Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜ୍ୟୋସ୍ନା ଶବର ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ କନ୍ୟା ଜ୍ୟୋସ୍ନା ଶବରଙ୍କୁ (ବୟସ ୧୭ ବର୍ଷ) ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜ୍ୟୋସ୍ନା ହେଉଛନ୍ତି ପେକଟ ଗ୍ରାମ ଅନ୍ତର୍ଗତ ମାର୍ଲବା ପଞ୍ଚାୟତ, ରାୟଗଡ଼ ବ୍ଲକ୍ର କୀର୍ତ୍ତନ ଶବରଙ୍କ…
ଜିଲ୍ଲା ପରିଷଦ କଳାହାଣ୍ଡି ପରିଷଦ କଳାହାଣ୍ଡି ଅଷ୍ଟମ ବୈଠକ ଆଜି
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓ ସମସ୍ତଙ୍କୁ ସ୍ୱାଗତ ଜଣାଇ କଳାହାଣ୍ଡିର ସର୍ବାଙ୍ଗୀନ ବିକାଶ ଦିଗରେ ସମସ୍ତ…
ଠକେଇମାମଲାରେ ବନ୍ଧା ହେଲେ ଆସାମୀ।
(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) : ଖଲ୍ଲିକୋଟ ପୋଲିସ୍ ସହାୟତାରେ ଧରା ପଡ଼ିଛି,ଜଣେ କୁଖ୍ୟାତ ଅପରାଧୀ, ଯେ କି ବିଭିନ୍ନ ସ୍ଥାନରେ ନିଜକୁ ବିଭିନ୍ନ ଅଧିକାରୀର ପରିଚୟ ଦେଇ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଜଣାପଡିଛି। ଉକ୍ତ ଆସାମୀ ଙ୍କର ନାଁ ରଞ୍ଜନ ଦାଶ ,ଵୟସ-୫୯ ବର୍ଷ, ପିତା…
ବାଇକ ଦୁର୍ଘଟଣାରେ ହୋମ ଗାର୍ଡ ଗୁରୁତର
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୧୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ବୁଧବାର ପୁଲିସ ଥାନା ନିକଟ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଡାବୁଗାଁ ପୁଲିସ ହୋମ ଗାର୍ଡ ଙ୍କୁ ଗୁରୁତର…
ଜାତୀୟ ଉପଭୋକ୍ତା ଦିବସ ପାଳିତ
ଜଗତସିଂହପୁର, ତା.୨୪.୧୨.୨୫ ରିଖ ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ-୨୦୨୫ ଜିଲ୍ଲା ପ୍ରଶାସନ, ଜଗତସିଂହପୁର (ବୈଧମାପ ବିଜ୍ଞାନ) ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ, ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶା ଓ ସ୍ବାମୀ ବିବେକାନନ୍ଦ ସ୍ମାରକି ସ୍ବୟଂ ଶାସିତ…
ସରସ୍ବତୀ ଶିଶୁବିଦ୍ୟାମନ୍ଦିର୨୭ତମ ବାର୍ଷିକ ଉତ୍ସବ ୨୦୨୫
"ବାର୍ଷିକ ଉତ୍ସବ ଆତ୍ମସମୀକ୍ଷାର ଅବସର"
ଓଡ଼ଗାଁ,୨୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ୨୭ ତମ ବାର୍ଷିକ ଉତ୍ସବ -୨୦୨୫ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଭୁପ୍ରସାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ…
ଜାତୀୟ ଖାଉଟି ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଖାଉଟି ଦିବସ ଅବସରରେ ଗ୍ରାହକ ଅଧିକାର କମିଟି ଗଜପତି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ନୂଆ ବସ୍ ଷ୍ଟାଣ୍ଡ ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୯୮୬ ମସିହା ଡ଼ିସେମ୍ବର ୨୪ ତାରିଖ ଦିନରେ ଗ୍ରାହକ ସୁରକ୍ଷା ଆଇନ୍,୧୯୮୬…
ନୟାଗଡ଼ ଜିଲ୍ଲା ମହୋତ୍ସବ ଉଦଘାଟିତ
ନୟାଗଡ଼(ବିଶ୍ୱଜିତ ନାୟକ) : - ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି। ଉଦଘାଟନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ,…
ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ମେରୀ ଖ୍ରୀଷ୍ଟମାସ ଦିବସ ପାଳିତ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣୁପୁର ସଦର ରାମେଶ୍ୱର ନଗର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ପବିତ୍ର ଖ୍ରୀଷ୍ଟମାସ୍ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି । ଏଥି ପାଇଁ ବିଦ୍ୟାଳୟର ପ୍ରାଙ୍ଗଣକୁ ଖ୍ରୀଷ୍ଟମାସ୍ ଟ୍ରି ରେ ସଜ୍ଜିତ…
ଜିଲ୍ଲା ପ୍ରଶାସନ ଦ୍ବାରା ମହେନ୍ଦ୍ରଗଡରୁ ଉଦ୍ଧାର ହେଲେ ୬ ଜଣ ନାବାଳକ ଅସହାୟ ଶିଶୁ
ବାଳକୃଷ୍ଣ ପାଣିଗ୍ରାହୀ : ଏକ ବିଶେଷ ସୂତ୍ରରୁ ୬ ଜଣ ଶିଶୁ ଅତି ଦୟନୀୟ ଅବସ୍ଥାରେ ଥିବାର ଖବର ଜିଲ୍ଲା ପ୍ରଶାସନ ର ହସ୍ତଗତ ହେଲା ପରେ ତତ୍ କ୍ଷଣାତ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ରଗିରି ର ଶକ୍ତି ସଦନର କର୍ମଚାରୀ ଶିଶୁ ମାନଙ୍କୁ ଠାବ କରିଥିଲେ। ପରବର୍ତ୍ତୀ ସମୟରେ ଚାଇଡ ହେଲପ୍…