Browsing Category

ରାଜ୍ୟ

ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ, ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି : ମାନ୍ୟବର ଏସ୍ .ଡି.ଜେ.ଏମ୍ ପାରଳାଖେମୁଣ୍ଡିଙ୍କ ଅଦାଲତ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରି ପାରଳାଖେମୁଣ୍ଡି ପୋଲିସ ଅଭିଯୁକ୍ତ ମନ୍ମଥ କୁମ୍ଭ , ପିତା- ଦଣ୍ଡାସି କୁମ୍ଭଙ୍କୁ ଆଜି ଭୋର ସମୟରେ ତାଙ୍କ ନିଜ ଗ୍ରାମରୁ ଗିରଫ କରିଛି। ଭାରତୀୟ…

ଭୁବନେଶ୍ୱରରେ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ-୨୦୨୬ ଉଦ୍‌ଯାପିତ

ସ୍ଥାୟୀ ପର୍ଯ୍ୟଟନ ବିକାଶ, ଏଆଇ ପ୍ରଯୁକ୍ତି ଓ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଭୁବନେଶ୍ୱର, ୩୦ ସେପ୍ଟେମ୍ବର: ଟୁର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (TOAI) ପକ୍ଷରୁ ଭୁବନେଶ୍ୱରର ହୋଟେଲ୍ ଲେମନ୍ ଟ୍ରି ପ୍ରିମିୟର୍‌ରେ ଆୟୋଜିତ ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ…

ଝାରସୁଗୁଡ଼ାରେ ବୟନିକା ଶୋ’ରୁମ୍ ସହ ମହିଳା ବୁଣାକାର କେନ୍ଦ୍ର ପାଇଁ ଦାବି

ଝାରସୁଗୁଡ଼ା, ୩୦/୯: ଝାରସୁଗୁଡ଼ା ସହର ଓ ବିମାନବନ୍ଦରରେ ବୟନିକା ଶୋ’ରୁମ୍ ସହ ମହିଳା ବୁଣାକାର କେନ୍ଦ୍ର ଏବଂ କ୍ରାଫ୍ଟ ଫାସିଲିଟେସନ୍ ସେଣ୍ଟର ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଏନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଭୁବନେଶ୍ୱରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ…

ଓଡ଼ିଶାରେ ଜିଓର ଦବଦବା: ଅଗଷ୍ଟ ମାସରେ ରାଜ୍ୟରେ ୮୬% ନୂଆ ମୋବାଇଲ୍ ଗ୍ରାହକ ଜିଓ ନେଟୱାର୍କରେ ଯୋଡ଼ି ହୋଇଛନ୍ତି: ଟ୍ରାଇ…

ଅଗଷ୍ଟ ମାସରେ ଓଡ଼ିଶାରେ ଜିଓ ସର୍ବାଧିକ ୧ ଲକ୍ଷ ୬୦ ହଜାର ନୂଆ ମୋବାଇଲ୍ ଗ୍ରାହକ ଏବଂ ୧୪,୮୦୦ରୁ ଅଧିକ ନୂଆ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି: ଟ୍ରାଇ ତଥ୍ୟ ରାଜ୍ୟରେ ଜିଓର ସର୍ବାଧିକ ୧ କୋଟି ୮୬ ଲକ୍ଷ ମୋବାଇଲ୍ ଗ୍ରାହକ ଏବଂ ୮ ଲକ୍ଷ ୨୧ ହଜାର ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ…

ଡକାୟତି ଉଦ୍ୟମ କୁ ପଣ୍ଡ କରିଲେ ବଡ଼ବଜାର ପୋଲିସ, ବହୁ ମାରଣାସ୍ତ୍ର ଓ ହାତ ବୋମା ଜବତ,୫ ଗିରଫ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡବଜାର ଥାନା ପୋଲିସ ଅତର୍କିତ ଭାବେ ଓମ୍ ନଗର ନିକଟସ୍ଥ ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ ଉପରେ ଚଢ଼ାଉ କରି ୫ ଜଣ ଯୁବକ ଯଥା ଓମ୍ ଦାସ,ସୁମନ୍ ପଟନାୟକ,ନିଖିଲ ଯେନା,ରୋହନ୍ ବିଷୋୟୀ ଓ ପ୍ରେମ୍ କୁମାର ସାହୁ ଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୩ଟି…

ସିଟି ବସ୍ ଧକ୍କାରେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ।

ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ରାସ୍ତା ଡିପଲ୍ ସ୍କୁଲ ସାମ୍ନାରେ ମୋଟରସାଇକେଲ ଯୋଗେ ଆସୁଥିବା ଭଗବାନ ପଣ୍ଡା ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ବ୍ରହ୍ମପୁର ସିଟି ବସ୍ ଧକ୍କା ଦେଇଥିଲା। ଯାହା ଫଳରେ ସେ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ…

ବାରିଗାଁରେ ଚୋରା ମୋରମ ଉତ୍ତୋଳନ ଅଭିଯୋଗ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କାହାର ଏତେ ଦୁଃସାହସ ! ଗ୍ରାମବାସୀଙ୍କୁ ଧମକ ଦେଇ ଚାଲିଛି ବେଆଇନ କାରବାର, ପ୍ରଶାସନର ହସ୍ତକ୍ଷେପ ଦାବି କେନ୍ଦୁଝର,ତା୩୦/୯- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ଗ୍ରାମ ପଞ୍ଚାୟତର ବାରିଗାଁ ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ ଓ…

ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଜଣେ ଗିରଫ ।

ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ କୁପାରି କଲେଜ ଛକ ନିକଟରେ ଚଢ଼ାଉ କରାଯାଇ ୧୧୦ ଗ୍ରାମ ବ୍ରାଉନସୁଗାର…

ଯଦୁପୁର ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ୍ କି ଉତ୍ସବ’

ଶିଶୁଙ୍କ ଯତ୍ନ, ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ, ଓଡ଼ଗାଁ, ୨୯।୯(ଶ୍ରୀକାନ୍ତ କୁମାର ମିଶ୍ର): ସରକାରଙ୍କ ନିଷ୍ପତ୍ତି ଓ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ରାଜ୍ୟର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ୍ କି ଉତ୍ସବ’ ପାଳିତ ହୋଇଛି। ଏହି ଅବସରରେ ଓଡ଼ଗାଁ ବ୍ଲକ…

ଲୋକଙ୍କ ନିକଟରେ ଏନ୍‌ଏସି ପ୍ରଶାସକ

ସମସ୍ୟା ବୁଝିଲେ, ସମାଧାନର ପ୍ରତିଶ୍ରୁତି ରଖିଲେ ଓଡ଼ଗାଁ, ୨୯।୯(ଶ୍ରୀକାନ୍ତ କୁମାର ମିଶ୍ର): ଲୋକଙ୍କ ସମସ୍ୟା ଜାଣିବା ପାଇଁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ମଙ୍ଗଳବାର ମଠଖଜୁରିଆ ଓ କୁମ୍ଭିଆପଲ୍ଲୀ ଗ୍ରାମ ପରିଦର୍ଶନ କରିଥିଲେ।…