Browsing Category

ରାଜ୍ୟ

ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ନେଇ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦ କୁ ଆଖି ଆଗରେ ରଖି ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଯୋଜନା ଓ ପର୍ଯ୍ୟଲୋଚନା କାର୍ଯ୍ୟାଳୟ ତରଫରୁ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଲିଲିତା ଦାସ ମୁଖ୍ୟ…

ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ବିଭିନ୍ନ ବ୍ୟାଙ୍କରେ ଥିବା ୬୬ ଟି ଆକାଉଣ୍ଟ ଉପରେ ପୋଲିସ୍ ର ନଜର

ଭଞ୍ଜନଗର ବିଭିନ୍ନ ବ୍ୟାଙ୍କ ର ୬୬ ଆକାଉଣ୍ଟ ଉପରେ କଡା ନଜର ଥାନାକୁ ଡାକି ଯାଞ୍ଚ କରୁଛି ଭଞ୍ଜନଗର ପୋଲିସ୍ ଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅନ୍‌ଲାଇନ୍ ଲୁଟ୍‌ର ଶିକାର ହୋଇ ଲୋକ ତ୍ରାହି ତ୍ରାହି ଡାକୁଥିବାବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସମେତ ଜିଲ୍ଲାର ସମସ୍ତ ଥାନା…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଟକ ତା ୦୩.୧୨.୨୦୨୫ ରିଖ – ଦିବ୍ୟାଙ୍ଗମାନେ ସମାଜର ମୁଖ୍ୟସ୍ରୋତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେମାନେ ନିଜକୁ କୌଣସି ଗୁଣରେ କମ୍ ଭାବିବା ଉଚିତ୍ ନୁହେଁ । ଜୀବନର ଯେକୌଣସି ସମସ୍ୟାର ମୁକାବିଲା କରିବା ନିମନ୍ତେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରାଇବା ଉଚିତ୍ । ଅନ୍ତର୍ଭୁକ୍ତି ଏବଂ…

ଖଇରା ପଞ୍ଚାୟତ ରେ ମନରେଗା କାର୍ଯ୍ୟରେ ଚାଲିଛି ମହା ଘୋଟାଲା

ନୂଆପଡା: ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଖଇରା ପଞ୍ଚାୟତରେ ଚାଲିଛି ଘୋଟାଲା ଉପରେ ମହା ଘୋଟାଲା ମନରେଗା ରେ କାମ ନ କରି ଘରେ ବସି ପାଉଛନ୍ତି ମନରେଗା ଟଙ୍କା, ସରକାର ଙ୍କ ନିୟମ ମଧ୍ୟ ଏଠାରେ ବିଫଳ, ସରକାର ଗରିବ, ନିରୀହ, ଖଟି ଖିଆ, ଦିନ ମନଜୁରିଆ,ଓ ଦାଦନ ମୁକ୍ତ କରିବା ପାଇଁ ଆଣି ଥିଲେ ଏହି…

ସାଂସଦ ଖେଳ ମହୋତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା.

ଚଳିତ ବର୍ଷର ଯୁବ ଶକ୍ତି ଓ ସାଂସଦ ଖେଳ ମହୋତ୍ସବ ଗତ ୧୫ ନଭେମ୍ବର ଠାରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୧୦୦ ମିଟର ଦୌଡ, ଡିସ୍କସ ଥ୍ରୋ, ସଟଫୁଟ, ରଙ୍ଗୋଲି, ବ୍ୟାଡ଼ମୀଣ୍ଟନ, ଇତ୍ୟାଦି ଖେଳରେ ଗୋଳନ୍ଥରା ନିକଟସ୍ଥ କରୁଣାଶାନ୍ତି (କାଶ ) ଆବାସିକ…

ପୋଲିସ୍ କୁ ଆକ୍ରମଣ ଉଦ୍ୟମ ପଡ଼ିଲା ମହଙ୍ଗା:ପୋଲିସକୁ ଧମକ ଦେଇ ବନ୍ଧା ହେଲେ ତିନି

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ବିଦେଶୀ ମଦ ଦୋକାନ ନିକଟରେ ପୋଲିସ୍ କୁ ଅସଦ ବ୍ୟବହାର ଦେଖାଇବା ଏବଂ ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ବୁଧବାର ୩ ଜଣକୁ ଗିରଫ କରିଛି। ଥାନାଧିକାରୀ ଙ୍କ ସୁଚନା ଓ ପ୍ରେସ ବିଜ୍ଞପ୍ତି…

ହାତୀ ଦାନ୍ତ ବିକିବା ବେଳେ ୩ ଗିରଫ : ମୋବାଇଲ, ସ୍କୁଟର ଓ ଦୁଇ ବାଇକ ଜବତ।

  କେନ୍ଦୁଝର,ତା୩/୧୨- ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଓ କରଞ୍ଜିଆ ବନଖଣ୍ଡ ମଝିରେ ଥିବା ଫଗୁ ପୋଲ ନିକଟରୁ ତିନି ହାତୀ ଦାନ୍ତ ତସ୍କରଙ୍କୁ ଧରାଯାଇଛି। ସୂଚନା ମିଳିଛି କି ହାତୀ ଦାନ୍ତ ବିକ୍ରୀ ଲାଗି ମସୁଧା ଚାଲିଥିବା ବେଳେ ଜେଟିଏଫ(ପିସିସିଏଫ, ୱାଇଲ୍ଡ ଲାଇଫ) ଠାରୁ ଖବର ପାଇ କେନ୍ଦୁଝର…

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କେନ୍ଦୁଝର,ତା ୩/୧୨-ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସମଗ୍ର ଶିକ୍ଷା କେନ୍ଦୁଝର ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ପାଳନ ହୋଇଯାଇଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ମର୍ଯ୍ୟାଦା, ଅନ୍ତର୍ଭୁକ୍ତି ଏବଂ ସମାନ ସୁଯୋଗକୁ ପ୍ରୋତ୍ସାହିତ…

ସୁତୁମୁସର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ତିନି ଅଭିଯୁକ୍ତ କୋର୍ଟଚାଲାଣ

  ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁତୁମୁସର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ବେଲଗୁଣ୍ଠା ପୋଲିସ୍ ସେହି ଗ୍ରାମର ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ସୁତୁମୁସର ଗ୍ରାମର ଯୁଗଳ ବିଷୋୟୀ (୩୨)…

28ତମ କଳାହାଣ୍ଡି ଉତ୍ସବ ଘୁମୁରା – 2026 ପ୍ରସ୍ତୁତି ବୈଠକ ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା. 03.12.2025 କଳାହାଣ୍ଡିର କଳା, ସଂସ୍କୃତି ଐତିହ ପରମ୍ପରା ଓ ଭାଇଚାରା ସମ୍ପକର ମହୋତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା-2026 ମହାସମାରୋହରେ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ତଥା…