Browsing Category

ରାଜ୍ୟ

ଭାରତୀୟ ଜନତା ପାର୍ଟି ତରଫରୁ ନୀଳଗିରିରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ନୀଳଗିରି: ନୀଳଗିରି ନିର୍ବାଚନ ମଣ୍ଡଳରେ ଭାରତୀୟ ଜନତା ପାର୍ଟି ତରଫରୁ ନୀଳଗିରି ରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିରଙ୍ଗା ଶୋଭାଯାତ୍ରା ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ନୀଳଗିରି ଡାକବଙ୍ଗଳା ଠାରେ ଶେଷ ହୋଇଥିଲା। ଏହି

ପଟେଲ ରୋଡ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ–ଅଭିଭାବକ ବୈଠକ

ବେଲଗୁଣ୍ଠା,୧୩/୦୮, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବାଙ୍କ ବଜାର ସ୍ଥିତ ପଟେଲ ରୋଡ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷାର ଉନ୍ନତି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଏକ ଶିକ୍ଷକ–ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ

ତାଲିକାଭୁକ୍ତ ହସ୍ପିଟାଲମାନଙ୍କୁ ହେଲ୍ପ ଡେସ୍କ ସ୍ଥାପନ, ପି. ଏମ୍ – ରାହତ ରେ ଚିକିତ୍ସା, ଆୟୁଷ୍ମାନ ଡିଜିଟାଲ…

ଭୁବନେଶ୍ୱର, ୧୩.୮: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କୁ କାର୍ଡଧାରୀମାନଙ୍କ ସହାୟତା ନିମନ୍ତେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ସ୍ଥାପନ, ପି. ଏମ୍ – ରାହତ(PM-RAHAT) ରେ ମାଗଣା ଜରୁରୀକାଳୀନ

ହିଣ୍ଡାଲକୋର ବାଫ୍‍ଲିମାଳି ଦୀର୍ଘସ୍ଥାୟୀ ଖଣି କାର୍ଯ୍ୟପଦ୍ଧତି ନିମନ୍ତେ ଏଏସ୍‍ଆଇ ମାନ୍ୟତା ହାସଲ କରିବାରେ ଭାରତର…

-ସମୁଦାୟ ଖଣି ଖନନ, ସ୍ମେଲଟିଂ ଓ ଡାଉନ୍‍ଷ୍ଟ୍ରିମ ଉତ୍ପାଦନରେ ୧୧ଟି ଏଏସ୍‍ଆଇ- ପ୍ରମାଣିକୃତ କାର୍ଯ୍ୟପରିଚାଳନା ସହିତ ଦାୟିତ୍ୱସମ୍ପନ୍ନ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ହିଣ୍ଡାଲକୋର ନେତୃତ୍ୱକୁ ପୁନଃସୁଦୃଢୀକରଣ କରୁଛି ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଗ୍ରଣୀ ଧାତବ

ବରପାଲିରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ବିଜେପୁର : ହାତରେ ଜାତୀୟ ପତାକା, ମୁହଁରେ ଦେଶପ୍ରେମର ନାରା ଏବଂ ମନରେ ମାତୃଭୂମି ପ୍ରତି ସମ୍ମାନ। ଏଭଳି ଦେଶପ୍ରେମର ଭାବନାରେ ଗୁଞ୍ଜରିତ ହୋଇଥିଲା ବରପାଲି ସହର।ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବରପାଲିରେ ଅନୁଷ୍ଠିତ ହୋଇ ଦେଶପ୍ରେମ ଓ ଜାତୀୟ ଏକତାର

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର

ନବରଙ୍ଗପୁର, ତା. ୧୩.୦୮.୨୦୨୬: ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ଆଜି ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UPHC) ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ନିଜ କିମ୍ବା ଦଳର ବଚସ୍କର ଖୋଜିବାକୁ ଯାଇ ଯୋଗ୍ୟତମ ବ୍ୟକ୍ତିଙ୍କୁ ଉପେକ୍ଷା କରନାହିଁ, ରାଜ୍ୟବାସୀଙ୍କ ସ୍ବାର୍ଥ ଆଗ’’

ଆଇନ୍‌ଶୃଙ୍ଖଳା ପରିସ୍ଥିତି ଯାହା, ପୁଲିସ ଡିଜି ଚୟନ ପ୍ରକ୍ରିୟାରେ ସରକାରଙ୍କ ଆାଚରଣ ଅକ୍ଷମଣୀୟ: ଭକ୍ତ‘‘ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିଯିବା ପରେ ବି ଓଡ଼ିଶାର ବିଜେପି ସରକାରଙ୍କ ଚେତା ପଶୁନାହିଁ। ରାଜ୍ୟର ସ୍ବାର୍ଥ ନୁହେଁ, ସଂପ୍ରତି ଓଡ଼ିଶା ପୁଲିସ ଡିଜି

ନାବାଳିକାଙ୍କ ଘର ଆଗରେ ହାଇଡ୍ରାମା, ବିଷପାନ ଅଭିନୟ କରି ବ୍ଲାକମେଲ୍‌ ଅଭିଯୋଗ : ଯୁବକ ଗିରଫ,

ଓଡ଼ଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନାବାଳିକାଙ୍କୁ ପୁନର୍ବାର ନେଇଯିବାକୁ ଉଦ୍ୟମ କରି ବିଫଳ ହେବା ପରେ ତାଙ୍କ ଘର ଆଗରେ ଜଣେ ଯୁବକ ବିଷପାନ କରିବାର ଅଭିନୟ କରି ହାଇଡ୍ରାମା କରିଥିବା ଘଟଣା ମଙ୍ଗଳବାର ଚର୍ଚ୍ଚାର ବିଷୟ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିବା

ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଓଡ଼ଗାଁ, ୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ‘ଭାରତ ମାତା କି ଜୟ’ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ

​ସମ୍ ନର୍ସିଂ କଲେଜ କ୍ୟାମ୍ପସ-୨ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର, ଅଗଷ୍ଟ ୧୨: ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ କ୍ୟାମ୍ପସ -୨ ପକ୍ଷରୁ ଅଗଷ୍ଟ ୬ ଓ ୭ ଦୁଇ ଦିନ ଧରି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏସ୍ଏନ୍ସି-କ୍ୟାମ୍ପସ୍-୨ର ଡିନ୍ ଡାକ୍ତର