତଥା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଶୁଣିବାକୁ ମିଳୁଛି। ସେହି ମଧ୍ୟରେ ଆଜି ଗଜପତି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲାରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି।…
ବେପରୁଆ ଗାଡି ଚଳାଇ ଦୁର୍ଘଟଣା ଘଟାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟରେ ଏବେ ଶୂନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫାଟାଲିଟି ସପ୍ତାହ ପାଳନ କରାଯାଉଥିବା ବେଳେ ସେ ମଧ୍ୟରେ ଏକ ବେପରୁଆ ଭାବେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିବା ମାମଲାର ବିଚାରଣା ଖବର ଗଜପତି ଜିଲ୍ଲା ମୋହନାରୁ ଆସିଛି। ଖବର ମୁତାବକ ତା…
ଘରେ ପଶି ଚୋରି କରିବା ଘଟଣାରେ ପାଞ୍ଚ ବର୍ଷ ସଜା ପାଇବେ ଅଭିଯୁକ୍ତ: ପାଞ୍ଚମାସରେ ଫଇସଲା କଲେ ଅଦାଲତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୂଚନାଯୋଗ୍ୟ, ତା ୧୬-୦୬-୨୦୨୫ ରିଖ ସନ୍ଧ୍ୟା ୪ଟା ସମୟରେ ଯେତେବେଳେ ଏତଲାକାରି କିଶୋର ପାଇକ ଆର. ଉଦୟଗିରି ଥାନା ଅନ୍ତର୍ଗତ ହାଟପଦାରେ ବାବୁଲା ରାଜେନ୍ଦ୍ର ପାତ୍ରଙ୍କ ଧର୍ମପତ୍ନୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ନିଜ ଘରକୁ ଫେରି ଦେଖିଲେ ଯେ,…
ଚେତନା ପରିଷଦ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୩୦ୟୁନିଟ ରକ୍ତ ସଂଗୃହୀତ।
ପଦ୍ମପୁର:- ସ୍ଥାନୀୟ ଟାଉନ୍ ହଲ ଠାରେ ଚେତନା ପରିଷଦ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ମୁଖ୍ୟ ଅତିଥି ଯୁବନେତା ପ୍ରୀତେଶ ବହିଦାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଶିବିରରୁ ୩୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପଦ୍ମପୁର ରକ୍ତ…
ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଏକତା ପଦଯାତ୍ର ଅନୁଷ୍ଠିତ ହୋଇଯାଇଛି | ଅଙ୍ଗୁଳିଆ ହାଇସ୍କୁଲ ପଡିଆଠାରୁ ବାହାରି…
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଡ ଏନ୍ ତିରୁମାଲା ନାୟକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ
ନବରଙ୍ଗପୁର/ଅଶୋକ ସାହୁ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଡ ଏନ୍ ତିରୁମାଲା ନାୟକ ଆଜି ଦୁଇ ଦିନିଆ ଗସ୍ତରେ ନବରଙ୍ଗପୁର ଜିଲ୍ଲା ପରିଦର୍ଶନ କରିଛନ୍ତି। ସଚିବ ଙ୍କ ସହ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ଵଜିତ…
ଝାନ୍ସିରାଣୀ ଲକ୍ଷ୍ମିବାଇ ଜୟନ୍ତୀ ଅନୁଷ୍ଠିତ।
ପଦ୍ମପୁର:- ସ୍ଥାନୀୟ ଟାଉନ୍ ହଲ୍ ଠାରେ ଚେତନା ପରିଷଦ ପକ୍ଷରୁ ଝାନ୍ସିରାଣୀ ଲକ୍ଷ୍ମିବାଇ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ହରିଶଙ୍କର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସ୍ନେହା ଆରଗୁଲା ମୁଖ୍ୟ ଅତିଥି , ମଣ୍ଡୋସିଲ ମହାବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ…
୧୫ ବର୍ଷ ପରେ ଜେଲରୁ ମୁକୁଳିଲେ ସୁକୁଲୁ।
ମାଲକାନଗିରି ତା ୧୯/୧୧ ଜିଲ୍ଲା କାରାଗାରରେ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ ପାଇଥିବା ଜଣେ କଏଦୀ କୁ ଦୀର୍ଘ ୧୫ ବର୍ଷ ପରେ ରିହା ମିଳିଥିବା ଜଣାପଡିଛି। ଏକ ହତ୍ୟା ମାମଲାରେ ମାଲକାନଗିରି ଜିଲ୍ଲା ଓ ଦୌରା ଜର୍ଜ ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଗତ 15 ବର୍ଷ ଧରି ମାଲକାନଗିରି ଜିଲ୍ଲା…