Browsing Category

ରାଜ୍ୟ

ପଦ୍ମପୁର ବ୍ଲକ ଜୋନ୍–୧ରେ ଅଣ୍ଡର-୧୭ ଜୋନାଲ୍ କ୍ରୀଡ଼ା ପ୍ରତିଯୋଗିତା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୨/୮/୨୬ ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର/ଗୁଡ଼ିଆବନ୍ଧା: ବ୍ଲକ ଜୋନ୍–୧ ଅନ୍ତର୍ଗତ ମଧ୍ୟରେ -୧୭ ଜୋନାଲ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିଆବନ୍ଧାସ୍ଥିତ ବସନ୍ତ ଦେବୀ ବିଦ୍ୟାପୀଠ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ

ଓ.ୟୁ.ଡବ୍ଲୁ.ଜେର ସାଂଗଠନିକ ବୈଠକ ଓ ନୂତନ ସଦସ୍ୟଙ୍କୁ ପରିଚୟପତ୍ର ବଣ୍ଟନ

ସାମ୍ବାଦିକଙ୍କ ସୁରକ୍ଷା, ପେନସନ ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ଦାବି ଖୋର୍ଦ୍ଧା, ୧୨।୮: ସାମ୍ବାଦିକ ସମାଜ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କର୍ତ୍ତବ୍ୟ ଓ ଧର୍ମ ପାଳନ କରିଆସୁଛନ୍ତି। ତେଣୁ ସାମ୍ବାଦିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା

ଜି.ଉଦୟଗିରି ରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି.ଉଦୟଗିରି,୧୩/୦୮(ଅବନୀ କୁମାର ପ୍ରଧାନ) ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମରେ କଳିଙ୍ଗ

ସାମ୍ବାଦିକାଙ୍କ ପିତୃ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ପ୍ରତିନିଧି ଭାବେ ସାମ୍ବାଦିକ ରେଣୁ ବାଳା ବେହେରାଙ୍କ ପିତୃ ବଂଶୀଧର ମଣି ଙ୍କ ବିୟୋଗ ହୋଇଯାଇଛି।ପିତା ସ୍ୱର୍ଗତ ବଂଶୀଧର ମଣି ଜଣେ ଧର୍ମ ପରାୟଣ , ମେଳାପି , ମିଷ୍ଟାଭାଷୀ ପର ଉପକାରି ଥିଲେ। ଶାନ୍ତ ସରଳ

ଜାଲରେ ପଡ଼ିଲା କୁଇଣ୍ଟାଲ କୁଇଣ୍ଟାଲ ଇଲିସି

ବାଲେଶ୍ବର : ମାଛର ରାଜା ଭାବେ ପରିଚିତ ଇଲିଶି ମାଛରେ ଏବେ ସରଗରମ ହୋଇଉଠିଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଦିଘା ମୁହାଣ। ଆଜି ଦିଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ ୩୦ ଟନ୍‌ରୁ ଅଧିକ ଇଲିଶି ମାଛ ଆମଦାନୀ ହୋଇଥିବା ଜଣାପଡ଼ିଛି। ଦୀର୍ଘ ଦିନ ପରେ ଏତେ ପରିମାଣର ଇଲିଶି ଧରାପଡ଼ିଥିବାରୁ ଟ୍ରଲର

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ରେ ନେସନାଲ୍ ରିମୋଟ ସେନ୍ସିଙ୍ଗ ଦିବସ ୨୦୨୬ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ନେସନାଲ୍ ରିମୋଟ ସେନ୍ସିଙ୍ଗ ଦିବସ ୨୦୨୬ ଅବସରରେ ଏକ ବିଶେଷଜ୍ଞ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ରିମୋଟ ସେନ୍ସିଙ୍ଗ , ଭୂ-ସ୍ଥାନିକ ପ୍ରଯୁକ୍ତି , କୃଷି

ଜ଼ିଲ୍ଲାସ୍ତରୀୟ ନିରନ୍ତର ଏଡ଼ସ ସମ୍ପର୍କିୟ ଶିକ୍ଷା ଅଭିଯାନ ଆରମ୍ଭ,

ବେଲଗୁଣ୍ଠା, ୧୨/୦୮, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ତରଫରୁ ଗୋବରା ଗ୍ରାମରେ ଜ଼ିଲ୍ଲା ସ୍ତରୀୟ ଏଡ଼ସ ସମ୍ପର୍କୀୟ ନିରନ୍ତର ଶିକ୍ଷା ଅଭିଯାନ ସହ ଅନ୍ତର୍ଜାତୀକ ଯୁବ ଦିବସ ପାଳିତ ହୋଇଯାଇଛି |ଏଥିରେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ତ୍ୟ

ଅମ୍ଳଜାନ ପାଇଁ ବୃକ୍ଷରୋପଣ ଜରୁରୀ: ‘ନିର୍ମାଲ୍ୟ’ର ବୃକ୍ଷରୋପଣ ଅଭିଯାନ

ପୁରୀ, ୧୨/୮: ସାଂପ୍ରତିକ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଅମ୍ଳଜାନ ମାନବ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ। ଅମ୍ଳଜାନର ଉତ୍ସ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକ ପ୍ରମୁଖ ପଦକ୍ଷେପ। ଏହି ବାର୍ତ୍ତା ନେଇ ବୁଧବାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ନିର୍ମାଲ୍ୟ’ ପକ୍ଷରୁ

କାଶୀନଗର ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଧାୟକ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟର ସଦଭାବନା ଗୃହରେ ପଞ୍ଚାୟତ ସମିତିର ଚତୁର୍ଦ୍ଦଶ ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବିଡିଓ ଡମ୍ବୁରୁଧର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ

ବେଲଗୁଣ୍ଠା ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ବେଲଗୁଣ୍ଠା, ୧୨/୦୮, -(ଶିବରାମ ଚୌଧୁରୀ )-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶ ବ୍ୟାପୀ ଚାଲିଥିବା "ହର୍ ଘର୍ ତ୍ରିରଙ୍ଗା" ଅଭିଯାନ ଅବସରରେ ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ସ୍ଥିତ ହନୁମାନ ମନ୍ଦିର ଠାରୁ ଦଶ ଘଣ୍ଟ ତିରିଶ