Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ ନର୍ସିଂ କଲେଜ କ୍ୟାମ୍ପସ ୨ରେ ନିଶାମୁକ୍ତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ଅଗଷ୍ଟ ୧୩: ଯୁବପିଢ଼ି ମଧ୍ୟରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ କ୍ୟାମ୍ପସ, ଫୁଲନଖରା ପରିସରରେ ନିଶାମୁକ୍ତ ଅଭିଯାନ ସମ୍ପର୍କିତ ଏକ!-->…
ଗାୟତ୍ରୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ବାରା ତ୍ରିରଙ୍ଗା ଶୋଭାଯାତ୍ରା
ଶାନ୍ତି, ମୈତ୍ରୀ,ପ୍ରେମ,ସାହାସ ଏବଂ ସମୃଦ୍ଧିର ପ୍ରତୀକ ତ୍ରିରଙ୍ଗା
ଓଡ଼ଗାଁ ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ବାରା ତ୍ରିରଙ୍ଗା ଶୋଭାଯାତ୍ରା ଏବଂ ବନ୍ଦେ ମାତରଂ!-->!-->!-->…
ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହେବେ ଓଡ଼ଗାଁ ବ୍ଲକର ୬ ପ୍ରତିଯୋଗୀ
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରି ଓଡ଼ଗାଁ ବ୍ଲକର ୬ ଜଣ ଛାତ୍ରଛାତ୍ରୀ ଗୌରବ ଅର୍ଜନ କରିଛନ୍ତି। ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କୁ!-->!-->!-->…
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା
ଡାକ୍ତରଙ୍କ ତୁଳନାରେ ରୋଗୀ ପ୍ରବଳ, ଅଶ୍ବଚ୍ଛ ଅବସ୍ଥାରେ ଶୌଚାଳୟ ସାମ୍ନା ରାସ୍ତା,
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ଡାକ୍ତରଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ!-->!-->!-->!-->!-->…
ଚଳନ୍ତା ବସରୁ ଖସି ମହିଳା ଯାତ୍ରୀ ଗୁରୁତର
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଦେଓଗାଁର ଜଣେ ମହିଳା ଯାତ୍ରୀ ଚଳନ୍ତା ବସ୍ରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣକ ପାଣ୍ଡେରିପଡ଼ା ପଞ୍ଚାୟତ ଦେଓଗାଁର ବବିତା ସ୍ୱାଇଁ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର!-->!-->!-->…
ବୃଦ୍ଧି ପାଉଛି ଡକାୟତି, ଲୁଟତରାଜ, ସବୁଠି ହେଉଛି ଖଣ୍ଡାର ବ୍ୟବହାର
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଲୁଟତରାଜ ବଢ଼ିଚାଲିଥିବାକୁ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି। ଗତ ୩ ଦିନ ମଧ୍ୟରେ ନୟାଗଡ଼ ସଦର, ଗଣିଆ ଓ ଓଡ଼ଗାଁ ଥାନା ଅଞ୍ଚଳରେ ପ୍ରାୟ ସମାନ ଢଙ୍ଗରେ ସଶସ୍ତ୍ର ଡକାୟତି ଘଟିଥିବା ବେଳେ!-->!-->!-->…
ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ ପାଳନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ଏନ ଏସ ଏସ ପରିଚାଳିକା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ରେଡ୍କ୍ରସ ପରିଚାଳିକା ଅଧ୍ୟାପିକା ଶର୍ମିଷ୍ଠା ଭୁକ୍ତା ଓ!-->…
୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଗୁମ୍ମା ସରକାରୀ ବକ୍ତୃତା ପ୍ରତିଯୋଗିତା…
ରାୟଗଡ଼: ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଉଯାଇଛି । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ!-->!-->!-->…
ଭବାନୀପାଟଣାରେ ‘ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା’ ପଦଯାତ୍ରା
ତ୍ରିରଙ୍ଗାରେ ଛାଇଲା ସହର; ଦେଶପ୍ରେମର ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀ
କଳାହାଣ୍ଡି:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ଭବାନୀପାଟଣା: ଆସନ୍ତା ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ଦେଶଭକ୍ତିର ମାହୋଲ ସୃଷ୍ଟି ହୋଇଥିବାବେଳେ ଭବାନୀପାଟଣାରେ ମଧ୍ୟ!-->!-->!-->!-->!-->!-->!-->…
ସ୍ଵାଭିମାନ ଅଞ୍ଚଳରେ ନିଶାମୁକ୍ତ ଭାରତ ଅଭିଯାନ: ନିଶାମୁକ୍ତ ସମାଜ ଓ ବିକଳ୍ପ ଜୀବିକା ଗଠନ ପାଇଁ ଜିଲ୍ଲାପାଳଙ୍କ ଆହ୍ଵାନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ନାକାମାମୁଡ଼ି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଜନସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରୁ!-->!-->!-->…